ଆଉ ହାଟରେ ମିଳୁନି ଲିଚୁ, ଲଗାତାର ବର୍ଷା ଯୋଗୁଁ ଉଜୁଡ଼ିଯାଉଛି ଲିଚୁ ଚାଷ
ଦେବଗଡ: ଦାଉ ସାଧୁଚି ଜଳବାୟୁ ପରିବର୍ତ୍ତନ । ଲଗାତାର ବର୍ଷା ଯୋଗୁଁ ଉଜୁଡ଼ିଯାଉଛି ଲିଚୁ ଚାଷ । ମୁଣ୍ଡରେ ହାତରେ ଦେଇ ବସିଛନ୍ତି ଚାଷୀ । କୃଷି ପ୍ରଧାନ ଦେବଗଡ ଜିଲ୍ଲାରେ ଉଷ୍ମ ଆଦ୍ର ଜଳବାୟୁ ପାଇଁ ଜିଲ୍ଲାର ବହୁ ଅଞ୍ଚଳ ଲିଚୁ ଚାଷ ପାଇଁ ଉପଯୋଗୀ । ସେଥିପାଇଁ ଚାଷୀମାନେ ଲିଚୁ ଚାଷ ପାଇଁ ଆଗ୍ରହ…