Browsing Tag

mobile

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ : ମାରଣାସ୍ତ୍ର ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟି ନେଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ବର (କେନ୍ଯୁଜ୍): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ଖଣ୍ଡା ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟିନେଲେ ମୋବାଇଲ ଓ ସୁନା ମୁଦି । ନୟାପଲ୍ଲୀ ଥାନା ଠାରୁ ମାତ୍ର ୧୦୦ ମିଟରରେ ଦୂରରେ ଲୁଟ୍‌ ହୋଇଛି । କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟରଞ୍ଜନ ସେଠୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଇଛନ୍ତି…

ଉଦ୍ଧବ ସରକାରଙ୍କ ଅଜବ ନିର୍ଦ୍ଦେଶ, ଅଫିସ୍‌ରେ ମୋବାଇଲ ଓ ସୋସିଆଲ ମିଡିଆର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ…

ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶ ମୁତାବକ, ସେତିକି ଜରୁରୀ ନ ହେଲେ କୌଣସି କର୍ମଚାରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ମହାରାଷ୍ଟ୍ର ସରକାରଙ୍କ ତରଫରୁ ଶୁକ୍ରବାର (ଜୁଲାଇ ୨୩)ରେ ଜାରି…

ପୃଥିବୀକୁ ମାଡିଆସୁଛି ସୌର ଝଡ଼: ସମଗ୍ର ବିଶ୍ବର ବିଜୁଳି, ମୋବାଇଲ ସିଗନାଲ, GPS ହେବ ପ୍ରଭାବିତ

ମାଡ଼ି ଆସୁଛି ସୌର ଝଡ଼ । ଏହା ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ଗତି କରୁଛି । ଫଳରେ ମୋବାଇଲ ସିଗନାଲ, GPS ପ୍ରଭାବିତ ହେବ । ଏଭଳି ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ଏକ ବଡ଼ ଧରଣର ସୌର ଝଡ଼ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଏହାର ଗତି ଆହୁରି ବଢ଼ିପାରେ…

ଟିଭିର ରିମୋଟ୍‌ ଭଳି କାମ କରିପାରିବ ଆପଣଙ୍କ ସ୍ମାର୍ଟଫୋନ୍‌, ଜାଣନ୍ତୁ କେମିତି

ଏବେ କେବଳ ମୋବାଇଲ ଫୋନ୍‌ ନୁହେଁ ବରଂ ଟେଲିଭିଜନ୍‌ ବି ସ୍ମାର୍ଟ ହୋଇଯାଇଛି। ପୂର୍ବରୁ ଲୋକମାନେ ସ୍ମାର୍ଟ ଟିଭି କିଣିବାକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଥିଲେ। କିନ୍ତୁ ଏବେ ଆଉ ସେ ଟେନ୍‌ସନ୍‌ ନାହିଁ। ଏବେ ୧୫ ହଜାର ଟଙ୍କାରେ ବି ସ୍ମାର୍ଟ ଟିଭି ଉପଲବ୍ଧ ହେଉଛି। ତେବେ ବେଳେବେଳେ ଏହି…

ଏବେ ହାତକୁ ଦିଅନ୍ତୁ ଆରାମ, ମୋବାଇଲେ କଥା କହି ଟାଇପ୍‌ କରନ୍ତୁ ହିନ୍ଦୀ

ଇଣ୍ଟରନେଟ୍‌ ର ଚାହିଦା ଯେପରି ବଢିବାରେ ଲାଗିଛି ସେପରି ଇଣ୍ଟରନେଟରେ ହିନ୍ଦୀ ଭାଷାର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଲୋକମାନେ ସୋସିଆଲ ମିଡିଆରେ ନିଜ ନିଜ ଆକାଉଣ୍ଟରେ ହିନ୍ଦୀରେ ବଡ ବଡ ପୋଷ୍ଟ ଲେଖି ସେୟାର କରୁଛନ୍ତି। ବର୍ତ୍ତମାନ ପୂର୍ବଭଳି ମୋବାଇଲରେ ହିନ୍ଦୀର ସପୋର୍ଟ ନାହିଁ…

ଆଉ ଦରକାର ପଡିବନି କରେଣ୍ଟ, ନିଜ ଶରୀରର ତାପରୁ ଚାର୍ଜ କରି ପାରିବେ ସ୍ମାର୍ଟଫୋନ !

ଆଜିକାଲି ମୋବାଇଲ ସମସ୍ତଙ୍କର ଅତ୍ୟାବଶ୍ୟକ ଜିନିଷ ଭାବେ ପରିଗଣିତ ହେଉଛି। ଅତ୍ୟଧିକ ମୋବାଇଲ ବ୍ୟବହାର ଆଉ ଗେମ୍‌ ଖେଳିବା ଯୋଗୁଁ ଅଧିକାଂଶ ସମୟରେ ଚାର୍ଜ ମଧ୍ୟ ସରିଯାଇଥାଏ। ଯଦି ଆପଣ ଏହି ସମୟରେ ବାହାରକୁ ଯାଇଥାନ୍ତି, ତେବେ ତ କଥା ସରିଲା। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ବେଳକୁ ଆପଣଙ୍କ ଫୋନ…

ପିଲା ଅଧିକ ମୋବାଇଲ ବ୍ୟବହାର କରୁଥିଲେ ଆପଣାନ୍ତୁ ଏହି ଉପାୟ, ଆପେ ଛାଡ଼ିଯିବ ଫୋନ୍‌ ଅଭ୍ୟାସ

ଆଜିକାଲି ଲୋକଙ୍କ ଜୀବନରେ ମୋବାଇଲ ଫୋନ୍‌ ଏକ ଜରୁରୀ ବସ୍ତୁ ପାଲଟିଛି। ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍‌ର ଆବଶ୍ୟକତା ପଡ଼ୁଛି। କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ମାତ୍ର ପିଲାଙ୍କ ହାତରୁ ଫୋନ୍‌ ଛଡ଼ାଇବ କିଏ? ଛୁଆ ଛୋଟ…

ଅତ୍ୟଧିକ ମୋବାଇଲ୍‌ ବ୍ୟବହାର କରିବା ହେଲା କାଳ, ମହିଳାଙ୍କୁ କାଟିବାକୁ ପଡ଼ିଲା ଡାହାଣ ହାତ

ମୋବାଇଲ, ମୋବାଇଲ, ମୋବାଇଲ... ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା…

ଅଙ୍କ ଜ୍ୟୋତିଷ ଅନୁସାରେ ଆପଣଙ୍କ ମୋବାଇଲ ନମ୍ବର ବଦଳାଇପାରେ ଭାଗ୍ୟ, ଜାଣନ୍ତୁ କେଉଁ ଚାକିରିଆଙ୍କ ପାଇଁ କେଉଁ ନମ୍ବର…

ପ୍ରାୟତଃ ଲୋକମାନେ ନିଜ ହିସାବରେ ମୋବାଇଲ ଓ ଗାଡ଼ି ନମ୍ବର ଚୟନ କରିଥାନ୍ତି। ଅଙ୍କଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜନ୍ମତାରିଖର ମୂଳାଙ୍କ ମୋବାଇଲ ନମ୍ବରରେ ରହିଲେ ଭାଗ୍ୟ ଚମକିଥାଏ। ଏଣୁ ମୋବାଇଲ ନମ୍ବର ନେବା ବେଳେ ସବୁବେଳେ ଜନ୍ମ ତାରିଖର ମୂଳାଙ୍କ ଅନୁସାରେ ନେବା ଉଚିତ। ପୁରୁଣା ମୋବାଇଲ…

୧ହଜାର ଟଙ୍କାରୁ ଆହୁରି କମ୍‌ ଦମରେ କିଣନ୍ତୁ ଏହି ସାନଦାର ମୋବାଇଲ, ଦମଦାର ବ୍ୟାଟେରୀ ସହିତ ମିଳିବ ଜବରଦସ୍ତ ଫିଚର୍ସ

ଆଜିର ଦୁନିଆ ସ୍ମାର୍ଟଫୋନର ଦୁନିଆ। ଏବେ ଅଧିକାଂଶ ଟେକ୍‌ କମ୍ପାନୀ ଖାସ୍‌ ଫିଚର୍ସ ଦ୍ୱାରା ଲେସ୍‌ କରାଯାଇଥିବା ସ୍ମାର୍ଟଫୋନକୁ ବଜାରରେ ପ୍ରବେଶ କରୁଛନ୍ତି। ଲୋକମାନେ ବି ଏହି ଡିଭାଇସେଜକୁ ଖୁବ ପସନ୍ଦ କରୁଛନ୍ତି। ଆଜିକାଲି ଲୋକମାନେ ଫିଚର ବିଶିଷ୍ଟ ଫୋନ କିଣିବାକୁ ପସନ୍ଦ କରୁଛନ୍ତି।…

ପୁଅର ମୋବାଇଲ ନିଶା ଛଡ଼ାଇବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ଆଜିକା ସମୟରେ ମୋବାଇଲର ଚାହିଦା କଥା ନ କହିଲେ ଭଲ । ମୋବାଇଲ ବିନା ଆଉ କିଛି କାମ ବି ହେଇପାରୁନି । କିଛି ଲୋକଙ୍କର ମୋବାଇଲ ବିନା ଦଣ୍ଡେ ବି ବଞ୍ଚିବା ବି ଯେମିତି ମୁସ୍କିଲ ହେଇଯାଉଛି । ଖାଇବା, ପିଇବା, ଶୋଇବା, ଉଠିବା ପରି ସବୁ କାମରେ ମୋବାଇଲ ଯେମିତି ତାଙ୍କ ସାଥିରେ ହିଁ…

ଏବେ ମୋବାଇଲ୍‌ ଫୋନ୍‌ ଗ୍ରାହକ ୩ ଦିନରେ ବଦଳାଇ ପାରିବେ ଅପରେଟର

ଦୂରସଞ୍ଚାର ନିୟାମକ ‘ଟ୍ରାଇ’ ମଙ୍ଗଳବାର ମୋବାଇଲ୍‌ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି) ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ଆଣିଛି। ଟ୍ରାଇ ଏବେ ଗୋଟିଏ ହିଁ ସର୍ଭିସ୍‌ ଏରିଆର ମୋବାଇଲ୍‌ ନମ୍ବରକୁ ଅନ୍ୟ କମ୍ପାନୀରେ ପୋର୍ଟ କରିବାର ପ୍ରକ୍ରିୟା ଲାଗି ସମୟ ସୀମା ୩ ଦିନ ଧାଯ୍ୟର୍ କରିଛି।…