Browsing Tag

murder case

କ୍ୟାମେରାମ୍ୟାନ ହତ୍ୟା ମାମଲା: ପ୍ରଥମ ଥର ମୁହଁ ଖୋଲିଲେ ଘଟଣାଦିନ ମାନସଙ୍କ ସହ ସୁଟିଂରେ ଯାଇଥିବା ସହଯୋଗୀ ଦୀପକ

ଚାନ୍ଦବାଲି(କେନ୍ୟୁଜ୍): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଖୋଜୁଛି ପୋଲିସ । ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଫେରାର । ଏଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଘଟଣାଦିନ ମାନସ ସ୍ୱାଇଁଙ୍କ ସହ ସୁଟିଂରେ ଯାଇଥିବା ସହଯୋଗୀ ଦୀପକ ସାହୁ ।…

ରାଜନଗର :ଭଉଣୀକୁ ଉଠାଇ ନେଲେ, ଦାଦାଙ୍କୁ ମାରିଦେଲେ: ଯୁବକ; ଘଟଣାରେ ୪ ଗିରଫ

ରାଜନଗର (କେନ୍ୟୁଜ): ରାଜନଗର ଥାନା ଅଞ୍ଚଳରେ ଏକ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ଘଟିଛି। ଚନ୍ଦ୍ରଶିଖର ଗାଁର ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ଅଭିଯୋଗ ମୁତାବକ ଗତକାଲି ରାତି ପ୍ରାୟ ୯ ଟା ୩୦ ରେ ୪ ଟି ବାଇକ ଯୋଗେ କିଛି ଯୁବକ ଆସି ଆମ ଭଉଣୀ କୁ ଉଠେଇ ନେଇଥିଲେ । ଏହା ପରେ ମୋ ଦାଦା…

ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ : ମୁଖ୍ଯ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛି…

ପୁରୀ (କେନ୍ୟୁଜ): ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ୍‌ ଗୁନ ସିଂହାରୀ ଗୁଳିକାଣ୍ଡ ହତ୍ୟା ଘଟଣାର ଆଜି ଶୁଣାଣି ହୋଇଛି। ମୁଖ୍ଯ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛନ୍ତି ଅତିରିକ୍ତ ସେସନ କୋର୍ଟ। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା…

ବୌଦ୍ଧ: ଜାତୀୟ ରାଜପଥ କଡରୁ ଯୁବକଙ୍କ ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର

ବୌଦ୍ଧ(କେନ୍ଯୁଜ୍): ଯୁବକଙ୍କ ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର। ବୌଦ୍ଧ ଜିଲ୍ଲା ସଦର ଥାନା ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଯୁବକ ରକ୍ତ ଜୁଡୁବୁଡୁ ମୃତ ଦେହକୁ ଉଦ୍ଧାର କରିଛି ବୌଦ୍ଧ ପୋଲିସ । ମୃତଦେହ ନିକଟରୁ ଟାଙ୍ଗିଆ ମଧ୍ୟ ଜବତ। ମୃତକ ହେଲେ ସରସରା ଗ୍ରାମର ଅନାମୁ ର୍ମିଦ୍ଧା ।…

ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ ବର୍ଷ ଶେଷରେ ଅଭାବନୀୟ ଘଟଣା: ଶଳାର ଖଣ୍ଡା ଚୋଟରେ ଭିଣୋଇ ମୃତ

 ଭୁବନେଶ୍ୱର(କେନ୍ଯୁଜ୍): ବର୍ଷର ଶେଷ ଦିନରେ ରାଜଧାନୀରେ ହତ୍ୟାକାଣ୍ଡ । ଶଳାର ଖଣ୍ଡା ଚୋଟରେ ଭିଣୋଇ ମୃତ । ଭୁବନେଶ୍ୱର ମଞ୍ଚେଶ୍ୱର ଧିରିକୁଟି ବସ୍ତିରେ ଅଭାବନୀୟ ଘଟଣା । ମୃତକ ହେଲେ ନୟାଗଡର ସୁଶାନ୍ତ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ…

ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌, ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାର ଖୋଲିବ ରହସ୍ୟ

ପୁରୀ (କେନ୍ୟୁଜ): ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ ପିଏସଓଙ୍କ ମୃତ୍ୟୁର ଖୋଲିବ ରହସ୍ୟ । ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାର ସତ ଖୋଜିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଗଠନ ହୋଇଛି ୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ଓ ଏଥିରେ…

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ: ମଦୁଆ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ଼(କେନ୍ଯୁଜ୍): ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଘରୋଇ କଳହକୁ ନେଇ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ଅଭିଯୁକ୍ତ ରାଜୁ ଏକ୍କା ଓ ତାଙ୍କ ସ୍ତ୍ରୀ ନିଅତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା…

ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପ୍ରଦୋଷ କୁମାର ନାୟକ ଗିରଫ

କଟକ(କେନ୍ଯୁଜ୍): ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ପ୍ରଦୋଷ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କଲା ମଙ୍ଗଳାବାଗ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ଯ ଜବତ କରାଯାଇଛି। ନିଜ ସାନ ଭାଇ ପ୍ରସନ୍ନ କୁମାର ନାୟକକୁ ହତ୍ୟା କରିଛି ଗିରଫ ଅଭିଯୁକ୍ତ। କଟକ…

୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ନିଜ ଆଡୁ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ୨୦୧୭ରେ ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି । ୪ ପୋଲିସ ଅଧିକାରୀ ହେଲେ ଜୟପୁର ଟାଉନ…

ପଇସା ପାଇଁ ପିଶାଚ ସାଜିଲା ମଣିଷ, ଇନ୍ସୁରାନ୍ସ ଟଙ୍କା ପାଇବା ପାଇଁ ସାପ କାମୁଡ଼ାଇ ନିରୀହକୁ ମାରିଦେଲେ

ନିକଟରେ ଏକ ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଦେହ ଶିହରି ଉଠିବ । ମନରେ ନିଶ୍ଚିତ ରୂପେ ଥରେ ଆସିବ ନିଜର ସ୍ବପ୍ନ ପୁରା କରିବାକୁ ମଣିଷ କଣ ଏତେ ନିଷ୍ଠୁର ହୋଇପାରେ । ଏମିତିକି ଜଣେ ଲୋକକୁ ନିଷ୍ଠୁର ଭାବରେ ମାରିଦେଇପାରେ । ବୀମାର ୩୭.୪୪ କୋଟି ଟଙ୍କା ହଡପ କରିବା ପାଇଁ ଏକ…

ମନୀଷ ମୃତ୍ୟୁ ମାମଲା : ତିନି ସାଙ୍ଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ

ଭୁବନେଶ୍ୱର (କେନ୍ୟୁଜ ): ଖୋଲିବ ରହସ୍ୟମୟ ରାତିର ଗୁମର । ମନୀଷ ଅନୁରାଗ ହତ୍ୟା ମାମଲାରେ ସତ ଉଗାରିବେ ୩ ସାଙ୍ଗ । ଆଜିଠୁ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ । ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ…

ବୋହୂକୁ ପଥରରେ ଛେଚି ଶାଶୁ ହତ୍ୟା କରିଥିବା ଅଭିଯୋଗ, ଶାଶୁକୁ ଥାନାରେ ଅଟକ ରଖି ପୋଲିସର ଜେରା

ଯାଜପୁର(କେନ୍ୟୁଜ୍‌) : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅରଖପୁର ପଂଚାୟତ ହରିଚନ୍ଦନପୁର ଗ୍ରାମରେ । ମୃତକ ହେଲେ ଶାନ୍ତିଲତା ଦାସ । ସୂଚନା ମୁତାବକ ଦୀର୍ଘଦିନ ଧରି ଶାଶୁ ଓ ବୋହୂଙ୍କ…