Browsing Tag

crime

ବୋହୂକୁ ବିଷ ପିଆଇ ମାରିଦେଲେ ଯୌତୁକ ରାକ୍ଷସ, ନାତୁଣୀ ଉପରେ ବି ଆସିଲାନି ଦୟା

ଯୌତୁକ ପ୍ରଥା ରୋକିବା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ଆଇନ କାଯ୍ୟର୍କାରୀ ହୋଇଛି। କିନ୍ତୁ ଏବେ ବି ସମାଜରେ ଯୌତୁକ ନାଁରେ ମହିଳାଙ୍କ ସହିତ ଅତ୍ୟନ୍ତ ଦୁର୍ବ୍ୟବହାର କରାଯାଉଛି। ଯୌତୁକ ପାଇଁ ସେମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି।…

ନିଜ ନାବାଳିକା ପତ୍ନୀର ଗାଲକୁ କାମୁଡ଼ି ଛିଣ୍ଡାଇ ଦେଲେ ଯୁବକ, ଏବେ ଭୋଗିବେ ୧୧ ମାସର ଜେଲଦଣ୍ଡ

ନାବାଳିକା ବିବାହକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଉଛି। କିନ୍ତୁ ଏବେ ବି ଦେଶର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସୁଛି। ଏହା କେବଳ ଯେ କମ୍‌ ବୟସର ପିଲାମାନଙ୍କ ଜୀବନକୁ ନଷ୍ଟ କରିଦିଏ ତା’ନୁହେଁ, ବରଂ ବିଭିନ୍ନ ପ୍ରକାର ଆପରାଧିକ କାଯ୍ୟର୍କଳାପକୁ ମଧ୍ୟ ଜନ୍ମ…

ଜଣେ ପ୍ରେମିକାର ବିଶ୍ୱାସରେ ମିଶାଇଲା ବିଷ, ଆଉ ଜଣେ ଅର୍ଥ ଲୋଭରେ ବିକିଲା ଧଳା ଜହର

ଏବେ ଦୁଇ ରାଜାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଭଲ କାମ ପାଇଁ ନୁହେଁ, ଅପରାଧ ପାଇଁ । କାରଣ ଦୁଇ ଜଣ ଯାକ ରାଜା ଏଭଳି ଅପରାଧ କରିଛନ୍ତି ଯାହା ଅକ୍ଷମଣୀୟ । ଅବଶ୍ୟ ‘ରାଜା’ଙ୍କୁ ନେଇ ଏଭଳି ଚର୍ଚ୍ଚା ହେଲା ଯେ ଜାଣି ହେଲା ନାହିଁ କେଉଁ ରାଜା କଣ ଅପରାଧ କରିଛି । ନର୍ସ ନିହାରିକା ପାତ୍ର…

୧୦ ବର୍ଷର କାରାଦଣ୍ଡ ଶୁଣି ଜଜ୍‌ଙ୍କ ସାମ୍ନାରେ ଗଳା କାଟିଲା ଅଭିଯୁକ୍ତ, କାହିଁକି ଏମିତି କଲା ଜାଣନ୍ତୁ

ମଧ୍ୟପ୍ରଦେଶ: ଦୁଷ୍କର୍ମ ମାମଲାରେ ସଜା ମିଳିବା ପରେ ଜଜ୍ ଆଗରେ ନିଜ ଗଳା କାଟି ଗୁରୁତର ହେଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରେ। ଓମକାର ମେହର ନାମକ ଜଣେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏହାର ରାୟ ପ୍ରକାଶ ବେଳେ ସେ ବିଚାରପତିଙ୍କ ସାମ୍ନାରେ…

ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ…

ସ୍କୁଲ, କଲେଜର ସାଙ୍ଗ ଜୀବନସାରା ସାଥିରେ ରହିଥାଆନ୍ତି। କିନ୍ତୁ ଅନେକ ଥର ଏଭଳି ଘଟଣା ଘଟିଥାଏ, ଯାହାକୁ କେହି କେବେ ଭୁଲିପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଥିଲା ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ ସହିତ। ବ୍ୟକ୍ତି ଜଣକ ହାଇସ୍କୁଲରେ ପଢ଼ୁଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଡରାଉ…

ଅପରାଧ ଦୁନିଆରେ ରାଜ୍‌ କରୁଥିଲେ ଏହି କୁଖ୍ୟାତ ମହିଳା, ଥରହର ହେଉଥିଲା ସରକାର, ଜାଣନ୍ତୁ କିଏ ସେମାନେ

ଗ୍ୟାଙ୍ଗଷ୍ଟାର କଥା ଉଠିଲେ, ସମସ୍ତଙ୍କ ମନରେ ନିହାତି ରୂପେ ଜଣେ ପୁରୁଷର ଛବି ଆସିଥାଏ। କିନ୍ତୁ ଅପରାଧ ଦୁନିଆରେ ଏମିତି ହିଁ କିଛି ମହିଳା ଥିଲେ, ଯେଉଁମାନେ ପୋଲିସ ଓ ସରକାରଙ୍କ ନାକରେ ପାଣି ପିଆଇ ଦେଉଥିଲେ। ଆମେ ଆଜି ଆପଣଙ୍କୁ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅବୈଧ…

ବାହା ହେବାକୁ ରାଜି ହେଲା ନାହିଁ ଦେହଜୀବୀ ପ୍ରେମିକା, ତେଣୁ ଡାକି ନେଇ ପ୍ରେମିକ କଲା ହତ୍ୟା

ପ୍ରେମର ଆଖି ନଥାଏ । ଏହାକୁ ଅନ୍ଧ ବୋଲି କୁହାଯାଏ । ହେଲେ ପ୍ରେମ ଯଦି ସୀମା ଭିତରେ ରହେ ତେବେ ଭଲ, ନଚେତ ଏହି ପ୍ରେମ ଯେ କେତେବେଳେ ପ୍ରାଣଘାତୀ ପାଲଟିବ ତାହା କହିବା ମୁସ୍କିଲ । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ । ଆହୁରି ପଢନ୍ତୁ:  ବୈଜ୍ଞାନିକ ମାନଙ୍କୁ ମିଳିଲା ବଡ଼ ସଫଳତା, ଏଥର…

ଗଞ୍ଜାମ ପୋଲିସକୁ ସଫଳତା, ଡକାୟତି ଯୋଜନା କରୁଥିବା ବେଳେ ୧୨ ଜଣଙ୍କୁ କଲା କାବୁ

ଗଞ୍ଜାମ : ଗଞ୍ଜାମ ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ୧୨ ଜଣଙ୍କୁ କାବୁ କରାଯାଇଛି । ଏମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଟଙ୍କା ଜବତ ହୋଇଛି । ଗତକାଲି ରାତିରେ ଆସିକା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଏକ ୬ ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ କାବୁ କରିଛି ।…

ମହିଳାଙ୍କ ବେକରୁ ଦାମୀ ସୁନା ଚେନ୍‌ ଛିଣ୍ଡାଇନେଲା ଲୁଟେରା, ଧୁମ୍‌ କଦଳୀ ଖୁଆଇଲା ପୋଲିସ, ଜାଣନ୍ତୁ କାହିଁକି

ରାଜସ୍ଥାନରେ ଘଟିଥିବା ଏକ ଘଟଣା ଜାଣିବା ପରେ ହୁଏତ ଆପଣଙ୍କୁ ଅଦ୍ଭୁତ ଲାଗିପାରେ। କିନ୍ତୁ ଏହା ସତ ଯେ ଜଣେ ଲୁଟେରାଙ୍କ ମୁଖା ଖୋଲିବାକୁ ଯାଇ ପୋଲିସ ତାଙ୍କୁ ଦେଇଛି ୧ ଦର୍ଜନ କଦଳୀ ଆଉ ଅମୃତଭଣ୍ଡା। ବିକାନେର ଥାନାର ଏହି ଘଟଣା ଏବେ ଚର୍ଚ୍ଚା ପରିସରକୁ ଆସିଛି। ତେବେ ଆପଣ ଜାଣନ୍ତୁ ଏହା ପଛରେ…

ମହଙ୍ଗା ପଡ଼ିଲା ପ୍ରେମ: ପ୍ରେମିକା ଆଗରେ ଗଛରେ ବାନ୍ଧି ଯୁବକଙ୍କୁ ପିଟି ମାରିଦେଲେ ଝିଅର ପରିବାର ଲୋକେ

କେନାଲ କୂଳରେ ବସି ଭାବ ଦିଆନିଆ ହେଉଥିଲେ ପ୍ରେମୀଯୁଗଳ। ହେଲେ ଏହି ଦ୍‌ଶ୍ୟ ପଡ଼ିଯାଇଥିଲା ଝିଅର ପରିବାର ଲୋକଙ୍କ ନଜରରେ। ଆଉ ତା’ ପରେ ଝିଅର ପରିବାର ଲୋକେ ଯୁବକଙ୍କୁ କାବୁ କରି ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏତିକିରେ ରାଗ ଶାନ୍ତ ହୋଇ ନ ଥିଲା ସେମାନଙ୍କର, ଦରମରା ଅବସ୍ଥାରେ ତାଙ୍କୁ…

ଡେଲିଭରୀ ବୟ ବେଶ ଧରି ଘରେ ପଶିଲା ଚୋର, ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରିବା ପରେ କଲା ଏମିତି କାରନାମା

ଯଦି ଆପଣ ଘରକୁ କୌଣସି ବ୍ଯକ୍ତି ଡେଲିଭରୀ କରିବା ପାଇଁ ଆସୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଚୋର ଡେଲିଭରୀ ବୟ ବେଶ ଧରି ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ସଫଳତାର ସହିତ ଫେରାର ହୋଇଯାଇଥିବା ଜଣାପଡିଛି ।…

୪-ଷ୍ଟାର୍ ହୋଟେଲରେ ବିଦେଶୀ ଯୁବତୀଙ୍କ ସହ ବନ୍ଧୁତା କଲେ, ପୁଣି ସି-ବିଚରେ କଲେ ଦୁଷ୍କର୍ମ

ଏକ ରିସୋର୍ଟ ଟାଉନରେ ଛୁଟିର ମଜା ନେଉଥିବା ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ବିଦେଶୀ ଯୁବତୀ କହିଛନ୍ତି, ଫ୍ରାନ୍ସର ଜଣେ ଯୁବ ପର୍ଯ୍ୟଟକ ତାଙ୍କୁ ସମୂଦ୍ର ବେଳାଭୂମିରେ ଦୁଷ୍କର୍ମ କରିଛନ୍ତି। ଅଗଷ୍ଟ ୮ରେ ସ୍ପେନର ମଜୋରକା ଆଇଲ୍ୟାଣ୍ଡରେ ଘଟିଥିବା…