Browsing Tag

Mexico

ହଜାର ବର୍ଷ ପୁରୁଣା ଗଛକୁ ଯିଏ ଦେଖୁଛି, ତା’ ଆଖି ନଷ୍ଟ ହେଉଛି! ହେଲେ ବିଜ୍ଞାନ କ’ଣ କହୁଛି ଜାଣନ୍ତୁ

ମେକ୍ସିକୋରେ ରହିଛି ଏକ ଗାଁ ତିଲ୍ ତେପେଟ। ଏହି ଗାଁ ଦୁନିଆର ସବୁଠୁ ବିଚିତ୍ର ଏବଂ ରହସ୍ୟମୟ ଗାଁ। ବିଚିତ୍ର ଏଥିପାଇଁ କାରଣ ଏଠି ରହୁଥିବା ସବୁ ଲୋକ ଅନ୍ଧ। ପିଲାଠୁ ବୁଢ଼ା କାହାକୁ ଦେଖା ଯାଏ ନାହିଁ। ଏଠି କେବଳ ମଣିଷ ନୁହଁନ୍ତି ଏଠାରେ ରହୁଥିବା ସବୁ ପଶୁ ଏବଂ ପକ୍ଷୀ ବି ଅନ୍ଧ । ଶୁଣିବାକୁ…

ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ…; ସୁନାମୀର ଚେତାବନୀ ନାହିଁ

ମେକ୍ସିକୋରେ ଗୁରୁବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ବିଭାଗ ଏହି ସୂଚନା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ ସୁନାମୀର କୌଣସି ଚେତାବନୀ ଜାରି କରାଯାଇ ନାହିଁ। ଭୂମିକମ୍ପର କେନ୍ଦ୍ର ମେକ୍ସିକୋ ସିଟିଠାରୁ ୪୧୦ କିଲୋମିଟର ଦୂର ଭୂମିଠାରୁ ୨୦.୭ କିଲୋମିଟର…

ଉଦ୍‌ଘାଟନ ବେଳେ ଭୁଶୁଡ଼ିପଡ଼ିଲା ବ୍ରିଜ୍‌, ସ୍ତ୍ରୀଙ୍କ ସହ ନାଳରେ ପଡ଼ିଲେ ମେୟର; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉଦ୍‌ଘାଟନ୍‌ ବେଳେ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌। ନାଳରେ ଯାଇ ପଡ଼ିଲେ ମେୟର। କେବଳ ମେୟର ନୁହେଁ, ତାଙ୍କ ପତ୍ନୀ ବି ଯାଇ ପଡ଼ିଲେ ନାଳରେ। ମେକ୍ସିକୋ ସହରରେ ଏକ ବ୍ରିଜ୍‌ ଉଦ୍‌ଘାଟନ୍‌ ବେଳେ ଏଭଳି ଅଘଟଣ ଘଟିଛି। ଏହି ବ୍ରିଜ୍‌ ଉଦ୍‌ଘାଟନ ବେଳେ ସହରର ମେୟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ…

ମେକ୍ସିକୋରେ ମାଡ଼ି ଆସିଲା ତୋଫାନ ‘ଅଗାଥା’; ନେଇଗଲା ୯ ଜଣଙ୍କ ଜୀବନ, ୩୩ ନିଖୋଜ

ମେକ୍ସିକୋର ଓକ୍ସାକା ରାଜ୍ୟରେ ସୋମବାର ଦ୍ୱିପ୍ରହରରେ ତୋଫାନ 'ଅଗାଥା' ମାଡ଼ି ଆସିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ନିଖୋଜ ଅଛନ୍ତି। ଗଭର୍ନର ଏଲେଜାନ୍ଦ୍ରୋ ମୁରତ୍‌ ବୁଧବାର ସୂଚନା ଦେଇ କହିଛନ୍ତି କି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାହିଁକି ନା, ଅଗାଥାରେ ଆହୁରି ବି…

କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ହଠାତ୍‌ ଦୁର୍ବୃତ୍ତ ଚଳାଇଥିଲେ ଗୁଳି, ସେଇଠି ହିଁ ଟଳି ପଡ଼ିଲେ ୧୬ ପୁରୁଷ ଓ ୩ ମହିଳା!

ପଶ୍ଚିମ ମେସ୍କିକୋର ମିଚୋଆକନ ରାଜ୍ୟରେ କୁକୁଡ଼ା ଲଢ଼େଇ ବେଳେ ୧୯ ଜଣଙ୍କୁ ହତ୍ୟା କରାଯାଇଛି। ହଠାତ୍‌ ଘଟିଥିବା ଏହି ହତ୍ୟା ଘଟଣାରେ ପୂରା ସହରରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ଏଠି କୁକୁଡ଼ା ଲଢ଼େଇର ଏକ ବେଆଇନ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ କିଛି ବନ୍ଧୁକଧାରୀ ଦୁର୍ବୃତ୍ତ…

ମେକ୍ସିକୋ: ସାମ୍ନାକୁ ଆସିଲା ୩୦୦ଫୁଟ ଗଭୀର ବିରାଟକାୟ ଗାତ, ଭାଇରାଲ ହେଲା ଫଟୋ

ରାସ୍ତାରେ ଗାତ ରହିଥିବାର ଆମେ ସମସ୍ତେ ଜାଣିଛେ ଓ ଦେଖିଛେ ମଧ୍ୟ । ଏହା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ଆଜି କାଲି କାମ ପାଇଁ ମଧ୍ୟ ରାସ୍ତା ଖୋଳାଯାଉଛି । କିନ୍ତୁ ସେସବୁକୁ ଭଲ ଭାବେ ପୋତାଯାଉନାହିଁ ।  ମେକ୍ସିକୋର ଏକ ସ୍ଥାନରେ ଏମିତି ଗାତ ଦେଖିବାକୁ ମିଳିଛି । ଯାହା ଏବେ ପୁରା…

ମେକ୍ସିକୋର ଏଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ ୨୦୨୦, ଏହି ପ୍ରଶ୍ନର ଉତ୍ତର ଦେଇ ଜିତିନେଲେ ୬୯ତମ ଟାଇଟଲ

ମେକ୍ସିକୋର ଏଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ର ଟାଇଟଲ ନିଜ ନାଁରେ କରି ନେଇଛନ୍ତି। ପୂର୍ବ ମିସ ୟୁନିଭର୍ସ ଜୋଜିବିନୀ ଟୁଞ୍ଜି ତାଙ୍କୁ କ୍ରାଉନ ପିନ୍ଧାଇଥିଲେ। ଇଭେଣ୍ଟ ଫ୍ଲୋରିଡାରେ ଆୟୋଜନ ହୋଇଥିଲା। ବ୍ରାଜିଲର ଜୁଲିଆ ଗାମା ପ୍ରଥମ ରନରଅପ ହୋଇଥିବା ବେଳେ ପେରୁର ଜାନିକ ମାସିତା ଦ୍ଵିତୀୟ…

ଏ କ’ଣ! ୮୦ ବର୍ଷ ହେଲା ଶୋ’ରୁମ୍‌ରେ କଏଦ ଅଛି ଏହି ସୁନ୍ଦରୀ କନ୍ୟା, ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍‌

ଦୁନିଆର ଯେଉଁ ସ୍ଥାନକୁ ଯିବ, ସେଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ଆଉ ଯାହାର ସତ୍ୟତା ଜାଣିବା ପରେ ସହଜରେ ବିଶ୍ୱାସ କରିବା ହୁଏତ ମୁସ୍କିଲ ହୋଇ ପଡ଼ିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ମେକ୍ସିକୋର ଏକ ଦୋକାନରେ ବିଗତ ୮୦ ବର୍ଷ ହେଲା କନ୍ୟା ବେଶରେ…

ଚୋରି କରିବାକୁ ଆସିଥିଲା ଚୋର, କିନ୍ତୁ ସବୁ ମାରିଗଲା ଫେଲ୍, ଆଉ ମୁଣ୍ଡ ଫସିଗଲା ରେଲିଂରେ

ଚୋରି କରିବାକୁ ଯିବା ବେଳେ ଚୋର ପୂର୍ବରୁ ସବୁକିଛି ଋଣକୌଶଳକୁ ଠିକ୍ ଭାବେ ଆପଣାଇଥାଏ। ଚୋରି କରିବା ପରେ ଯେମିତି ସେ ଫସିନଯାଉ। ଆଉ ଫସିଗଲେ ତା ଅବସ୍ଥା କ’ଣ ହେବ ସେ ଜାଣିଥାଏ। କିନ୍ତୁ ଏହି ଚୋର ସହିତ ଯାହା ଘଟିଛି, ତାହା ବିଷୟରେ ଜାଣିଲେ ଆପଣ ଏହି ଚୋର ଉପରେ ଦୟା ହିଁ କରିବେ। ଏମିତି ଏକ…

ଏହି ଦେଶରେ ୧ ଘଣ୍ଟା ଭିତରେ ହୋଇଥିଲେ ତିନି ଜଣ ରାଷ୍ଟ୍ରପତି, ବିଶ୍ବ ରେକର୍ଡରେ ହୋଇଥିଲା ସାମିଲ୍

ଉତ୍ତର ଆମେରିକାରେ ଥିବା ଏକ ଦେଶ ମେକ୍ସିକୋ, ଯାହା ଆମେରିକାରେ ପଞ୍ଚମ ଏବଂ ଦୁନିଆର ୧୪ତମ ସବୁଠାରୁ ବଡ ସ୍ବତନ୍ତ୍ର ରାଷ୍ଟ୍ର ଅଟେ। ଏକ ସମୟ ଥିଲା ଯେତେବେଳେ ଏହି ଦେଶରେ ଗୋଟିଏ ଘଣ୍ଟା ଭିତରେ ତିନି ଜଣ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ଏହାର ରାଜଧାନୀ ମେକ୍ସିକୋ ସିଟି ମାଟିରେ ମିଶିବାକୁ…

ଫିଫା ବିଶ୍ୱକପ୍‌ରେ ଆଜି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ : ଜର୍ମାନୀକୁ ଭେଟିବ ମେସ୍କିକୋ

କଲିନଙ୍ଗରାଦ : ଆଜି ଫିଫା ବିଶ୍ୱକପ୍‌ରେ ଦର୍ଶକ ଦେଖିବେ ଏକ ହାଇପ୍ରୋଫାଇଲ୍‌ ମ୍ୟାଚ୍‌। ଗ୍ରୁପ୍‌ ଏରେ ମୁକାବିଲା ହେବ ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ମେସ୍କିକୋ ମଧ୍ୟରେ। ଗତଥରର ଚାମ୍ପିଆନ୍‌ ତଥା ୪ଥର ବିଶ୍ୱକପ୍‌ ଜିତିଥିବା ଜର୍ମାନୀ ଏଥର ମଧ୍ୟ ଟାଇଟଲ ପାଇଁ ଲଢେଇ କରିବ। ଏଥର ଜର୍ମାନୀ…