ପ୍ରଥମ ଥର ପାଇଁ HMD ଲଞ୍ଚ କଲା ସ୍ମାର୍ଟଫୋନ, ୧୫ ହଜାରରୁ ଆରମ୍ଭ ରହିଛି ଦାମ
ଆବଶ୍ୟକ ହେଲେ ଆପଣ ଏହି ଫୋନର ବ୍ୟାଟେରୀ ବଦଳାଇ ପାରିବେ କିମ୍ବା ସ୍କ୍ରିନକୁ ନିଜେ ଠିକ୍ କରିପାରିବେ । ଏଥିପାଇଁ କମ୍ପାନୀ iFixit ନାମକ ଏକ ୱେବସାଇଟରୁ ସେଲ୍ଫ- ରିପେୟାର କିଟ୍ ବିକ୍ରି କରିବ । ବେସିକ୍ Pulse ମଡେଲ୍ (୪ GB RAM ଏବଂ ୬୪ GB ଷ୍ଟୋରେଜ୍) ର ଦାମ୍ ପ୍ରାୟ, ୧୨,୫୦୦ ରହିଛି । Pulse + ର ଆରମ୍ଭ ଦାମ ହେଉଛି ୧୪,୨୦୦ ଟଙ୍କା । Pulse ପ୍ରୋ ମଡେଲ୍ (୬ GB ରାମ୍ ଏବଂ ୧୨୮ GB ଷ୍ଟୋରେଜ୍)ର ଦାମ୍ ୧୬,୧୦୦…
Read More...