କୁଚିଣ୍ଡାରେ ଡବଲ ମର୍ଡର, ଭାଇବୋହୂ ସହ ପୁତୁରାର ଜୀବନ ନେଲା ଦେଢ଼ଶୁର
କୁଚିଣ୍ଡା (କେନ୍ୟୁଜ): କୁଚିଣ୍ଡାରେ ଡବଲ ମର୍ଡର । ଭାଇବୋହୂ ଓ ଦେଢ ବର୍ଷର ପୁତୁରାକୁ ବୀଭତ୍ସ ହତ୍ୟା । ମାଆ ଓ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢଶୂର । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗରପୋଷ ଅନ୍ତର୍ଗତ ଦଳକିବାହାଲରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଜଣେ ୱାର୍ଡସଭ୍ୟଙ୍କ ପତ୍ନୀ ଓ ପୁଅ । ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରିକ କଳହରୁ ହୋଇଛି ହତ୍ୟାକାଣ୍ଡ। ପୋଲିସ ଆସିବା ଖବର ପାଇ…
Read More...