ଆଇପିଏଲ୍ : ବ୍ୟାଟ୍ ଓ ବଲରେ ଜାଡେଜାଙ୍କ ଯାଦୁ, ଜିତିଲା ଚେନ୍ନାଇ ସୁପର କିଙ୍ଗସ
ଧର୍ମଶାଳା : ରବୀନ୍ଦ୍ର ଜାଡେଜାଙ୍କ ସୁପର ଅଲରାଉଣ୍ଡ ସୋ’ ବଳରେ ଆଜି ଆଇପିଏଲରେ ପଞ୍ଜାବକୁ ହରାଇଛି ଚେନ୍ନାଇ । ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ମାତ୍ ଦେଇଛି ପଞ୍ଜାବ କିଙ୍ଗସକୁ । ଜାଡେଜା ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିବା ପରେ ବଢ଼ିଆ ବୋଲି କରି ୩ଟି ଓ୍ଵିକେଟ୍ ନେଇଥିଲେ । ଫଳରେ ଚେନ୍ନାଇ ଧମାକାଦାର ବିଜୟ ହାସଲ କରିଛି । ପଞ୍ଜାବ ୯ ଓ୍ଵିକେଟ୍ରେ ୧୩୯ ରନ୍ କରି ପାରିଥିଲା ।
ଚେନ୍ନାଇର…
Read More...