Browsing Tag

corona vaccine

ଖୁବ୍‌ଶୀଘ୍ର ଶିଶୁମାନଙ୍କୁ ଦିଆଯିବ କରୋନା ଭାକସିନ୍‌, ଦିଲ୍ଲୀ ଏମ୍ସରେ ଆଜିଠୁ ୨ ରୁ ୧୮ ବର୍ଷ ବର୍ଗଙ୍କ ଉପରେ…

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଆସୁଛି କରୋନା ଭାକସିନ୍‌ । ଖୁବ୍‌ଶୀଘ୍ର ଶିଶୁମାନଙ୍କୁ ଟିକା ଦିଆଯିବ । ଦିଲ୍ଲୀ ଏମ୍ସରେ ଆଜିଠୁ ୨ ରୁ ୧୮ ବର୍ଷ ବର୍ଗଙ୍କ ଉପରେ କୋଭାକ୍ସିନ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍କ୍ରିନିଂ ପରେ ସେମାନଙ୍କ ଉପରେ ଟିକାର ଟ୍ରାଏଲ କରାଯିବ । ଯଦି ଏହି ପରୀକ୍ଷଣ…

ଆଜିଠୁ ଜୋରଦାର ହେବ ଯୁବାବର୍ଗଙ୍କୁ ଟିକାକରଣ, ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଲାଗି ନୂଆ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଟୀକାକରଣ ପ୍ରକ୍ରିୟାକୁ ଚଳିତ ମାସରେ ଆହୁରି ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଜୁନ ମାସରେ ବାକି ୨୨ଟି ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସପାଲିଟି କିମ୍ବା ଏନଏସିରେ ଟୀକାକରଣ କରିବାକୁ ଯୋଜନା କରିଛନ୍ତି । ମେ ମାସରେ…

ଟିକା ସଂକଟ ଭିତରେ ବାଇଡେନ ଦେଲେ ଆସ୍ୱସ୍ତି, ବିଭିନ୍ନ ଦେଶକୁ ୮ କୋଟି ଡୋଜ୍‌ ଦେବ ଆମେରିକା

ନୂଆଦିଲ୍ଲୀ : ଟିକା ସଙ୍କଟ ଭିତରେ ଆମେରିକା ଦେଲା ଆଶ୍ୱସ୍ତି । ବାଇଡେନଙ୍କ ବଡ଼ ଘୋଷଣା । ଭାରତ ସମେତ ଦକ୍ଷିଣ ଏସିଆର ବିଭିନ୍ନ ଦେଶକୁ ୮ କୋଟି ଡୋଜ୍‌ ଟିକା ଦେବାକୁ ଘୋଷଣା କରିଛନ୍ତି । ଏଥିରୁ ଆସନ୍ତା କିଛି ମାସ ମଧ୍ୟରେ ଅଢ଼େଇ କୋଟି ଟିକା ବିଭିନ୍ନ ଦେଶକୁ ପଠାଯିବ । ଗ୍ଲୋବାଲ ଆଲୋକେସନ…

କରୋନା ଟିକା ନେବାକୁ କି ଭୟ ! ଦେଖନ୍ତୁ କିପରି ଭ୍ୟାକସିନ୍‌ ନନେବା ପାଇଁ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

କରୋନା ଭ୍ୟାକସିନକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ମତ ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ କରୋନା ଭ୍ୟାକସିନକୁ ନେଇ ଏବେ ବି ଭୟ ରହିଛି। ଲୋକେ ଟିକା ନେବାକୁ ପ୍ରାୟତଃ ଅମଙ୍ଗ ହେଉଛନ୍ତି। ବିଶେଷ କରି ବୃଦ୍ଧ ଲୋକମାନେ କରୋନା ଟିକା ନେବାକୁ ଭୟ କରୁଛନ୍ତି। ଉତ୍ତରପ୍ରଦେଶର…

ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ୧୫୦୦ ରୁ ଟିକା ନେଲେ ମାତ୍ର ୧୪ ଜଣ

ଊତ୍ତର ପ୍ରଦେଶ : କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରୁ ଯାଇନି ଭୟ । ସରକର ଯେତେ ବିଜ୍ଞାପନ କଲେ ବି ଅଧିକାଂଶ ସ୍ଥାନରେ ଲୋକେ ଟିକା ନେବାକୁ ଆଗେଇ ଆସୁନାହାଁନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଟିକା ଭୟରେ ଲୋକେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଲୁଚୁଛନ୍ତି । ଏମିତି ଏକ ଘଟଣା ଘଟିଛି ଉତ୍ତର…

କୋଭିଡ ଟିକାକରଣ ପରେ ମାଆମାନଙ୍କୁ ସ୍ତନପାନ ରୋକିବା ଆବଶ୍ୟକ ନାହିଁ: ସରକାର

ସାରା ଦେଶରେ ଏବେ କରୋନାର ପ୍ରକୋପ ଜାରି ରହିଛି। ସରକାର ୧୮ ବର୍ଷରୁ ଊର୍ଦ୍ଧ୍ଵ ଦେଶର ସମସ୍ତ ଲୋକଙ୍କୁ କରୋନା ଭ୍ୟାକ୍ସିନ ନେବାକୁ କହୁଛନ୍ତି। ତେବେ ଏହାରି ଭିତରେ ବି କରୋନା ଭ୍ୟାକ୍ସିନକୁ ନେଇ ଅନେକ ମିଥ୍ୟା ଗୁଜବ ସାମ୍ନାକୁ ଆସିବାରେ ଲାଗିଛି। ଏବେ କେନ୍ଦ୍ର ସରକାର ଲୋକଙ୍କ ମନରୁ ଏମିତି…

ଟିକା ନେଲେ ମିଳିବ ପୁରସ୍କାର ! ବିଜ୍ଞାପନ ସାଇଟରେ ଫଟୋ ସେୟାର କରିବାରେ ବ୍ଯସ୍ତ ଲୋକେ

ନୂଆଦିଲ୍ଲୀ: ୧ ମାର୍ଚ୍ଚ ୨୦୨୧ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ମାତ୍ ଦେବାକୁ ଟିକାକରଣ ନେଇ ଲକ୍ଷ ଲକ୍ଷ ଯୋଗ୍ୟ ନାଗରିକଙ୍କ ମନରେ ଶକ୍ତି ପ୍ରଦାନ କରିଥିଲେ । ଏହାପରେ ପଞ୍ଜୀକରଣ କରିବାକୁ କିଛି ଲୋକ ଆଗେଇ ଆସିଥିବା ବେଳେ, ଅନେକ ଲୋକ ଟିକାକୁ ନେଇ ଆସୁଥିବା…

ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ଯାଞ୍ଚ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

କରୋନା ଭ୍ୟାକସିନ ନେବା ପରେ କିଛି ଜଣଙ୍କ ମଧ୍ୟରେ ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଜଣଙ୍କୁ ଜ୍ୱର ହେବାସହ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଉଛି । ତେଣୁ ଭ୍ୟାକସିନ ନେବା ପରେ ଏହି ଲକ୍ଷଣ ଦେଖି ଅନେକ ଭୟ କରୁଛନ୍ତି । ମନରେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।…

କରୋନା ଭ୍ଯାକସିନର ଦ୍ବିତୀୟ ଡୋଜ ନେଲେ ଅମିତାଭ ବଚ୍ଚନ, ଫଟୋ ସହିତ ସେୟାର କଲେ ଜୋକ୍

କରୋନା ସଂକ୍ରମଣ ବଢୁଥିବାରୁ ଭ୍ଯାକସିନ ପ୍ରକ୍ରିୟା ମଧ୍ୟ ବଢାଇଦିଆଯାଇଛି। ଏପର୍ଯ୍ଯନ୍ତ ଅନେକ ବଲିଉଡ ସେଲିବ୍ରିଟି ପ୍ରଥମ ଭ୍ଯାକସିନ ଏବଂ ଦ୍ବିତୀୟ ଭ୍ଯାକସିନ ମଧ୍ୟ ନେଇସାରିଲେଣି। ଇଦ୍ ଅବସରରେ ସଲମାନ ମଧ୍ୟ ଭ୍ଯାକସିନର ଦ୍ବିତୀୟ ଡୋଜ ନେଇସାରିଲେଣି। ଏବେ ଭ୍ଯାକସିନର ଦ୍ବିତୀୟ ଡୋଜ ଅମିତାଭ…

ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌-V

ତେଲେଙ୍ଗାନା: ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌ ଭିର ଦ୍ୱିତୀୟ ପର୍ଯ୍ୟାୟ ସାମଗ୍ରୀ । ଏନେଇ ରୁଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ କହିଛନ୍ତି, ସାରା ବିଶ୍ୱରେ ସ୍ଫୁଟନିକ୍‌ ଭିର ପ୍ରଦର୍ଶନ ଭଲ ରହିଛି। ରୁଷିଆରେ ସଫଳତାର ସହ ସ୍ଫୁଟିନିକ ଭି ଟୀକାକରଣ କରାଯାଉଛି। ନୂଆ…

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ଯଶପ୍ରୀତ ବୁମରାହ ଓ ସ୍ମୃତି ମନ୍ଦାନା

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଓ ମହିଳା ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଦାନା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେହିପରି କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ୩ ଖେଳାଳି ନିଜ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନ୍ୟମାନଙ୍କୁ…

୨ ରୁ ୧୮ ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ, ଏକ୍ସପର୍ଟ ପ୍ୟାନେଲ କଲା ସୁପାରିଶ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବିରୋଧ ଲଢ଼େଇରେ ଏବେ ପିଲାଙ୍କ ପାଇଁ ଖୁସି ଖବର ଆସିପାରେ। ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ ଦେଇଛି ଏକ ଏକ୍ସପର୍ଟ ପ୍ୟାନେଲ । ଦ୍ୱିତୀୟ ଓ ତୃତୀୟ ଫେଜ୍‌ କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ । ଏହି…