Browsing Tag

chennai

ସବୱେରେ ଫସିଲା ଚେନ୍ନାଇ ମେଟ୍ରୋ ଟ୍ରେନ୍, ଅନ୍ଧାରରେ ଚାଲି ଚାଲି ଗଲେ ଯାତ୍ରୀ  

ଚେନ୍ନାଇ :  ଆଜି ସକାଳେ ଚେନ୍ନାଇ ମେଟ୍ରୋ  ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ୱିମକୋ ନଗର ଡିପୋ ଏବଂ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚାଲେ । ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଫସିଯାଇଥିଲା । ଯାହାଫଳରେ ଇଲେକ୍ଟ୍ରି ବନ୍ଦ ହୋଇଯାଇଥିଲା…

ଡିଟୱା ପ୍ରଭାବ : ଚେନ୍ନାଇର ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ, ବର୍ଷା ଯୋଗୁଁ ରାସ୍ତା ଜଳମଗ୍ନ

ଚେନ୍ନାଇ : ବାତ୍ୟା ଡିଟୱା ଶ୍ରୀଲଙ୍କାରେ ପ୍ରଳୟ ଆଣିବା ପରେ ଭାରତ ଦକ୍ଷିଣରେ ପ୍ରଭାବ ଦେଖାଇଛି । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ବିଭିନ୍ନ ଜିଲ୍ଳାର ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡ଼ୁ ଉପକୂଳ ଓ…

ଚେନ୍ନାଇରେ ଅବତରଣ ପୂର୍ବରୁ ଭାଙ୍ଗିଲା ଇଣ୍ଡିଗୋ ବିମାନର ୱିଣ୍ଡସିଲ୍ଡ,ଚାଲିଛି ତଦନ୍ତ

ଚେନ୍ନାଇ: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ସହ ଘଟିଛି ଅଘଟଣ । ଭାଙ୍ଗିଯାଇଛି ଇଣ୍ଡିଗୋ ବିମାନର ୱିଣ୍ଡସିଲ୍ଡ । ଚେନ୍ନାଇରେ ଅବତରଣ କରିବା ସମୟରେ ମାଦୁରାଇରୁ ଆସିଥିବା ଏକ ଇଣ୍ଡିଗୋ ବିମାନର ଭାଙ୍ଗିଗଲା ୱିଣ୍ଡସିଲ୍ଡ । ସୁରକ୍ଷିତ ଭାବରେ ଯାତ୍ରୀଙ୍କୁ ବାହାର କରାଯାଇଛି । ଏହାପରେ…

ଚେନ୍ନାଇରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୯ ଜଣଙ୍କ ମୃତ୍ୟୁ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚେନ୍ନାଇ: ଚେନ୍ନାଇରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୯ ଜଣଙ୍କ ମୃତ୍ୟୁ । ଉତ୍ତର ଚେନ୍ନାଇ ଅଞ୍ଚଳରେ ଘଟିଛି ଏ ଅଘଟଣ ।  ମୃତ ୯ ଜଣ ଆସାମର । ଥର୍ମାଲ ପାୱାର ଷ୍ଟେସନର ନିର୍ମାଣାଧୀନ କୋଠାଟି ଭୁଶୁଡି ପଡ଼ିଥିଲା । ୫ଜଣଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇଛି । ଆହୁରି ଅନେକ ଚାପି ହୋଇ…

ଚେନ୍ନାଇର ଉତ୍କଳ ଆସୋସିଏସନ୍ ମାଡ୍ରାସ ପକ୍ଷରୁ ୮୯ ତମ ଉତ୍କଳ ଦିବସ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ

ଚେନ୍ନାଇ (କେନିୟୁଜ୍) : ଓଡ଼ିଶା ବାହାରେ ରହିଲେ ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାଁନ୍ତି ପ୍ରବାସୀ ଓଡ଼ିଆ । ଓଡ଼ିଶାରେ ଯେଭଳି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ ସେଭଳି ଓଡ଼ିଶା ବାହାରେ କର୍ମ କ୍ଷେତ୍ରରେ ରହି ବ୍ୟସ୍ତତା ସୁଦ୍ଧା ଓଡ଼ିଆ ପରମ୍ପରାକୁ ନଭୁଲି ଓଡ଼ିଶାର କଳା ଓ…

ଅଧ ରାତିରେ ମହିଳାମାନଙ୍କୁ ପିଛା କଲେ ଯୁବକ, କାରରେ ଲାଗିଥିଲା DMK ପତାକା, VIDEO ଭାଇରାଲ ପରେ ବିବାଦ

ଅଧ ରାତିରେ ମହିଳାମାନଙ୍କୁ ପିଛା କରୁଥିଲେ କିଛି ଯୁବକ । ଯୁବକମାନେ ଏକ SUVରେ ଥିବାବେଳେ ମହିଳାମାନେ ଏକ କାରରେ ଯାଉଥିଲେ । ଘଟଣା ଚେନ୍ନାଇର ଇଷ୍ଟ କୋଷ୍ଟ୍ ରୋଡରେ ଘଟିଛି । ଯୁବକମାନଙ୍କ ଗାଡ଼ିରେ DMK ପତାକା ଲାଗିଥିଲା । ସେମାନେ ମହିଳାମାନଙ୍କୁ ପିଛା କରି ହଇରାଣ କରିଥିଲେ । ଭିଡିଓ ସୋସିଆଲ…

VIDEO: ବାତ୍ୟା ପବନରେ ଟଳମଟଳ ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

ଚେନ୍ନାଇ ବିମାନବନ୍ଦରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ପ୍ରବଳ ପବନ ହେତୁ ଇଣ୍ଡିଗୋର ଏକ ବିମାନ ରନୱେରେ ସଠିକ୍ ଅବତରଣ କରିପାରି ନାହିଁ । ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଆକାଶରେ ଦୋହଲିଥିଲା । ଯଦିଓ ଶେଷ…

ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ

ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ ।  ଉତ୍ତର ତାମିଲନାଡୁରେ କରିବ ଲ୍ୟାଣ୍ଡଫଲ ।  ତାମିଲନାଡୁ ଓ ପଣ୍ଡିଚେରୀର କରାଇକଲ ଓ ମହାବଳୀପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ । …

ରୋଗୀ ହୋଇ କ୍ୟାନସର ହସପିଟାଲରେ ପଶିଲା ଯୁବକ, ଡାକ୍ତରଙ୍କୁ କଲା ଆକ୍ରମଣ

ଡାକ୍ତରକୁ ଛୁରାମାଡ଼ କଲା ରୋଗୀର ପୁଅ । କ୍ୟାନସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଛୁରାମାଡ଼ କରିଛି ପୁଅ । ତାମିଲନାଡୁର ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ଘଟିଛି ଏଭଳି କିଛି ଘଟଣା । ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଛୁରାମାଡ଼…

ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସିପଡିବାରୁ ଚାପି ହୋଇ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ

ସାମାନ୍ୟ ଅସାବଧାନତା ଯୋଗୁଁ ଚାଲିଗଲା ୫୬ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ । ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା କବାଟ । ଆଉ ଅନ୍ୟମନସ୍କ ହୋଇ ଭିତରକୁ ପଶିଗଲେ ବ୍ୟକ୍ତି ଜଣକ । ଫଳରେ ଚାପି ହୋଇ ଚାଲିଗଲା ଜୀବନ । ଏହି ଘଟଣା ଚେନ୍ନାଇର ତାମ୍ବରମ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି । ସୂଚନା…

ଚେନ୍ନାଇ ଏୟାର ସୋରେ ବଡ ଅଘଟଣ: ଦଳାଚକଟା ଓ ହିଟଷ୍ଟ୍ରୋକରେ ୪ ମୃତ, ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ । ଗତକାଲି ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଆୟୋଜିତ ଏୟାର ସୋ କାର୍ଯ୍ୟକ୍ରମରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ୫ ଜଣ ଦର୍ଶକ । ୧୦୦ରୁ ଅଧିକ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାରିନା ବିଚରେ ଭାରତୀୟ ବାୟୁସେନାର…

ଚେନ୍ନାଇ ମାରିନା ବିଚରେ ବାୟୁସେନାର ପରାକ୍ରମ ପ୍ରଦର୍ଶନ, ଦମ୍ ଦେଖାଇଲେ ୭୨ ଏୟାରକ୍ରାଫ୍ଟ

୯୨ ତମ ବାୟୁସେନା ଦିବସ ପୂର୍ବରୁ ଏୟାରଫୋର୍ସର ପରାକ୍ରମ ପ୍ରଦର୍ଶନ।  ଚେନ୍ନାଇର ମାରିନା ବିଚରେ ଦମ ଦେଖାଉଛି ଭାରତୀୟ ବାୟୁସେନା ।  ଗ୍ରାଣ୍ଡ ଫ୍ଲାଏପାଷ୍ଟରେ ୭୨ ଯୁଦ୍ଧ ବିମାନ ସାମିଲ ।  ୨୨ଟି ବର୍ଗରେ ୭୨ ଯୁଦ୍ଧ ବିମାନ ରଣକୌଶଳ ପ୍ରଦର୍ଶନ କରୁଛନ୍ତି ।  ଲିମକା ରେକର୍ଡ କରିବା ଲକ୍ଷ୍ୟରେ…