Browsing Tag

Coronavirus

‘ଡାଇମଣ୍ଡ ପ୍ରିନସେସ’ ଜାହାଜରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ଉଦ୍ଧାର କରିବା ପାଇଁ ସରକାରଙ୍କୁ…

କେମିତି କରାୟତ ହେବ ପ୍ରାଣଘାତୀ କରୋନା ? ପ୍ରତିଷେଧକ ପ୍ରସ୍ତୁତିରେ ବୈଜ୍ଞାନିକ ଲାଗିଛନ୍ତି । ସେପଟେ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଦାବି କରୁଛନ୍ତି, ବଜ୍ରକାପ୍ତାରୁ କରୋନା ଭୂତାଣୁ ମଣିଷ ଦେହକୁ ବ୍ୟାପିଛି । କରୋନା ଭୟରେ ଜାପାନରେ ଅଟକିଛି ଯାତ୍ରୀବାହୀ ଜାହାଜ ଡାଇମଣ୍ଡ…

କରୋନା ଭୟ : ନିଜ ଆପାର୍ଟମେଣ୍ଟରେ ୫୦ କିମି ଦୌଡିଲେ ଧାବକ, ବାଲକୋନୀରେ ଲଗାଇଲେ ୬୨୫୦ ଚକ୍କର

ଚୀନରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିସାରିଲେଣି। ଏହାସହିତ ୩୦ ହାଜରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏଥିଯୋଗୁଁ ଚୀନ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ…

ମାତ୍ର ୧୫ ସେକେଣ୍ଡରେ କରୋନା ଭାଇରସରେ ସଂକ୍ରମିତ ହେଲେ ବ୍ୟକ୍ତି, ଜାଣନ୍ତୁ କେମିତି?

ଚୀନ: କରୋନା ଭାଇରସ୍ ସାରା ବିଶ୍ବରେ ଭୟର ବାତାବରଣ ଖେଳାଇ ଦେଇଥିବାବେଳେ ଚୀନରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଚିନ୍ ର ଜଣେ ବ୍ୟକ୍ତି କେବଳ ୧୫ ସେକେଣ୍ଡ ଭିତରେ ହିଁ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଏହି ବ୍ୟକ୍ତି ମାର୍କେଟକୁ ଯାଇଥିବା…

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦାବି

ଚୀନ୍‌: ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ବଜ୍ରକାପ୍ତା ଯୋଗୁ ଏହି ଭାଇରସ୍‌ ମଣିଷ ଦେହକୁ ବ୍ୟାପୁଥିବା ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି । ଉହାନ ସହରର ଏକ ପଶୁ ବଜାରରେ ପ୍ରଥମେ କରୋନା ଭାଇରସ୍‌…

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌: ଗତକାଲି ଗୋଟିଏ ଦିନରେ ୮୨ ଜଣଙ୍କ ମୃତ୍ୟୁ, ବର୍ତ୍ତମାନ ସୁଦ୍ଧା ଗଲାଣି ୭୨୨…

ଚୀନ୍‌: ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌। ବର୍ତ୍ତମାନ ସୁଦ୍ଧା ୭୨୨ ଜଣଙ୍କ ମୃତ୍ୟୁ ହେଲାଣି । କରୋନା ଭାଇରସ୍‌ରେ ୩୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୮୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁ ଉଦ୍ୟମ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ଭୂତାଣୁ।…

ଭୟଙ୍କର ହେଉଛି କରୋନା ! ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି, ୨୮ହଜାରରୁ ଅଧିକ ଲୋକ ଆକ୍ରାନ୍ତ

ଚୀନ୍‌ରେ ଘାତକ ସାଜିଛି କରୋନା ଭାଇରସ୍‌। ଏପର୍ଯ୍ୟନ୍ତ କରୋନାରେ ୫୬୩ ଜଣଙ୍କ ମୃତ୍ୟୁ ହେଲାଣି। ୨୮ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେପଟେ ବାଦୁଡି ଅଇଁଠା ହିଁ କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ, ଏକଥା କହିଛନ୍ତି ଚାଇନାରୁ ଫେରିଥିବା କୋରାପୁଟ କୋଟପାଡର ଝିଅ ଲିପ୍‌ସା ବକ୍ସି।…

କରୋନା ଭାଇରସ୍‌ ଯୋଗୁ ଚିନ୍ତାରେ ଅଛନ୍ତି କି, ଷ୍ଟ୍ରେସ୍‌ରୁ ମୁକ୍ତି ପାଇବାକୁ ଚିଲ୍ଲାଇବା ସହ କରନ୍ତୁ ଏସବୁ କାମ

କରୋନା ଭାଇରସ୍‌କୁ ନେଇ ଏବେ ସମସ୍ତଙ୍କ ମନରେ ଭୟ ଦେଖିବାକୁ ମିଳିଛି। ଏଣୁ ସାମାନ୍ୟ କାଶ ଥଣ୍ଡା ହେଲେ ଏବେ ଲୋକେ ଡାକ୍ତରଙ୍କ ପାଖକୁ ଦୌଡ଼ୁଛନ୍ତି। କାଳେ ଏହି କାଶ ଥଣ୍ଡା ପରେ କରୋନାର ରୂପ ନେବ, ତାହା ଚିନ୍ତା କରି ଲୋକେ ପୂର୍ବରୁ ହିଁ ସଚେତନ ହେଉଥିବା ଦେଖାଯାଇଛି। ଆପଣ ବି ଯଦି କରୋନା…

କରୋନା ଭାଇରସ୍‌ ସମ୍ପର୍କିତ ୫ଟି ଭ୍ରାନ୍ତ ଧାରଣା, ଯାହାକୁ ଆପଣ ବିଶ୍ୱାସ କରିବା ଉଚିତ ନୁହେଁ, ଜାଣନ୍ତୁ ସେ ସମ୍ପର୍କରେ

ଚୀନ୍‌ରେ ମହାମାରୀ ରୂପ ଧାରଣ କରିଛି କରୋନା ଭାଇରସ୍‌। ଜଙ୍ଗଲ ନିଅାଁ ଭଳି ଏହା ବ୍ୟାପି ଚାଲିଥିବା ବେଳେ ସାରା ବିଶ୍ୱରେ ବି ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ତେବେ ଏହାରି ଭିତରେ ଅନେକ ଭ୍ରାନ୍ତ ଧାରଣା ବା ଗୁଜବ ପ୍ରସାରିତ ହେଉଛି, ଯଦ୍ଦ୍ଵାରା ଲୋକେ ବେଶି ପ୍ରଭାବିତ ହେଉଛନ୍ତି। ଯେପରି…

କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ପିତା, ୫ ଦିନ ଘରେ ଏକୁଟିଆ ରହିବା ପରେ ଆଖି ବୁଜିଲା ଦିବ୍ୟାଙ୍ଗ…

ଚୀନରେ କରୋନା ଭାଇରସ୍‌ ଯୋଗୁ ଲଗାତାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଚୀନରେ ଜଣେ ଦିବ୍ୟାଙ୍ଗ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ପିତା କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ଶିଶୁର ଯତ୍ନ ନେବାକୁ କେହି ନଥିଲେ। ଫଳରେ ଶିଶୁର ମୃତ୍ୟୁ ଘଟିଛି। ରିପୋର୍ଟ ମୁତାବକ,…

ସ୍କୁଲରେ ହେବ କରୋନା ସତର୍କତା, ଥଣ୍ଡା କିମ୍ବା ଜ୍ୱର ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବାକୁ କହିଲେ…

ଭୁବନେଶ୍ବର: ସ୍କୁଲରେ ହେବ କରୋନା ସତର୍କତା । ସ୍କୁଲରେ ପିଲାଙ୍କୁ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ । ଶିକ୍ଷକମାନେ ଚିକିତ୍ସା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍ୱାସ୍ଥ୍ୟ ବିଭାଗର ଯାହା ଆଡଭାଇଜରୀ…

HIV ମେଡିସିନ୍‌ ଭଲ କରୁଛି କୋରୋନା, ମାତ୍ର ୪୮ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ଥାଇଲାଣ୍ଡର ମହିଳା

ଥମିବାର ନାଁ ନେଉନି କୋରୋନା ଭାଇରସ ଆତଙ୍କ। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ସମଗ୍ର ପୃଥିବୀକୁ ନିଜ କବଳରେ ରଖିଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ବର୍ତ୍ତମାନ ସାରା ପୃଥିବୀର ୧୭,୩୮୭ ଜଣ ଲୋକ ବେମାର ହୋଇସାରିଲେଣି। ସେଥିମଧ୍ୟରୁ କେବଳ ଚୀନ୍‌ରେ ୧୭,୨୦୫ ଜଣ…

କୋରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବାକୁ ମୁଣ୍ଡରେ ପ୍ଲାଷ୍ଟିକ ବୋତଲ ପୂରାଇ ବୁଲୁଛନ୍ତି ଲୋକେ, ଦେଖନ୍ତୁ ଫଟୋ

ଚୀନର ବୁହାନ ସହରରୁ ବ୍ୟାପିଥିବା କୋରୋନା ଭାଇରସ ଯୋଗୁ ଏବେ ସାରା ପୃଥିବୀବାସୀ ଆତଙ୍କିତ। ଏହି ଭାଇରସ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଥିବା ବେଳେ ଶତାଧିକ ଗୁରୁତର ହୋଇପଡ଼ିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସ୍‌କୁ ନେଇ ଚିନ୍ତାବ୍ୟକ୍ତ…