Browsing Tag

bharat biotech vaccine

କୋଭାକ୍ସିନ୍‌କୁ ଆଉ ଏକ ସଫଳତା: ଅଷ୍ଟ୍ରେଲିଆ ସରକାର ଦେଇ ଦେଲେ ମାନ୍ୟତା; ଏବେ ବିନା ଦ୍ୱିଧାରେ କରି ପାରିବେ ଯାତ୍ରା

ଭାରତ ବାୟୋଟେକର କୋଭାକ୍ସିନ୍‌କୁ ମିଳିଛି ଆଉ ଏକ ସଫଳତା। ଭାରତରେ ତିଆରି ହୋଇଥିବା ଏହି କରୋନା ଟିକାକୁ ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏ ପର୍ଯ୍ୟନ୍ତ ମଞ୍ଜୁରି ମିଳି ନାହିଁ, କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ମାନ୍ୟତା ପ୍ରଦାନ କରି ଦେଇଛନ୍ତି। ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର…

ଏବେ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା, ଏମରଜେନ୍ସିରେ ବ୍ୟବହାର ପାଇଁ ମିଳିଲା ଅନୁମତି

ଏବେ ଛୋଟ ପିଲାଙ୍କୁ ବି ଦିଆଯିବ କୋଭାକ୍ସିନ୍‌। ୨ରୁ ୧୮ ବର୍ଷ ବୟସ୍କର ପିଲାଙ୍କୁ ଜରୁରୀକାଳୀନ ସ୍ଥିତିରେ କୋଭାକ୍ସିନ୍‌ ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛନ୍ତି। ଏଣୁ ଖୁବ୍‌ଶୀଘ୍ର ପିଲାଙ୍କର ଏହି କରୋନା ଟିକା ବଜାରକୁ ଆସିବା ପଥ ପରିଷ୍କାର ହୋଇଛି। ଏହି ଟିକା ଭାରତ…

ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ଆସୁଛି କରୋନା ଭ୍ୟାକ୍‌ସିନ୍‌, ଏମରଜେନ୍ସିରେ ବ୍ୟବହାର ପାଇଁ ଅନୁମତି ମାଗିଲା ଭାରତ…

ଖୁବ୍‌ଶୀଘ୍ର ବଜାରକୁ ଆସୁଛି ପିଲାଙ୍କ କରୋନା ଟିକା। ଛୋଟ ପିଲାଙ୍କ ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହା ଖୁବ୍‌ କମ୍‌ ଦିନ ମଧ୍ୟରେ ବଜାରରେ ଲଞ୍ଚ୍‌ ହେବ। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପୂରା କରିସାରିଲାଣି। କମ୍ପାନୀ…

କୋଭାକ୍ସିନ୍ ଟିକା ନେଇଥିଲେ କରିପାରିବେନି ବିଦେଶ ଯାତ୍ରା, WHO ତାଲିକାରେ ନାହିଁ ନାଁ

ବିଶ୍ୱର ପ୍ରାୟ ଦେଶଗୁଡ଼ିକ ଟିକା ନେଇସାରିଥିବା ଲୋକଙ୍କ ଯାତ୍ରା ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। ଟିକା ନେଇଥିବା ଲୋକମାନେ ବିଦେଶ ଭ୍ରମଣ କରିପାରିବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ଭାରତରେ ଯେଉଁମାନେ କୋଭାକ୍ସିନ୍ ନେଇଛନ୍ତି ସେମାନଙ୍କୁ ବିଦେଶ ଯାତ୍ରା ପାଇଁ ଆଉ କିଛି ଦିନ ଅପେକ୍ଷା…

ଦେଶୀ ଟିକା ହେଲା ଶସ୍ତା, ଭାରତୀୟ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ଦର ହେଲା କମ୍‌

କରୋନା ଭ୍ୟାକସିନକୁ ନେଇ ଆସିଛି ଆଉ ଏକ ଜରୁରୀ ସୂଚନା । ରାଜ୍ୟକୁ ଏବେ କୋଭାକ୍ସିନର ପ୍ରତିି ଡୋଜ ୪୦୦ଟଙ୍କାରେ ଦିଆଯିବ । ଏହା ଆଗରୁ ରାଜ୍ୟକୁ ଭ୍ୟାକସିନର ଏହି ଡୋଜ ୬୦୦ଟଙ୍କାରେ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ପବ୍ଲିକ ହେଲ୍‌ଥ ସିଷ୍ଟମକୁ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି…

ଅଗଷ୍ଟ ୧୫ରେ ମିଳିବ କରୋନାରୁ ମୁକ୍ତି! ଭାରତ ବାୟୋଟେକ୍‌ର କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ଆଇସିଏମ୍‌ଆରର ମଞ୍ଜୁରୀ

ଦୀର୍ଘ ଦିନ ଧରି ସାରା ବିଶ୍ୱରେ ତାଣ୍ଡବ ଲୀଳା ଜାରି ରଖିଥିବା କରୋନାରୁ ମିଳିବାକୁ ଯାଉଛି ମୁକ୍ତି। ଗତକାଲି ଋଷ ତରଫରୁ କରୋନା ଟୀକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା ହେବା ପରେ ଏବେ ଭାରତ ମଧ୍ୟ ଏହି ଟୀକା ପ୍ରସ୍ତୁତ କରିଥିବା ନେଇ ଦାବି କରିଛି। ଆଉ ମାତ୍ର ଦୁଇ ଦିନ ପରେ ଭାରତ ମଧ୍ୟ କରୋନା…