Browsing Tag

himesh reshammiya

VIDEO: ନିଜଠୁ ଡେଙ୍ଗା ପତ୍ନୀଙ୍କ ସହ ପୋଜ୍‌ ଦେବା ପାଇଁ ହିମେଶ ରେଶମିୟା କଲେ ଅଜବ କାମ; କ୍ୟାମେରାରେ କଏଦ ହୋଇଗଲା…

ହିମେଶ ରେଶମିୟା ନିଜ ଗୀତକୁ ନେଇ ବହୁତ ଲୋକପ୍ରିୟ। କିନ୍ତୁ ଏଥର ହିମେଶ କୌଣସି ମ୍ୟୁଜିକ୍‌ ଭିଡିଓକୁ ନେଇ ନୁହେଁ, ବରଂ ନିଜର ଏକ ସ୍ପଟେଡ୍‌ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ତାଙ୍କ ପତ୍ନୀ ସୋନିଆ କପୁରଙ୍କ ସହ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ହିମେଶ…

Indian Idol 12: କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ମୁହଁରୁ ଖେ।ଲିଲା ଗୁମର

ଇଣ୍ଡିଆନ ଆଇଡଲ ୧୨ରେ ଶେଷ ଏପିସୋଡରେ କିଶୋର କୁମାରଙ୍କ ସୁପରହିଟ ଗୀତକୁ ନେଇ ସୁଟ ହୋଇଥିଲା । ଏହି ଏପିସୋଡରେ ଅତିଥି ରୂପେ କିଶୋର କୁମାରଙ୍କ ପୁଅ ଅମିତ କୁମାର ଯୋଗଦାନ କରିଥିଲେ । ତେବେ ଏହି ଏପିସୋଡରେ ୟୁଜର୍ସଙ୍କ ଟ୍ରୋଲ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ନେହା କକ୍କର ଏବଂ ହିମେଶ…

ଇଣ୍ଡିଆନ ଆଇଡଲ ୧୨ ସେଟରେ ଜୟ ଭାନୁଶାଲୀଙ୍କ ଉପରକୁ ବାବା ରାମଦେବ କାହିଁକି ଉଠାଇଲେ LPG ସିଲିଣ୍ଡର, ଜାଣନ୍ତୁ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଉପରେ କରୋନାର ଗମ୍ଭୀର ପ୍ରଭାବ ପଡିଛି। କରୋନାର ଦ୍ୱିତୀୟ ଲହରୀରେ ବିଭିନ୍ନ ସେଟରେ ନୂଆ ନୂଆ କରୋନା ମାମଲା ଏବେ ସାମ୍ନାକୁ ଆସିଲାଣି। ଏଥିପାଇଁ ଇଣ୍ଡିଆନ ଆଇଡଲ୧୨(Indian Idol-12) ସେଟରେ ମେକର୍ସ ମାନେ ବାକି ଥିବା ସବୁ ଏପିସୋଡର ସୁଟିଂ ସମାପ୍ତ କରିସାରିଛନ୍ତି ।…

ନୂଆ କମ୍ପୋଜର ଓ ସିଙ୍ଗର ମାନଙ୍କ ପାଇଁ ହିମେଶ ରେଶମୀୟା ଦେଲେ ଏପରି ଉପଦେଶ, ଯାହା ବନାଇଦେବ ଆପଣଙ୍କୁ ସୁପରହିଟ

ସିଙ୍ଗର ହିମେସ ରେଶମୀୟା ଆଜିକାଲି ନିଜର ନୂଆ ଫିଲ୍ମ 'ହାପି ହାର୍ଡ଼ି ଆଣ୍ଡ ହିର'କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ମୁଭିର ଗୀତ ଗୁଡିକ ମାର୍କେଟ୍କୁ ଆସିସାରିଲାଣି । ଏହି ଫିଲ୍ମରେ ହିମେସ ସୋସିଆଲ ମିଡ଼ିଆର ସେନ୍ସେସନ ରାନୁ ମଣ୍ଡଳଙ୍କୁ ବ୍ରେକ ଦେଇଛନ୍ତି…

ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ, ଭାଇରାଲ ହେଉଛି ନୂଆ ଭିଡିଓ

ଇଣ୍ଟରନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳ ମାତ୍ର ଗୋଟିଏ ଗୀତରେ ସମସ୍ତଙ୍କୁ ଦିଓ୍ଵାନା କରିଦେଇଛନ୍ତି। ଷ୍ଟେସନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କୁ ମାତ୍ର ଗୋଟିଏ ଗୀତ ରାତାରାତି ଷ୍ଟାର କରିଦେଇଥିଲା। ତେବେ ଖୁବ୍‌ଶୀଘ୍ର ରାନୁଙ୍କର ଆଉ ଏକ ଗୀତ‘‘କହ ରହି ହେ ନଜଦିକିଆଁ’’ରିଲିଜ୍‌ ହେବାକୁ…

ଭାଇରାଲ୍‌ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ‘‘ଆଦତ୍‌’’ର ମେକିଂ ଭିଡିଓ, ରିଲିଜ୍‌ ପୂର୍ବରୁ ସାଉଁଣ୍ଟିଲାଣି ପ୍ରଶଂସା

‘‘ତେରି ମେରି କାହାଣୀ’’ର ସଫଳତା ପରେ ରାନୁ ମଣ୍ଡଳଙ୍କ ଆଉ ଏକ ନୂଆ ଗୀତ ‘‘ଆଦତ୍‌’’ ଆସିବାକୁ ଯାଉଛି। ଏହି ଗୀତର ମେକିଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିମେଶ ରେଶମିୟା ଏହି ଭିଡିଓକୁ ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ମାତ୍ର କିଛି…

ରାନୁ ମଣ୍ଡଳଙ୍କ ବିଷୟରେ କହିବା ସମୟରେ କାନ୍ଦି ପକାଇଲେ ହିମେଶ୍‌, ଭିଡିଓ ଦେଖି ଆପଣ ମଧ୍ୟ ହୋଇଯିବେ ଭାବୁକ

ଗତକାଲି ହିମେଶ ରେସମିୟାଙ୍କ ଫିଲ୍ମ ‘ହାପି ହାର୍ଡି ଏବଂ ହୀର୍‌ ର ଗୀତ ତେରୀ ମେରୀ କାହାନି’ ରିଲିଜ୍‌ ହୋଇସାରିଛି। ସୋସିଆଲ ମିଡିୃାରେ ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କ ଏହି ଗୀତର ସୁଟିଂ ଖୁବ୍‌ ଖୁସିରେ ହୋଇଥିଲା। କିନ୍ତୁ ଏହି ଗୀତ ଲଞ୍ଚ ହେବା ସମୟରେ ଏପରି ଏକ ସମୟ ଆସିଥିଲା ଯେଉଁ ସମୟରେ…

ଷ୍ଟୁଡିଓ ଭିତରେ ରାନୁଙ୍କୁ ଏପରି ଭାବେ ଗୀତ ଗାଇବାକୁ କହୁଥିଲେ ହିମେଶ, ଯାହାର ଭିଡିଓ ସୁଟ୍‌ କରି ସାଙ୍ଗମାନେ କରିଥିଲେ…

ରାନୁ ମଣ୍ଡଳଙ୍କୁ ଷ୍ଟୁଡିଓରେ ଗୀତ ବୋଳଶଇବାରେ ହିମେଶ ରଶମିୟାଙ୍କୁ ଖୁବ୍‌ କଷ୍ଟ କରିବାକୁ ପଡ଼ିଥିଲା। ରାନୁ ସର୍ବଦା ଫିଲ୍ମ ଗୀତ ଶୁଣି ଗୀତ ଗାଉଥିଲେ। ସେ କେବେ ବି କୌଣସି ସଂଗୀତକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଧୂନ୍‌ ରେ ଗୀତ ବୋଲିନଥିଲେ। ରାନୁ ମଣ୍ଡଳଙ୍କ ଅଧିକାଂଶ ଗୀତ ମଧ୍ୟ ଲତା…

ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ଏହି ଲୋକପ୍ରିୟ ସିଙ୍ଗରଙ୍କ ସହିତ ରେକର୍ଡ କରିବେ ନିଜର ପ୍ରଥମ ଗୀତ, ଦେଖନ୍ତୁ…

ଲତା ମଙେ୍ଗସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ଷ୍ଟାର ବନିଥିବାଂ ରାନୁ ମଣ୍ଡଳଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲାଣି। ମେକଓଭର ପରେ ଏବେ ତାଙ୍କ ପାଖକୁ ବଡ-ବଡ ଅଫର୍ସର ଲମ୍ବା ଲାଇନ୍‌ ଲାଗିଛି। ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କର ଭାଗ୍ୟ…

ହିମେଶ ରେଶମିୟାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ବଲିଉଡର ଲୋକପ୍ରିୟ ଗାୟକ, ସଙ୍ଗୀତଜ୍ଞ ତଥା ଅଭିନେତା ହିମେଶ ରେଶମିୟାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଘଟିଛି। ଇଣ୍ଟରଟେନମେଣ୍ଟ ପୋର୍ଟାଲ ସ୍ପଟବୟର ଖବର ଅନୁସାରେ, ଏଥିରେ ହିମେଶଙ୍କ ଡ୍ରାଇଭର ବିହାରର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି।…

ପୁଣି ଫେରୁଛନ୍ତି ହିମେଶ ରେଶାମିୟା, ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକରେ ଆସିବେ ନଜର

ମୁମ୍ବାଇ : ବଲିଉଡରେ ଚାଲିଥିବା ବାୟୋପିକର ସିରିଜରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି ସଂଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶାମିୟା । ଏବେ ନିକଟରେ ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ସେ ରାଇଟ୍ସ କିଣିଛନ୍ତି। ତେବେ ଏଥିପାଇଁ କୌଣସି ଅଭିନେତାଙ୍କୁ…