Browsing Tag

katrina kaif and vicky kaushal

କାମ ବ୍ୟସ୍ତ ଯୋଗୁଁ ପରସ୍ପରକୁ ସମୟ ଦେଇପାରିନଥିଲେ ବିକି-କ୍ୟାଟ୍‌, ଭାଲେଣ୍ଟାଇନ ଡେ ପୂର୍ବରୁ ଏୟାରପୋର୍ଟରେ ମ୍ୟାଚିଂ…

ବଲିଉଡର ନବବିବାହିତ ଯୋଡି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବିବାହ ପରେ ପରସ୍ପରକୁ ସମୟ ଦେଇପାରୁନାହାନ୍ତି। ଫିଲ୍ମ ପ୍ରୋଜେକ୍ଟ ଯୋଗୁଁ ଏମାନେ ପରସ୍ପରକୁ ଟିକେ କମ୍‌ ସମୟ ଦେଉଛନ୍ତି। ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ବିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି…

ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍

ଫିଲ୍ମରେ ଏକାଠି ନଜର ଆସିବେ ଭିକ୍କି ଓ କ୍ୟାଟ୍। ନିକଟରେ ବିବାହ କରିଥିବା ଏହି କ୍ୟୁଟ କପଲ ଖୁବଶୀଘ୍ର ପରଦା ନଜର ଆସିବେ। ଖବର ଆସୁଛି ଯେ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ଜି ଲେ ଜରା' ପାଇଁ ନିର୍ମାତା ଭିକ୍କି କୌଶଲ୍ ଓ କ୍ୟାଟ୍ରିନା କୈଫଙ୍କ ସହ କଥା ହେଉଛନ୍ତି। ଯଦି ସବୁ କିଛି…

କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ପୂରିଲା ମାସେ, ରୋମାଣ୍ଟିକ୍‌ ଫଟୋ ସେୟାର କରି ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଲେ…

ବଲିଉଡ୍‌ର ବାର୍ବି ଗର୍ଲ ଅର୍ଥାତ୍‌ କ୍ୟାଟ୍ରିନା କୈଫ୍‌ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି ଖାସ୍‌ ଅବସରରେ ମିସେସ୍‌ କୌଶଲ କ୍ୟାଟ୍ରିନା ନିଆରା ଅନ୍ଦାଜରେ ସ୍ୱାମୀଙ୍କ ଉପରେ…

ବାହାଘର ପରେ ଶାଶୁ ଘରେ କ୍ୟାଟ୍ରିନାଙ୍କ ପ୍ରଥମ ରୋଷେଇ ‘ହାଲୁଆ’, ଫଟୋ ସେୟାର କରି ସବୁଠୁ ଟେଷ୍ଟି ବୋଲି କହିଲେ ଭିକ୍କି

ଚଳିତବର୍ଷର ସବୁଠୁ ବଡ଼ ବିବାହ ଥିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ପରେ ସବୁ ହିନ୍ଦୁ ଘର ଭଳି କ୍ୟାଟ୍ରିନା କୈଫ୍‌ ନିଜର ପ୍ରଥମ ରୋଷେଇ କରିଛନ୍ତି। କ୍ୟାଟ୍ରିନା ପ୍ରଥମ ରୋଷେଇରେ ମିଠା…

ପୂର୍ବ ବୟଫ୍ରେଣ୍ଡଙ୍କ ଠାରୁ କ୍ୟାଟ୍ରିନା କୈଫ୍ ପାଇଛନ୍ତି କୋଟିଏ ଟଙ୍କାର ୱେଡିଂ ଗିଫ୍ଟ, ଜାଣନ୍ତୁ ସଲମାନ ଓ ରଣବୀର…

୨୦୨୧ ମସିହାର ସବୁଠୁ ବଡ଼ ବିବାହ ଅର୍ଥାତ୍ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ନିକଟରେ ଶେଷ ହୋଇଛି। ବେଶ୍ ରାଜକୀୟ ଅନ୍ଦାଜରେ ଏହି ବିବାହ ରାଜସ୍ଥାନର ଯୋଧପୁରର ଏକ ଦୁର୍ଗରେ ସମ୍ପନ୍ନ ହୋଇଛି। ଏହି ବାହାଘରରେ ସବୁ କିଛି ରୟାଲ ଥିଲା। ଏଣୁ ଏହାକୁ ୨୦୨୧ ମସିହାର ସବୁଠୁ ଧନୀ ବିବାହ…

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ଭାବେ ଏସବୁ ଜିନିଷ ପଠାଇଲେ ଭିକ୍କି ଓ କ୍ୟାଟ୍ରିନା, ଫଟୋ ସେୟାର କଲେ ବଲିଉଡ କୁଇନ୍

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୯ ରେ ଉଭୟେ ରାଜସ୍ଥାନର ସିକ୍ସ ସେନ୍ସ ଫର୍ଟରେ ହାତକୁ ଦି ହାତ ହୋଇ ସାତ ଜନ୍ମର ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ସେଲିବ୍ରିଟିଙ୍କ ବାହାଘର ବେଳର ଫଟୋ ଖୁବ୍…

ସାତ ଜନ୍ମର ସାଥି ହୋଇଗଲେ କ୍ୟାଟ୍ରିନା ଏବଂ ବିକ୍କି, ପ୍ରାଇଭେସୀ ରଖିବା ପରେ ସାମ୍ନାକୁ ଆସିଲା ଫଟୋ

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ଅନ୍ତ ହେଲା ଫ୍ୟାନ୍ସ ମାନଙ୍କର ଅପେକ୍ଷା । ବହୁ ପ୍ରତିକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ବଲିଉଡ୍‌ର ବହୁ ଚର୍ଚ୍ଚିତ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ…

ଆଜି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର, ଏହି ସମୟରେ ପଡ଼ିବ ହାତଗଣ୍ଠି

ଆଜି ବାଜିବ ସେହନାଇ। ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ। ଡିସେମ୍ବର ୯ ଅର୍ଥାତ୍‌ ଆଜି ଏହି ଦୁଇ ଜଣ ବିବାହ କରୁଛନ୍ତି। ବେଶ୍‌ ହାଇପ୍ରୋଫାଇଲ୍‌ର ଏହି ବିବାହ ଉପରେ ଫ୍ୟାନ୍‌ମାନେ ଲଗାତାର ନଜର ରଖିଛନ୍ତି। ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଷ୍ଟାରଙ୍କ…

ବିବାହ ପୂର୍ବରୁ ଜିମ ସାମ୍ନାରେ ସ୍ପଟ ହେଲେ କ୍ୟାଟ୍ରିନା, ଦେଖେଇଲେ କିଛି ଏମିତି ଅନ୍ଦାଜ

ବଲିଉଡ ଅଭିନେତ୍ରୀ କାଟ୍ରିନା କେଫ ଓ ଭିକି କୌଶଳଙ୍କ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଅଛି ।  ଦୁହେଁ ନିଜ ବିବାହ ପ୍ରସ୍ତୁତି ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେପଟେ ଉଭୟଙ୍କ ପରିବାର ଲୋକେ ବି ସେମାନଙ୍କ ବିବାହ ପ୍ରସ୍ତୁତିରେ ଜୋରସୋର ଲାଗିପଡିଛନ୍ତି ।  କିନ୍ତୁ ଉଭୟଙ୍କ ବିବାହ କଡା ନିୟମ…

ଆସନ୍ତା ୯ରେ ହେବ କ୍ର୍ୟାଟ୍ରିନା ଓ ବିକ୍କିଙ୍କ ରୟାଲ ୱେଡିଂ, ୪ ଦିନିଆ ଉତ୍ସବରେ ଭାଗ ନେବେ ୧୨୦ ଅତିଥୀ

ମୁମ୍ବାଇ: ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା…

ବାଘ ସଫାରୀରେ ବାହାଘର ଭୋଜି ଦେବେ କ୍ୟାଟ୍ରିନା, ସରିଲାଣି ସବୁ ପ୍ରସ୍ତୁତି

ବଲିଉଡ୍‌ ହିରୋଇନ୍‌ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଏହି ସେଲିବ୍ରିଟି ଯୋଡ଼ିଙ୍କ ବିବାହକୁ ନେଇ ଏବେ ସାରା ସିନେ ଇଣ୍ଡଷ୍ଟ୍ରୀ ଉତ୍ସବ ମୁଖରିତ ହୋଇପଡ଼ିଛି। ଉଭୟଙ୍କ ବିବାହ ପାଇଁ ସ୍ପେଶାଲ ଅତିଥି ତାଲିକା ମଧ୍ୟ ଇତି ମଧ୍ୟରେ ସାମ୍ନାକୁ…

କ୍ୟାଟ୍ରିନାଙ୍କ ହାତରେ ଶୋଭା ପାଇବ ବିଶ୍ୱ ପ୍ରସିଦ୍ଧ ମେହେନ୍ଦୀ, ସୋଜତରୁ ଅର୍ଡର କରାଗଲା ହିନାର ୪୦୦ କୋନ୍‌

ରାଜସ୍ଥାନର ପାଲୀ ଜିଲାର ବିଶ୍ୱ ପ୍ରସିଦ୍ଧ ସୋଜତ ମେହେନ୍ଦୀ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ହାତରେ ଶୋଭା ପାଇବ। ସୋଜତର ଜଣେ ମେହେନ୍ଦୀ ବ୍ୟବସାୟୀଙ୍କୁ ଏହାର ଅର୍ଡର ମିଳି ଯାଇଛି ଏବଂ ସେମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଥି ପୂର୍ବରୁ ଏହି ମେହେନ୍ଦୀ ଐଶ୍ୱର୍ଯ୍ୟା ରାୟ,…