କିଏ ହେବ ଅମ୍ବାନୀ ଏମ୍ପାୟାରର ମାଲିକ? ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଇସାରା ଦେଲେ ମୁକେଶ
କେନ୍ୟୁଜ୍(ବ୍ୟୁରୋ): କିଏ ହେବେ ଅମ୍ବାନୀଙ୍କ ଉତ୍ତରାଧିକାରୀ ? ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୬୪ ବର୍ଷରେ ପହଞ୍ଚିଲେଣି । ତେଣୁ ଏବେ ଅମ୍ବାନୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତରାଧିକାରୀଙ୍କୁ ନେଇ ଗତକାଲି ରିଲାଏନ୍ସ ଫ୍ୟାମିଲି ଡେ'ର ଏକ…