Browsing Tag

london

ବିଦେଶରେ ହେବ ଅନନ୍ତ-ରାଧିକାଙ୍କ ବିବାହ, ୩ ଦିନ ଧରି ଚାଲିବ ଉତ୍ସବ

ବିଦେଶରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ତାଙ୍କର ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟ । ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଆସନ୍ତା ଜୁଲାଇରେ ନିଜର ଲେଡି ଲଭ୍‌ ରାଧିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପୂର୍ବରୁ ମାର୍ଚ୍ଚରେ ଉଭୟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ପାଇଁ…

IPL ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି, ଏହି କାରଣରୁ ଲଣ୍ଡନରେ ଥିଲେ ୨ ମାସ

ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଫେରିଆସିଛନ୍ତି । ସେ ପାଖାପାଖି ୨ ମାସ ଧରି ଲଣ୍ଡନରେ ଥିଲେ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନ ଯାଇଥିଲେ । କାରଣ, ଅଭିନେତ୍ରୀ ଅନୁଷ୍କା…

୬୮ ବର୍ଷରେ ପୁଣି ମିଳିଗଲା ପ୍ରେମ, ତୃତୀୟ ଥର ପାଇଁ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ

ଦେଶର ଖ୍ୟାତନାମା ଓକିଲ କଲେ ପୁନଃବିବାହ । ୬୮ ବର୍ଷ ବୟସରେ ସେ ତୃତୀୟ ଥର ବିବାହ କରିଛନ୍ତି । ମାନେ ଥରେ ବୟସକୁ ଦେଖନ୍ତୁ । ଯେଉଁ ବୟସରେ ନିଜ ନାତି ନାତୁଣୀକୁ କୋଳରେ ଧରି ଖେଳାଇବା କଥା, ସେହି ବୟସରେ ଏ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଯେଉଁଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ନା…

ଭୀଷଣ ଗରମରେ ଚାଲିଥିଲା ପରେଡ୍‌ ଅଭ୍ୟାସ, ପ୍ରିନ୍ସ ୱିଲିୟମ୍‌ଙ୍କ ସାମ୍ନାରେ ବେହୋସ୍‌ ହୋଇ ପଡ଼ିଲେ ୩ ସୈନିକ

ଲଣ୍ଡନରେ ବାର୍ଷିକ ‘ଟ୍ରୁପିଙ୍ଗ୍‌ ଦ କଲର୍‌ ପରେଡ୍‌’ ପାଇଁ ପ୍ରସ୍ତୁତି ବେଳେ ରୟାଲ ଗାର୍ଡସ୍‌ର ୩ ସୈନିକ ବେହୋସ୍‌ ହୋଇ ପଡ଼ିଥିଲେ। ସେମାନେ ୮୮ ଡିଗ୍ରୀ ଫାରେନ୍‌ହାଇଟ୍‌ ତାପମାତ୍ରାରେ ପରେଡ୍‌ ରିହର୍ସାଲରେ ନିୟୋଜିତ ହୋଇଥିଲେ। ଏହି ସମୟରେ କିଙ୍ଗ୍‌ ଚାର୍ଲ୍ସଙ୍କ ବଡ଼ ପୁଅ ପ୍ରିନ୍ସ ୱିଲିୟମ୍…

ବ୍ରିଟେନରେ ୧୪୩ କୋଟିରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା, ଭାଙ୍ଗିଲା ସମସ୍ତ ରେକର୍ଡ

୧୮ଶ ଶତାବ୍ଦୀର ମୈସୁରର ଶାସକ ଟିପୁ ସୁଲତାନଙ୍କ ‘ବେଡ୍‌ଚାମ୍ବର ଖଣ୍ଡା’କୁ ବ୍ରିଟେନରେ ନିଲାମ କରାଯାଇଛି। ଖଣ୍ଡାର ନିଲାମୀ ଭାରତୀୟ ବସ୍ତୁର ନିଲାମ ପାଇଁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଚଳିତ ସପ୍ତାହରେ ହୋଇଥିବା ଇସଲାମିକ୍ ଏବଂ ଭାରତୀୟ କଳା ବିକ୍ରିରେ ଏହି ଖଣ୍ଡା ୧.୪ କୋଟି…

ଜନତା ନାରା ଦେବେ ଇଶ୍ୱର ସମ୍ରାଟଙ୍କ ରକ୍ଷା କରନ୍ତୁ , ଆସନ୍ତୁ ଜାଣିବା ରାଜ୍ୟାଭିଷେକର କଣ ରହିଛି ପରମ୍ପରା

କେନ୍ୟୁଜ୍‌(ବ୍ୟୁରୋ): ଲଣ୍ଡନର ସ୍ଥାନୀୟ ସମୟ ଅନୁସାରେ ଦିନ ୧୧ଟାରେ ଆରମ୍ଭ ହେବ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜତିଲକର ପରମ୍ପରା । ଅର୍ଥାତ ଚାର୍ଜସଙ୍କ ରାଜ ତିଲକ ଆରମ୍ଭ ହୋଇ ସାରିଛି । ବ୍ରିଟେନ ସମ୍ରାଟଙ୍କ ରାଜ୍ୟାଭିଷେକ ଏକ ପ୍ରତିତାତ୍ମକ ଧାର୍ମିକ ସମାରୋହ ହୋଇଥାଏ । ଏବେ ଆସନ୍ତୁ…

ଏହି କମ୍ପାନୀର କର୍ମଚାରୀଙ୍କୁ ନୋଟ୍‌ରେ ନୁହେଁ, ସୁନାରେ ମିଳିବ ଦରମା! ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଲଣ୍ଡନସ୍ଥିତ ଏକ କମ୍ପାନୀ ଏବେ ନିଜ କର୍ମଚାରୀମାନଙ୍କୁ ନୋଟ୍‌ରେ ନୁହେଁ, ବରଂ ସୁନାରେ ଦରମା ପ୍ରଦାନ କରିବ। କମ୍ପାନୀର ଟେଲିମନି ଅଛି, ଯାହା କି ବିତ୍ତୀୟ ସେବା ଉପଲବ୍ଧ କରାଇଥାଏ। ଏକ ରିପୋର୍ଟ ମୁତାବକ, କମ୍ପାନୀ ସିଇଓ କ୍ୟାମରନ୍‌ ପ୍ୟାରୀ କମ୍ପାନୀର କିଛି ଉଚ୍ଚ ଅଧିକାରୀଙ୍କ କ୍ଷେତ୍ରରେ…

ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ପଛେ ପଛେ ଆସି ମହିଳାଙ୍କୁ କରୁଛି ଶିକାର; ଗୋଟିଏ ମାସରେ ୭ ମହିଳା…

କିଛିଦିନ ହେବ ଲଣ୍ଡନରେ ସିରିୟଲ୍‌ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି। ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ। ଖବର ରହିଛି…

ଘରୁ ଚୋରି କରି ବୃଦ୍ଧାଙ୍କ ପାଇଁ ଛାଡ଼ିଗଲେ ଚିଠି: ‘ଆପଣଙ୍କ ହାଣ୍ଡି ଆମକୁ ପସନ୍ଦ ଆସିଲା, ତେଣୁ ନେଇଗଲୁ; ଏହାର ମୂଲ୍ୟ…

ବ୍ରିଟେନର କର୍ଣ୍ଣୱାଲ କାଉଣ୍ଟିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ ୮୦ ବର୍ଷୀୟା ଜଣେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଚିଠି ଛାଡ଼ି ଦେଇଛନ୍ତି, ଯେଉଁଥିରେ ଲେଖା ହୋଇଛି କି, ‘ତୁମେ ସବୁବେଳେ ଖୁସି ଏବଂ ନିରାପଦରେ ରୁହ’ | ନୋଟ୍ ସହିତ ଚୋରମାନେ ଘରେ ଟଙ୍କା ମଧ୍ୟ…

ଫୋନର ବ୍ୟବହାରକୁ ଦୃଷ୍ଟିରେ ରଖି ଛାତ୍ର ତିଆରି କଲେ “The third Eye”, ଭିଡିଓ ହେଉଛି ଭାଇରାଲ

ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ସ୍ମାର୍ଟଫୋନକୁ ନେଇ ବ୍ୟସ୍ତ । ଘର ହେଉ କିମ୍ବା ବାହାର ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ହ୍ୟାଣ୍ଡସେଟ ଆପଣ ନିଶ୍ଚିତ ଭାବେ ଦେଖୁଥିବେ । କିନ୍ତୁ ଫୋନର ବହୁଳ ବ୍ୟବହାର ଏବେ ଅନେକଙ୍କ ପାଇଁ କାଳ ମଧ୍ୟ ସାଜୁଛି । ଏଭଳି ପରିସ୍ଥିତିରେ ଅନେକ ହେୟଜ୍ଞାନ ହୋଇ ନିଜ…

ଜୁଆ ଖେଳିବାକୁ ପଇସା ଦେଲେନି ବୋଲି ବାପା, ମାଆଙ୍କୁ ମୃତ୍ୟୁ ନିଦରେ ଶୁଆଇ ଦେଲା ପୁଅ, ଏହାପରେ ସବୁତକ ପଇସା ନେଇ…

ଲଣ୍ଡନରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ପୁଅ ନିଜ ବାପା, ମାଆଙ୍କୁ ଅତି ନିର୍ମମ ଭାବେ ବ୍ୟାଟରେ ପିଟି ପିଟି ହତ୍ୟା କରିଛି। ତେବେ ହତ୍ୟାର କାରଣ ଏହା ଯେ ବାପା, ମାଆ ପୁଅକୁ ଜୁଆ ଖେଳିବାକୁ ପଇସା ଦେଉ ନ ଥିଲେ, ଯାହାକୁ ନେଇ ପୁଅ ରାଗି ଯାଇଥିଲା ଏବଂ କ୍ରୋଧରେ ଏଭଳି ନାରକୀୟ…

ଘରୁ ଚୋରି ହୋଇଗଲା ଦୁନିଆର ସବୁଠୁ ବଡ଼ ଠେକୁଆ, ଫେରାଇ ଆଣିଲେ ମିଳିବ ବଡ଼ ରକମର ପୁରସ୍କାର ରାଶି

ଲଣ୍ଡନ: ଦୁନିଆର ସବୁଠୁ ବଡ଼ ଠେକୁଆ ନିଜ ମାଲିକ ଘରୁ ଚୋରି ହୋଇଯାଇଛି। ଏହି ଠେକୁଆକୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠୁ ବଡ଼ ଠେକୁଆ ହିସାବରେ ସମ୍ମାନିତ କରାଯାଇଛି। ଏବେ ଠେକୁଆ ଚୋରି ହେବା ନେଇ ଅଭିଯୋଗ ମିଳିବା ପରେ ପୋଲିସ ଏହାର ସନ୍ଧାନରେ ଲାଗି ପଡ଼ିଛି। ସେପଟେ ମାଲିକ ଠେକୁଆକୁ…