Browsing Tag

china

ଚୀନକୁ ପୁଣି ଫେରିଲା କରୋନା ଭାଇରସ, ଲକଡାଉନ ଲାଗୁ

କିଛି ଦିନର ବ୍ୟବଧାନ ପରେ ଚୀନରେ ପୁଣି ଫେରିଛି ମାରାତ୍ମକ କରୋନା ଭାଇରସ । ପୁଣିଥରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଚୀନରେ ସାମ୍ନାକୁ ଆସିଛି । ଚୀନର ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଭୂତାଣୁ ବୃଦ୍ଧି ପାଇବାରେ ଲାଗିଛି । ଚୀନର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏହି ରିପୋର୍ଟ…

ବିଲେଇଠାରୁ ଝିଅକୁ ହେଲା ଏମିତି ସଂକ୍ରମଣ, ହଠାତ ଝଡ଼ିଗଲା ମୁଣ୍ଡର ସବୁ କେଶ

ଏକ ବିଲେଇକୁ ପାଳିବା ଏତେ ମହଙ୍ଗା ପଡ଼ିଯିବ ବୋଲି ଚୀନର ଏକ ପରିବାର କେବେ ବି ଭାବି ନ ଥିଲେ। ବିଲେଇଠାରୁ ଝିଅକୁ ଏମିତି ସଂକ୍ରମଣ ହେଲା ଯେ ଏକ ସପ୍ତାହ ଭିତରେ ହିଁ ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଗଲା। ଏବେ ପୂରା ପରିବାର ଛୋଟ ଝିଅଟିକୁ ହୋଇଥିବା ଏଭଳି ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି।…

ହଠାତ ଲୋକଙ୍କ ମଧ୍ୟରେ ଖେଳିଗଲା ଭୟ, ଯେତେବେଳେ ଦୋହଲିବାକୁ ଲାଗିଲା ଚୀନର ଏହି ୯୮୦ ଫୁଟ ଉଚ୍ଚ ଅଟ୍ଟାଳିକା, ଦେଖନ୍ତୁ…

ଚୀନର ଶେନଝେନରେ ମଙ୍ଗଳବାର ସେହି ସମୟରେ ଲୋକଙ୍କ ମଧ୍ୟରେ ଏତେ ଭୟ ଖେଳି ଯାଇଥିଲା, ଯେତେବେଳେ ସେଠାରେ ଏକ ଉଚ୍ଚ ଅଟ୍ଟାଳିକା ହଲିବାକୁ ଲାଗିଥିଲା। ଚୀନର ସବୁଠାରୁ ଉଚ୍ଚ ଅଟ୍ଟାଳିକା ମଧ୍ୟରୁ ଗୋଟିଏ ଏସଇଜି ପ୍ଲାଜାରେ ହଠାତ କମ୍ପନ ସୃଷ୍ଟି ହୋଇଥିଲା। ଏହାପରେ ସଙ୍ଗେ ସଙ୍ଗେ ଏହାକୁ ଖାଲି କରି…

ଚୀନ୍‌ରେ ଭିକାରୀମାନେ ବି ରଖୁଛନ୍ତି ଅନ୍‌ଲାଇନ୍‌ ପେମେଣ୍ଟ ସୁବିଧା, ଇ-ଓ୍ଵାଲେଟ୍‌ରେ ନେଉଛନ୍ତି ଭିକ

ଗୋଟେ ପଟେ ଚୀନ୍‌ ନିଜ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଶୂନ ହୋଇଥିବା ଦାବି କରୁଥିବା ବେଳେ ଅନ୍ୟପଟେ ସେଠାକାର ଭିକାରୀମାନେ ଧୀରେ ଧୀରେ ଅଧିକ ଆଧୁନିକ ହୋଇ ଯାଉଛନ୍ତି। ସେଠାକାର ଭିକାରୀମାନେ ଇ-ଓ୍ଵାଲେଟ୍‌ ଜରିଆରେ ଭିକ ମାଗି ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି।…

ଚୀନର ୪୫୯ଫୁଟ ଉଚ୍ଚତାର ବେଣ୍ଡିଂ ଗ୍ଲାସ ବ୍ରିଜ, ଯାହା ଲୋକଙ୍କୁ ପକାଉଛି ଭ୍ରମରେ

ଚୀନରେ ଥିବା ଏକ ବ୍ରିଜ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚୀନରେ ଏମିତି ଏକ ବ୍ରିଜ ଅଛି ଯାହା ଗ୍ଲାସରେ ତିଆରି। ବ୍ରିଜଟିର ନାମ ବେଣ୍ଡିଂ ଗ୍ଲାସ ବ୍ରିଜ। ଏହି ବ୍ରିଜର ଲମ୍ବା ୧୦୦ମିଟର ରହିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚୀନର ଜେଜିଆଙ୍ଗ…

ଚୀନ କଲା ଅଗ୍ନି-୫ କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରିଦେଲା ଭଳି ଆଣ୍ଟି-ବ୍ୟାଲିଷ୍ଟିକ୍‌ ମିସାଇଲ୍‌ର ପରୀକ୍ଷଣ, ଭାରତ…

ନିକଟରେ ଚୀନ ଆଣ୍ଟି-ବ୍ୟାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି, ଯାହାକି କୌଣସି ଦେଶରୁ ଆସୁଥିବା କ୍ଷେପଣାସ୍ତ୍ରକୁ ପବନରେ ଧ୍ୱଂସ କରି ତଳେ ପକାଇଦେବାର କ୍ଷମତା ରଖିଛି। ଚୀନର ରକ୍ଷା ମନ୍ତ୍ରାଳୟ ଏହି ପରୀକ୍ଷଣ ସଫଳ ହୋଇଛି ବୋଲି କହିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ…

ଅରୁଣାଚଳ ପ୍ରଦେଶରେ ଚୀନ୍‌ ବସାଉଛି ଗାଁ : ପୁଣି କହିଲା ଏହା ତା’ର ନିଜର ଅଞ୍ଚଳ

ବେଜିଂ :  ଚୀନ୍‌ ପୁଣି ଥରେ ତା’ର ବିଶ୍ୱାସ ଘାତକତାର ପରିଚୟ ଦେଇଛି । ଭାରତର ନଜର ଆଢ଼ୁଆଳରେ ଅରୁଣାଚଳ ପ୍ରଦେଶରେ ପୁଣି ଗାଁ ବସାଇବା ପ୍ରକ୍ରିୟା ଜାରି ରଖିଛି । ଏହି ଘଟଣା ଜଣାପଡ଼ିବା ପରେ ଚୀନ ତା’ର ସଫେଇରେ ଅରୁଣାଚଳ ପ୍ରଦେଶ ତା’ର ବୋଲି କହିଛି । ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ…

ହୁ ହୁ ହୋଇ ବଢ଼ୁଛି କରୋନା ମାମଲା, ବିବାହ ଓ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

କରୋନା ମହାମାରୀ ଏବେ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ଟିକା ଆସିଯାଇଥିଲେ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିନଥିବାରୁ ଏବେ ବି ସାଧାରଣ ଜନତା ଭୟଭୀତ ଅଛନ୍ତି। ତେବେ ଇତିମଧ୍ୟରେ ଖବର ଆସିଛି ଯେ ଚୀନ୍‌ରେ କରୋନା ଭାଇରସ୍‌ ଭୟଙ୍କର ଭାବେ ବ୍ୟାପୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ୍‌ର କମ୍ୟୁନିଷ୍ଟ…

ଦ୍ୱିତୀୟ ଥର ଟଏଲେଟ୍‌ ଗଲେ କଟିବ ଦରମା, କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ଏକାଧିକ ଥର ବାଥ୍‌ରୁମ୍‌ ଗଲେ କଟିବ ଦରମା। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସତ। ଚୀନ୍‌ର ଗୁଆଙ୍ଗଡୋଙ୍ଗ୍‌ ଅଞ୍ଚଳର ଅମ୍ପୁ ଇଲେକ୍ଟ୍ରୋନିକ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଛି। ନିୟମ ଲାଗୁ ହେବା ପରେ କର୍ମଚାରୀମାନେ ଝାଡ଼ା, ପରିସ୍ରା…

କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ

କ’ଣ ଲୁଚାଉଛି ଚୀନ । କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିମ୍‌କୁ ଚୀନ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି । ରୋକ୍‌ ଲଗାଇବା ପରେ ସାରା ବିଶ୍ୱରେ ଏହି ଚର୍ଚ୍ଚା ଜୋର୍‌ ଧରିଛି । WHOର ପ୍ରବେଶ ଉପରେ…

ଯେକୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଚୀନ ରାଷ୍ଟ୍ରପତି

ନିଜ ସୈନ୍ୟବାହିନୀକୁ କୌଣସି ବି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏହାବାଦ ସଶସ୍ତ୍ର ବାହିନୀଙ୍କୁ ଯୁଦ୍ଧ ପରିସ୍ଥିତି ଭଳି ଅଭ୍ୟାସ ଜାରି ରଖିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି । ଯେତେ ଦୂର ସମ୍ଭବ ନିଜ ସ୍ଥିତି ମଜବୁତ କରାଇ…

ବିଶ୍ୱର ଏହି ସହର ତିଆରି କରୁଛି ‘ସାଇକେଲ କବରସ୍ଥଳୀ’, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଆପଣ ଏ ପର୍ଯ୍ୟନ୍ତ ମଣିଷଙ୍କ କବରସ୍ଥଳୀ ଦେଖିଥିବେ। କିନ୍ତୁ କେବେ ସାଇକେଲର କବରସ୍ଥଳୀ ଦେଖିଛନ୍ତି କି? ଏହି ପ୍ରଶ୍ନ ଆପଣଙ୍କୁ ଅଜବ ଲାଗୁଥିବ, ହେଲେ କଥାଟି ସତ। ଚୀନରେ ବଡ଼ ବଡ଼ ସହରର ପଡ଼ିଆ ଏବେ ସାଇକେଲ କବରସ୍ଥଳୀରେ ପରିଣତ ହେବାରେ ଲାଗିଛି। ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଚୀନ ବିଶାଳ…