ଲିକ୍ ହେଲା ମହିନ୍ଦ୍ରାର ନୂଆ ଇଲେକ୍ଟ୍ରିକ୍ SUV XEV 7eର ଫଟୋ ଏବଂ ଫିଚର୍ସ, ଜାଣନ୍ତୁ ଡିଟେଲ୍ସ
ମହିନ୍ଦ୍ରା ବର୍ତ୍ତମାନ ଦେଶର ଇଲେକ୍ଟ୍ରିକ୍ ଫୋର୍-ହ୍ବିଲର୍ ସେଗମେଣ୍ଟରେ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଏହି ସେଗମେଣ୍ଟରେ କମ୍ପାନୀର କେବଳ XUV400 ଇଲେକ୍ଟ୍ରିକ୍ SUV ଥିଲା, ବର୍ତ୍ତମାନ BE 6e ଏବଂ XEV 9e ର ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଏହି…