Browsing Tag

affected health

ଶ୍ରାବଣ ମାସରେ ବ୍ରତ କରୁଥିଲେ ପିଅନ୍ତୁ ଏହି ୫ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କସ୍‌

୨୫ ଜୁଲାଇଠୁ ଅର୍ଥାତ ଆଜିଠୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ଏହି ସମୟରେ ଅନେକ ଲୋକ ଭଗବାନ ଶିବଙ୍କ ପାଇଁ ବ୍ରତ ରଖିନ୍ତି । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏହି ବ୍ରତ ଧାରଣ କରିବା ସମୟରେ ଖାଇବା ପିଇବା…

ଏହି ସବୁ ବଦ ଅଭ୍ୟାସ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ, ଜାଣନ୍ତୁ

"ସ୍ୱାସ୍ଥ୍ୟ ହିଁ ସମ୍ପଦ" ଏହା ଆମେ ସମସ୍ତେ ଜାଣିଛେ । ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଖରାପ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ବିଗାଡ଼ିଦିଏ। ଏମିତି ଅନେକ ବଦ ଅଭ୍ୟାସ ରହିଛି। ଯାହା ଶରୀର ପାଇଁ ଘାତକ ହୋଇଥାଏ। ଏହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏହାକୁ…

କରୋନା କାଳରେ ପିଲାଙ୍କ ପାଖେ ବଢ଼ିଛି ଡିଜିଟାଲ Eye Strainର ବିପଦ, ଜାଣନ୍ତୁ ଏହାର ଉପଚାର

କରୋନା କାଳରେ ଅନଲାଇନ ପାଠପଢ଼ା ପିଲାଙ୍କ ଆଖି ଉପରେ ଖୁବ ଖରାପ ପ୍ରଭାବ ପକାଉଛି । ଲମ୍ବା ସମୟ ଧରି ସ୍କ୍ରିନରୁ ନଜର ନ ହଟିବା କାରଣରୁ ଡିଜିଟାଲ Eye Strainର ବିପଦ ବଢ଼ିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ଏବର୍ଷ ପିଲାମାନେ ଅଧିକ ଫୋନ ବ୍ୟବହାର କରୁଛନ୍ତି । ଲଗାତାର ଭାବେ ଲାପଟପ ଏବଂ…

ପାପୁଲିରେ ଯଦି ଆପଣଙ୍କ ରେଖା ଏଭଳି ରହିଛି ତେବେ ରୁହନ୍ତୁ ସତର୍କ, ସାମ୍ନା କରିପାରନ୍ତି ବଡ଼ ସମସ୍ୟା

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଅନେକ ଘଟଣା ଜଣା ପଡିଥାଏ । ହାଥରେ ଆମର ଅନେକ ରେଖା ରହିଛି । ଯେପରି ଜୀବନ ରେଖା, ବିବାହ ରେଖା, ଆୟୁ ରେଖା, ଭାଗ୍ୟ ରେଖା ଭଳି ଆଦି ବିଭିନ୍ନ । ଏହାସହ ଏହି ରେଖାମାନଙ୍କ ସ୍ଥିତି ଏବଂ ସେମାନଙ୍କ ପରସ୍ପର ଉପରେ ଯିବା ହେତୁ ଅନେକ ଯୋଗ ତିଆରି ହୋଇଥାଏ । ତେବେ…

ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀରରେ ଦେଖାଯାଏ ଏହିସବୁ ପାଶ୍ୱର୍ ପ୍ରତିକ୍ରିୟା, ଜାଣନ୍ତୁ

ଆମକୁ ଛୋଟବେଳୁ ପ୍ରତିଦିନ ଗାଧୋଇବା ପାଇଁ କୁହାଯାଇଥାଏ । ପରେ ଯାହା ଏକ ଅଭ୍ୟାସରେ ପରିଣତ ହୋଇଥାଏ । ପ୍ରତିଦିନ ଗାଧୋଇବା ଦ୍ୱାରା ତ୍ୱଚା ସଫା ରହିବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ମନାଯାଏ । ବୟସ୍କ ତଥା ଗୁରୁଜନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ନାନ କଲେ ଶରୀରରେ ଅଧା ରୋଗ ଦୂର ହୋଇଯାଏ…

ବ୍ରେନ ଷ୍ଟ୍ରୋକ ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରେ ଲିଚୁ କୋଳି, ଜାଣନ୍ତୁ ଫାଇଦା

ଖରାଦିନରେ ଲିଚୁକୋଳି ଖାଇବା ଖୁବ ଭଲ ଲାଗିଥାଏ । ଏହା କେବଳ ସ୍ୱାଦିଷ୍ଟ ହୋଇନଥାଏ ବରଂ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହି ଫଳରେ ଅନେକ ପୋଷକ ତ୍ତ୍ୱ ଭରି ରହିଥାଏ । ଇମ୍ୟୁନିଟି ପାୱାର ବଢ଼ାଇବା ସହ ଓଜନ ହ୍ରାସ ପର୍ଯ୍ୟନ୍ତ ସବୁକିଛି ଲିଚୁ କୋଳି ଦ୍ୱାରା ସମ୍ଭବ ହୋଇଥାଏ । ଚାଲନ୍ତୁ…

Black fungus ସଂକ୍ରମଣରୁ ରକ୍ଷା ପାଇଁ ଭାରତକୁ ୨ ଲକ୍ଷ Amphotericin B  ଡୋଜ ପଠାଇଲା ଆମେରିକା

କରୋନା ଭାଇରସ ପରେ ଏବେ ଦେଶରେ ବ୍ଲାକ ଫଙ୍ଗସର ଆତଙ୍କ ଚାରିଆଡେ ଖେଳି ହୋଇଛି । ଦେଶର ଅନେକ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା କିଛି ରୋଗୀ ମୃତ୍ୟୁ ବରଣ କରିସାରିଲେଣି । ଏହାସହ ଲଢ଼ିବା ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସ୍ୱାସ୍ଥ୍ୟକର୍ମୀ ଲଗାତାର ଭାବେ ଏହା ଉପରେ କାମ…

ଶରୀରରେ ଏହିସବୁ କାରଣରୁ ବଢ଼ିନଥାଏ ଓଜନ, ଜାଣନ୍ତୁ

ଆଜିକାଲି ଓଜନ କମିବା ସମସ୍ୟାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି । କେତେଜଣ ଓଜନ ବଢ଼ାଇବା ପାଇଁ ଖାଦ୍ୟ ଠିକ ପରିମାଣରେ ଖାଉଥିଲେ ମଧ୍ୟ ତାଙ୍କ ଶରୀରରେ ଓଜନ କମି ନଥାଏ । ଏହାକୁ ନେଇ କେତେଜଣ ମାନସିକ ଅବସାଦକୁ ମଧ୍ୟ ଚାଲିଯାଆନ୍ତି । ଓଜନ କମିବା ଦ୍ୱାରା ଶରୀରରେ ରୋଗ ଜନିତ ସମସ୍ୟା ଆରମ୍ଭ…

କରୋନାରୁ ସୁସ୍ଥ ହେବାପରେ ଶରୀରରେ ରକ୍ତ ଜମାଟ ସମସ୍ୟା ଦେଖାଗଲେ କରନ୍ତୁ ଏହି ଘରୋଇ ଉପଚାର

କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ମଧ୍ୟରେ ରକ୍ତ ଜନିତ ସମସ୍ୟା ଦେଖାଯାଏ । କିଛି ଜଣଙ୍କ ରକ୍ତ ଗାଢ଼ା ଦେଖାଯିବା ସହ ଅନ୍ୟ କେତେକଙ୍କର ରକ୍ତ ଜମାଟ ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଏ ।ଏହି ସମୟରେ ଶରୀରରେ ରକ୍ତ ପତଳା ହେବାର ମଧ୍ୟ ଦେଖାଯାଏ…

ଘରେ ଆଇସୋଲେଟରେ ଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ନିୟମ

କରୋନାରେ ସଂକ୍ରମିତ ହେବାପରେ ଡାକ୍ତର ସର୍ବପ୍ରଥମେ ହୋମ ଆଇସୋଲେସନ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତି । କୋଭିଡର ସବୁ ସର୍ତ୍ତାବଳୀକୁ ମାନିବାକୁ ମଧ୍ୟ କହିଥାନ୍ତି । କିନ୍ତୁ ଲୋକମାନେ ଘରେ ଆଇସୋଲେଟ ହୋଇ ନିଜକୁ ରଖିବା ପରେ ଅବହେଳା ହୋଇଯାଆନ୍ତି । ନିୟମ ମାନୁନଥିବ।ରୁ ଶେଷରେ ହସ୍ପିଟାଲରେ…

ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ…

କରୋନା ସମୟରେ ମଧୁମେହ ରୋଗୀ ରଖନ୍ତୁ ନିଜକୁ ସତର୍କ, ମାନନ୍ତୁ ଏହି ନିୟମ

କରୋନା ଭାଇରସର ପ୍ରଭାବ ଲଗାତାର ଭାବେ ବଢ଼ିବାରେ ଲାଗିଛି । ମାସ୍କ, ସାନିଟାଇଜର ସହ ଏବେ ଭ୍ୟାକସିନ ମଧ୍ୟ ଲୋକଙ୍କୁ ଦିଆଯାଉଛି । ଶରୀରିକ ଦୂରତା ସହିତ ନିଜକୁ ସତର୍କ ରହିବା ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଛି । ତେବେ ଏହି ସମୟରେ ମଧୁମେହ ରୋଗୀ ବେଶି ସଚେତନ ରହିବା ଆବଶ୍ୟକ । କାରଣ ଏହି…