ଲିଭ-ଇନ ପାର୍ଟନର ବୟସ ୨୧ ବର୍ଷରୁ କମ୍ ହେଲେ ମାତା ପିତାଙ୍କୁ ଜଣାଇବେ ସରକାର, ଜାଣନ୍ତୁ କେଉଁଠି
ଉତ୍ତରାଖଣ୍ଡ ସରକାର ଲିଭ-ଇନ ରିଲେସନସିପକୁ ଔପଚାରିକ ଭାବେ ମାନ୍ୟତା ଦେବା ପାଇଁ ନୂଆ ଆଇନ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି । ଏହାର ଉଦ୍ଦେଶ୍ୟ ଲିଭ-ଇନରେ ରହୁଥିବା ଲୋକ ସ୍ପଷ୍ଟ ଭାବେ ଆଇନକାନୁନ ନିର୍ଦ୍ଦେଶ ଏବଂ ସୁରକ୍ଷା ଦିଆଯିବ । ପ୍ରସ୍ତାବିତ ନାଗରିକ ସଂହିତା (UCC) ଅନୁଯାୟୀ,…