Browsing Tag

jaypore

ଗାଁରେ ବୁଲୁଛନ୍ତି ୪ଟି ଭାଲୁ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ଜୟପୁର (କେନ୍ୟୁଜ)  : ଜଙ୍ଗଲ ଛାଡ଼ି ଗାଁ ଭିତରେ ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି ୪ ଭାଲୁ। ନାକେଦମ୍ ହେଲେଣି ଗ୍ରାମବାସୀ । ତିନିରୁ ଚାରିଦିନ ହେଲାଣି…

ଜୟପୁର ପୌରାଞ୍ଚଳରେ ସର୍ଭେ କରୁଥିଲେ ନକଲି ଅଫିସର୍‌, ସନ୍ଦେହ ହେବାରୁ ଅଟକ ରଖିଛି ପୋଲିସ୍‌

ଜୟପୁର(କେନ୍ୟୁଜ୍): ସର୍ଭେ ପାଇଁ ଆସିଥିବା ନକଲି ବାବୁ ଧରାପଡ଼ିଗଲେ । ଜୟପୁର ପୋଲିସ ହେପାଜତରେ ନକଲି କେନ୍ଦ୍ରୀୟ ଟିମ୍‌ । ସ୍ୱଚ୍ଛ ଭାରତ ଅଧୀନରେ ଜୟପୁର ପୌରାଞ୍ଚଳକୁ ODF ପ୍ଲସ୍‌ ର‍୍ୟାଙ୍କିଙ୍ଗ ଦେବା ନେଇ ସର୍ଭେ ପାଇଁ ଆସିଥିଲେ ଏକ ଦୁଇ ଜଣିଆ ଟିମ । ତେବେ ସେମାନେ ନକଲି ଅଧିକାରୀ ବୋଲି…

ଜୟପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ନିଖୋଜ ମାମଲାରେ କୋରାପୁଟ ପୋଲିସକୁ ମିଳିଛି ସଫଳତା, ଅଟୋ ଡ୍ରାଇଭର ମୁଖ୍ୟ…

ଜୟପୁର(କେନ୍ୟୁଜ୍):  ଚାରିମାସ ପରେ ହତ୍ୟା ମାମଲାର ଫର୍ଦ୍ଦାଫାସ। ଜୟପୁରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ନିଖୋଜ ଥିବା ମାମଲାରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସେ ନିଖୋଜ ନୁହନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବାକୁ ନେଇ ସ୍ପଷ୍ଟ କରିଛି ପୁଲିସ।…

କୋରାପୁଟ: ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ

କୋରାପୁଟ(କେନ୍ୟୁଜ୍):ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଅଭାବନୀୟ ଘଟଣା। ହଳଦୀକୁଣ୍ଡ ପଞ୍ଚାୟତର ଅଟଳଗୁଡା ନିକଟରେ ୨ଜଣ ନଦୀକୁ ଯାଇଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗୁମ୍ପାକୁ ଆଶ୍ରୟ…

ପ୍ରେମିକ ସହ କଥା ହେବା ବେଳେ ଯୁବତୀଙ୍କ ଜୋର ଜବରଦସ୍ତ ଉଠାଇନେଇ କଲେ ନଗ୍ନ ଭିଡିଓ, ବ୍ଲାକ ମେଲିଂ କରିଥିବା ବେଳେ ମାଡି…

ଜୟପୁର(କେନ୍ୟୁଜ୍):  ଏକାନ୍ତରେ ମନୋରଞ୍ଜନ କେତେବେଳେ ବି ଆପଣଙ୍କ ପାଇଁ ବିପଦ ଡାକିପାରେ । ଏକଥା ଆମେ ଏଥିପାଇଁ କହୁଛୁ ଯେ ନିଛାଟିଆରେ ବାର୍ତ୍ତାଳାପ ବେଳେ ଫସିଛନ୍ତି ଜଣେ ଯୁବକ ଯୁବତୀ । ଏ ଘଟଣା ଜୟପୁର ସହରରେ ଘଟିଛି। ନିରୋଳାରେ ମନୋରଞ୍ଜନ ପାଇଁ ଯାଇଥିବା ଦୁଇଜଣ ଯୁବକ ଯୁବତୀଙ୍କୁ କିଛି…

ଦିବ୍ୟାଙ୍ଗ ମତଦାତାଙ୍କୁ ଟେକି ନେଇ ବୁଥ ଭିତରେ ପହଞ୍ଚାଇଲେ କନେଷ୍ଟବଳ ସ୍ମିତା ମାଝୀ, କର୍ତ୍ତବ୍ୟ ସହ ଦେଖାଇଲେ…

ଜୟପୁର(କେନ୍ଯୁଜ୍):  ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟ ବେଳେ ନିଜ ସୁରକ୍ଷା ଦାୟିତ୍ୱ ବାଦ ବି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା ନନ୍ଦପୁର ବ୍ଲକର ହିକିମପୁଟ୍ ବୁଥ୍ ରେ । ନିଜ ମତଦାନ ସାବ୍ୟସ୍ତ କରିବାକୁ ଆସିଥିବା କିଛି ଦିବ୍ୟାଙ୍ଗ ମତଦାତାଙ୍କୁ ଟେକି ନେଇ ବୁଥ ଭିତରେ…

ଜୟପୁର ଦୈନିକ ବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁର ଆଁରେ ୩୦ରୁ ଅଧିକ ଦୋକାନ ଘର

ଜୟପୁର(କେନ୍ୟୁଜ୍): ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ। ନିଆଁଲାଗି ୩୦ରୁ ଅଧିକ ଦୋକାନ ଘର ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।…

ନକଲି ଗୁଟଖା କାରଖାନା ଠାବ: ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ

ଜୟପୁର (କେନ୍ୟୁଜ): ନକଲି ଗୁଟଖା କାରଖାନା ଠାବ। ଦାମନଜୋଡି ରାସ୍ତାରୁ ସେମିଳିଗୁଡା ପୋଲିସ ଦ୍ଵାରା ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ । ଗୁଟଖା ତିଆରି ମେସିନ, କେମିକାଲ, ଚୁନ ସମେତ ନକଲି ଗୁଟଖା ପ୍ୟାକେଟ ଜବତ କରିଛି ପୋଲିସ। ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି…

ଜୟପୁର: କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ, ତହସିଲଦାର ଓ ପୋଲିସ ପହଂଚି ବନ୍ଦ କଲେ ବିବାହ ଭୋଜି

ଜୟପୁର କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ । ଜୟପୁର ସହରର ୩ଟି ସ୍ଥାନରେ ଚାଲିଥିଲା ବାହାଘର ଭୋଜି । ୨୫ ଜଣଙ୍କୁ ଅନୁମତି ଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତ ହୋଇଥିଲା। ଖବରପାଇ ଜୟପୁର ତହସିଲଦାର ଓ ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ପହଞ୍ଚି…

ଜୟପୁର : ହୋଟେଲ ମାଲିକଙ୍କ ବିରୋଧରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ, ଥାନାରେ ମାମଲା

ଜୟପୁର(କେନ୍ୟୁଜ୍): ହୋଟେଲ ମାଲିକଙ୍କ ବିରୋଧରେ ଯୁବତୀଙ୍କ ଦୁର୍ବ୍ୟବହାର ଅଭିଯୋଗ। ଜୟପୁର ଏକ ପ୍ରମୁଖ ହୋଟେଲ ମାଲିକଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରିଣୀ। ଗତ ୨୩ତାରିଖରେ ଜୟପୁର ସହରରେ ଜଣେ ଯୁବତୀ ନିଜେ କାମ କରୁଥିବା ହୋଟେଲ ମାଲିକଙ୍କ ବିରୋଧରେ…

ବିଦ୍ୟୁତ ଚାଲିଗଲେ ହୀନସ୍ତା ଭୋଗୁଛି ବୈପାରିଗୁଡା ଡାକ୍ତରଖାନା, ମୋବାଇଲ ଟର୍ଚ୍ଚ ଲାଇଟି ଭରଷାରେ ଚାଲିଛି ରେଗୀ ସେବା

ଜୟପୁର(କେନ୍ୟୁଜ୍):  ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଚିକିତ୍ସା। ଏଭଳି ଚିତ୍ର  କୋରାପୁଟ ଜିଲ୍ଲା ଉପାନ୍ତ ବୈପାରିଗୁଡା ବ୍ଲକ ଡାକ୍ତରଖାନାରୁ ଆସିଛି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ  ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବାସ୍ଥ୍ୟ…

କୋରାପୁଟ: ପ୍ରବାସରୁ ଫେରିବା ବେଳେ ରାସ୍ତାରେ ଚାଲିଗଲା ସ୍ବାମୀର ଜୀବନ, କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସନ୍ଦେହ

ଜୟପୁର(କେନ୍ୟୁଜ୍):  ସ୍ୱାମୀ ସ୍ତ୍ରୀ ପ୍ରବାସରୁ ଫେରିବା ବେଳେ ସ୍ୱାମୀଙ୍କ ମୃତ୍ୟୁ। ଅସହାୟ ହୋଇ ମୃତ ଦେହ ନିକଟରେ ଝୁରିଝୁରି କାନ୍ଦୁଛନ୍ତି ପତ୍ନୀ। ଜୟପୁର ବୋରିଗୁମ୍ମା ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନାଁ ଶ୍ୟାମ ଭୋଇ। ଘର ନୂଆପଡ଼ା…