Below header
Browsing Tag

corona omicron

ଇମ୍ୟୁନିଟି ବଢ଼ାଇବା ଚକରରେ କରନ୍ତୁ ନାହିଁ ଏହି ଭୁଲ, ରିସର୍ଚ୍ଚରୁ ମିଳିଲା ସୂଚନା, ଜାଣନ୍ତୁ

ଏବେ ସାରା ଦୁନିଆକୁ ଘାରିଛି ଓମିକ୍ରନ ଭାରିଏଣ୍ଟ। ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବା ସହ ପୁରା ଦୁନିଆ ଏଥିପାଇଁ ଚିନ୍ତାରେ ରହିଛି। ତେବେ ଏହି ସମୟରେ ଖାଦ୍ୟକୁ ନେଇ ମଧ୍ୟ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ବାହାର ଖାଦ୍ୟଠୁ ନିଜକୁ ଦୂରେଇ ରଖି ଘରେ ଉତ୍ତମ ଖାଦ୍ୟ ଖାଇବା ସହ ଭାଇରସ୍‌…

ସବୁ ଚିନ୍ତା ଛାଡ଼ି ରାତିରେ କେବଳ ଶୋଇବା କଥା ଭାବନ୍ତୁ, ଆଉ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ; ଦେଖିବେ ହାରିଯିବ…

କରୋନା ଭାଇରସର ନୂଆ ନୂଆ ରୂପ ଆମ ସାମ୍ନାକୁ ଆସୁଛି। କେତେବେଳେ ଡେଲଟା ତ କେତେବେଳେ ଓମିକ୍ରନ୍। ଯଦିଓ କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଓମିକ୍ରନ୍ ଅତ୍ୟନ୍ତ ବିପଜ୍ଜନକ ନୁହେଁ। ତଥାପି କୌଣସି ବି ପ୍ରକାର ସଂକ୍ରମଣର ମୁକାବିଲା ପାଇଁ ଆମ ଇମ୍ୟୁନିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।…

ଆପଣଙ୍କୁ ଓମିକ୍ରନ ହୋଇନାହିଁ ତ ! ଜାଣନ୍ତୁ, ସର୍ବ ପ୍ରଥମେ ଆସିଥାଏ ଏମିତି ଲକ୍ଷଣ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଯୋଗୁ ହାହାକାର ଲାଗିଛି । ପ୍ରତିଦିନ କରୋନାର ନୂଆ ମାମଲା ଦେଖିବାକୁ ମିଳୁଛି । ଏଥିରେ ବହୁ ଲୋକଙ୍କର ପ୍ରାଣହାନୀ ଘଟିଲାଣି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ଆପଣ ଓମିକ୍ରନ ସଂକ୍ରମଣରେ ଅଛନ୍ତି…

ଓମିକ୍ରନରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଡ୍ରିଙ୍କ୍‌ସ

ନୂଆଦିଲ୍ଲୀ : କରୋନା ମହାମାରୀରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ । ଇମ୍ୟୁନିଟି ବଢ଼ାଇବାରେ ଖାଦ୍ୟ, ବ୍ୟାୟାମ, ଲାଇଫଷ୍ଟାଇଲ ଓ ପର୍ଯ୍ୟାପ୍ତ ପରିମାଣରେ ନିଦ୍ରାର ବଡ଼ ଅବଦାନ ରହିଛି । ମଜଭୁତ ଇମ୍ୟୁନିଟି ଶରୀରରେ କିଛି ବି ରୋଗକୁ ଲଢ଼ିବାରେ ଶକ୍ତି ଯୋଗାଇବ । ଏଠାରେ ଆମେ ଆପଣଙ୍କୁ ଏମିତି…

ବିଶେଷଜ୍ଞଙ୍କ ଆକଳନ, ମାର୍ଚ୍ଚ ସୁଦ୍ଧା ଓମିକ୍ରନ୍ କମିବା ସମ୍ଭାବନା

ବିଶେଷଜ୍ଞ ଦେଲେ ଖୁସି ଖବର। ମାର୍ଚ୍ଚ ସୁଦ୍ଧା ଶେଷ ହେବ ଓମିକ୍ରନର ଭୟ। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ସ୍ଥିତି ଗମ୍ଭୀର ରହିଛି। ତେବେ ଏହା ଡେ଼ଲ୍ଟା ତୁଳନାରେ ବହୁତ ଅଧିକ ସଂକ୍ରମିତ କରୁଛି। ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦେଖି…

କ’ଣ ଓମିକ୍ରନ୍ ଭାରିଆଣ୍ଟ ମହାମାରୀକୁ ‘ଏନଡେମିକ’ ଆଡ଼କୁ ନେଇ ଯାଉଛି କି? ଜାଣନ୍ତୁ କ’ଣ…

ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ୟୁରୋପୀୟ ମେଡିସିନ ଏଜେନ୍ସି (EMA) ସାଧାରଣ ଜନତାଙ୍କୁ ଚତୁର୍ଥ ଟିକା ଦେବା ବିଷୟରେ ସନ୍ଦେହ ପ୍ରକାଶ କରି କହିଛି କି, ବାରମ୍ବାର ବୁଷ୍ଟର ଡୋଜ ଦେବା ଏକ ସ୍ଥାୟୀ ରଣନୀତି ନୁହେଁ। ୟୁରୋପୀୟ…

ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନଙ୍କୁ ହେଲା ଓମିକ୍ରନ; କହିଲେ, ୨ ବର୍ଷ ଧରି କରୋନାକୁ ଚକ୍‌ମା ଦେଇ…

ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ କୋଭିଡ ୧୯ର ନୂଆ ଭାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ନିଜେ ସୁଜୈନ ଖାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ସୁଜୈନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଏହି ଭାଇରସ ଦ୍ୱାରା…

ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌, ରାତି ୯ଟା ପୂର୍ବରୁ ବନ୍ଦ ହେବ ସବୁ ମଲ୍‌

ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ରାଜଧାନୀର ବିଭିନ୍ନ ମଲରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ରାତି ୯ ଟା ପୂର୍ବରୁ ସବୁ ମଲ ବନ୍ଦ ହେବ। ନିୟମ ଉଲ୍ଲଂଘନ କଲେ…

ଓମିକ୍ରନ ସଂକ୍ରମିତ ବୋଲି କେମିତି ଜାଣିବେ? ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭାଇରସ୍‌ର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବହୁତ ଜଲ୍‌ଦି ବିସ୍ତାରିତ ହେଉଛି। ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ଅନୁଭବ…

ଓଡିଶାରେ ଉପରମୁହଁ ଓମିକ୍ରନ, ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଉପରମୁହାଁ ଓମିକ୍ରନ।   ବଢ଼ିଲା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା । ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି।  ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି।…

ଚିନ୍ତା ବଢାଇଲା ଓମିକ୍ରନ: ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିଛି । ୩୯ ଜଣଙ୍କର ଜିନମ୍‌ ସ୍ୱିକେନ୍ସ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ୍‌…

ଚର୍ମ ଉପରେ ଓମିକ୍ରନ ଲକ୍ଷଣ! ଏହି ଦୁଇଟି ସମସ୍ୟା ଦେଖାଦେଲେ ହୋଇ ଯାଆନ୍ତୁ ଆଲର୍ଟ, କରନ୍ତୁ ନାହିଁ ଅବହେଳା

କରୋନା ଭାଇରସ୍ର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏଥିଯୋଗୁ ଏବେ ଭାରତ ସମେତ ସମଗ୍ର ବିଶ୍ୱରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ଏହାରି ଭିତରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି, ଓମିକ୍ରନର ଏମିତି ଏକ ଲକ୍ଷଣ ରହିଛି, ଯାହା ବିଷୟରେ ଲୋକମାନଙ୍କୁ ସୂଚନା ସୁଦ୍ଧା…