ବିହାର: ବିବାହ ଶୋଭାଯାତ୍ରା ବେଳେ ଘର ଉପରେ ପଡ଼ିଲା ବାଣ, ସିଲିଣ୍ଡର ଫାଟି ପରିବାରର ୬ ମୃତ
ବିହାରର ଦରଭଙ୍ଗାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରା ବେଳେ ବାଣ ପଡ଼ି ଏକ ଘରେ ନିଆଁ ଲାଗିଯାଇଥିଲା, ଯେଉଁ କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ବାଣ ନିଆଁରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଇ ଖେଳିଯାଇଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ…
Read More...