Browsing Tag

missing

କୁଆଡେ ଗଲେ ମୋ ବାପା? କିଏ ଯଦି ଦେଖିବ ଦୟାକରି ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ

କଟକ(କେନ୍ୟୁଜ୍) : ବାପାଙ୍କୁ ଖୋଜୁଛି ପୁଅ। ଯାଜପୁରର ଏକ ଘରୋଇ ପ୍ଲାଣ୍ଟରେ କାମ କରୁଥିବା ଜୟବୋଧ କୁମାର ଝା । ଯାହାଙ୍କ ଦେହ ଚାରି ଦିନ ତଳେ ଅସୁସ୍ଥ ହୋଇ ପଡ଼ିଥିଲା । ସେଥିପାଇଁ ତାଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ଏସିସିବି କାଜୁଆଲଟିରେ ଚିକିତ୍ସା ହେବା ପରେ…

ନେପାଳରେ ବିମାନ୍‌ ଦୁର୍ଘଟଣା: ନିଖୋଜଙ୍କ ମଧ୍ୟରେ ୪ ଓଡିଶାର

ଭୁବନେଶ୍ବର(କେନ୍ୟୁଜ୍):  ନେପାଲରେ ଯାତ୍ରୀବାହୀ ବିମାନ୍‌ ଦୁର୍ଘଟଣାଗ୍ରସ୍ତ । ପୋଖରାରୁ ଜୋମସୋମ୍‌ ଯାଉଥିବା ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କ୍ରୁ ମେମ୍ବର ସମେତ ୨୨ ଜଣ ଥିଲେ । ତେବେ ନିଖେଜର ପ୍ରାୟ ୬ ଘଣ୍ଟା ପରେ ତାରା ଏୟାର 9NAET ଟ୍ଵିନ ଇଞ୍ଜିନ ବିମାନକୁ…

ପୋଖରୀରୁ ଦଳ କାଢ଼ିବାକୁ ଯାଇ ଜଣେ ଶ୍ରମିକ ନିଖୋଜ, ଖୋଜାଖୋଜି ଜାରି ରଖିଛି ଏନଡିଆରଏଫ ଟିମ

ବାଲେଶ୍ଵର (କେନ୍ୟୁଜ): ପୋଖରୀରୁ ଦଳ କାଢ଼ିବାକୁ ଯାଇ ଜଣେ ଶ୍ରମିକ ନିଖୋଜ । ବାଲେଶ୍ୱର ଟାଉନହଲ ନିକଟରେ ଥିବା ବାଘ ପୋଖରୀରୁ ଦଳ କାଢ଼ିବା ପାଇଁ ଯାଇଥିବା ବେଳେ ଶ୍ରମିକ ଜଣକ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଦଳ କାଢ଼ିବ ପାଇଁ ନୀଳଗିରିରୁ…

ମଝି ନଦୀରେ ଓଲଟିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ। ଦୁଇ ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଓରାପଦର ଗାଁର । ଆଜି ନାରିଙ୍ଗ ଝୋଲା ଗାଁ ରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନି ଜଣ…

ଯୋବ୍ରା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ, ଜଣେ ନିଖୋଜ

କଟକ (କେନ୍ୟୁଜ): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ। ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ ଆୟୁର ଖାଁଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ। ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି। ଗତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ, ଟ୍ରେନ୍‌ ଭିତରେ GRP ପିଟୁଥିବା ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ସୋର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ। ଟ୍ରେନ୍‌ ଭିତରେ GRP ପିଟୁଥିବା ଭିଡିଓ ଭାଇରାଲ ପରେ ବାଲେଶ୍ୱର GRP ଥାନାରେ ମାମଲା। ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ଜଣେ ଯୁବକ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ସେ ଟ୍ରଲରରେ ମାଛ ମାରିବା କାମ କରୁଥିଲେ। କିନ୍ତୁ ୨୨…

ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ଦୃଷ୍ଟିହୀନ ଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ରମାଦେବୀ ବିଶ୍ୱବିଦ୍ୟାଳୟର ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୋଲିସ୍ ଏମାନଙ୍କୁ ମଥୁରା ଷ୍ଟେସନରୁ ଉଦ୍ଧାର କରିଛି। ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଆଣିବା ପାଇଁ…

ଭୁବନେଶ୍ୱରରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା; ଜମତରା ଗ୍ୟାଙ୍ଗ ସହ ଛାତ୍ରଙ୍କ ଲିଙ୍କ୍‌ ଥିବା ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ସାଂଘାତିକ ତଥ୍ୟ। ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ କୁଖ୍ୟାତ ଜମତରା ଗ୍ୟାଙ୍ଗ ଲିଙ୍କ ଥିବା ଜଣାପଡିଛି। ସେମାନଙ୍କୁ ସମ୍ବଲପୁର ଅଇଁଠାପାଲି ଠାରେ ଠାବ କରିବା ପରେ ଗିରଫ କରିଛି ପୋଲିସ।…

ଢେଙ୍କାନାଳ: ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ, ରାସ୍ତାରୁ ମିଳିଲା ମଟରସାଇକେଲ ଓ ଚପଲ; ଅପହରଣ ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ପ୍ରାର୍ଥୀ ହେଉଛନ୍ତି ସୁବ୍ରତ ବେହେରା । ପୁସିଂ କାର୍ଡ ଛପାଇ ଫେରିବା ବେଳେ ନିଖୋଜ ଅଭିଯୋଗ । କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ଚିନ୍ତା ପୋଖରୀ ନିକଟରୁ ବାଇକ୍‌…

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ! ପୋଲିସର ତନାଘନା ଆରମ୍ଭ

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ଅଭିଯୋଗ । ଏ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁରୀ ସଦରଥାନା ପୋଲିସ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି କି…

ନିଖୋଜ ଜଗୁଆଳିଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍

ଘଟଗାଁ(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତେଳାପଶି ପଂଚାୟତ ଅନ୍ତର୍ଗତ ଧନୁର୍ଯ୍ଯୟପୁର ହାଇସ୍କୁଲର ଚତୁର୍ଥଶ୍ରେଣୀ କର୍ମଚାରୀ ନିରଞ୍ଜନ ନାଏକ ଗତ ୨୮ତାରିଖରୁ ନିଖୋଜ ଥିବା ବେଳେ ଆଜି ଏକ ପରିତ୍ଯକ୍ତ କୂଅରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା…

ଓକାକ୍‌ କର୍ମଚାରୀ ନିଖୋଜ, ୩ ଦିନ ହେଲା ଟେର୍ ପାଉନି ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍) : ଓକାକ୍‌ କର୍ମଚାରୀ ନିଖୋଜ। ଗତ ୩ ଦିନ ହେଲା ଓକାକ୍‌ କର୍ମଚାରୀ ସ୍ୱାଧୀନ ବେହେରା ନାମକ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ଆଚାର୍ଯ୍ୟବିହାରସ୍ଥିତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରୁ ସେ ନିଖୋଜ ହୋଇଥିବା କୁହାଯାଉଛି। ଏ ନେଇ ସ୍ବାଧୀନଙ୍କ ମା’ ସୁଷମା…