Below header
Browsing Tag

nirbhaya case

ନିର୍ଭୟା ମା ଆଶା ଦେବୀଙ୍କ ନିବେଦନ, ଦୋଷୀଙ୍କ ଆବେଦନକୁ ତୁରନ୍ତ ଖାରଜ କରାଯାଉ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତାରିଖ ପରେ ତାରିଖ ଗଡ଼ି ଚାଲିଛି । ଦୀର୍ଘ ୭ ବର୍ଷ ପରେ ବି ଜେଲ୍‌ରେ ଥିବା ୪ ଦୋଷୀଙ୍କୁ ମିଳିନି ମୃତ୍ୟୁଦଣ୍ଡ । ଦୁଇ ଦୁଇ ଥର ଫାଶୀର ତାରିଖ ଟଳି ସାରିଛି । ପୁଣି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖକୁ ଫାଶୀର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହି ଦିନ…

ନିର୍ଭୟା ମାମଲା : ପୁଣି ଫାଶୀ ତାରିଖ ଘୁଞ୍ଚିବା ଆଶଙ୍କା, ଆଜି ଅକ୍ଷୟ ଆବେଦନ କଲା ରଜକ୍ଷମା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନେ ଫାଶୀକୁ ବିଳମ୍ବ କରିବା ଏବଂ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଚାଲ୍‌ ଚଳାଇ ଚାଲିଛନ୍ତି । ଗତକାଲି ପବନ ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିବା ପରେ ଆଜି ଅକ୍ଷୟ କୁମାର ସିଂହ ପୁଣି ଥରେ ରାଜକ୍ଷମା ପାଇଁ…

ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରି ଜଣଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପବନ ଗୁପ୍ତା ଆଜି ସୁପ୍ରିମ୍‌ କୋର୍ଟରେ ତାର କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛି । ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ଲାଗି ସେ ତାର ପିଟିସନ୍‌ରେ ଅନୁରୋଧ…

ମାର୍ଚ୍ଚ ୩ରେ ହୋଇନପାରେ ନିର୍ଭୟା ଦୋଷୀଙ୍କୁ ଫାଶୀ, ଜାଣନ୍ତୁ କାହିଁକି

ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ହେବ କି ଏକାଠି ସେ ନେଇ କେନ୍ଦ୍ର ତରଫରୁ କରାଯାଇଥିବା ପିଟିସନ୍‌କୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଶୁଣାଣିକୁ ଟାଳିବା ପରେ ୩ ମାର୍ଚ୍ଚରେ ୪ ଦୋଷୀଙ୍କୁ ଫାଶୀ ହେବା ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି।…

ଆସନ୍ତା ତିନି ତାରିଖରେ ଫାଶୀ ଖୁଣ୍ଟରେ ୪ ନିର୍ଭୟା ଦୋଷୀ, ଏଥର ଆଉ ଘୁଞ୍ଚିବନି ତ ତାରିଖ

ନୂଆଦିଲ୍ଲୀ : ଆସନ୍ତା ତିନି ତାରିଖରେ ଫାଶୀ ଖୁଣ୍ଟରେ ୪ ନିର୍ଭୟା ଦୋଷୀ । ପୂର୍ବରୁ ଦୁଇ ଥର ଡେଥ ଓ୍ଵାରେଣ୍ଟ ଉପରେ ରୋକ୍‌ ଲାଗିଥିବା ବେଳେ ନୂଆ ତାରିଖ ଉପରେ ମଧ୍ୟ ରୋକ୍‌ ଲାଗିବା ସମ୍ଭାବନା ରହିଛି। କାରଣ ତିନି ଜଣ ଦୋଷୀଙ୍କ ରାଜକ୍ଷମା ଖାରଜ ହୋଇ ସାରିଥିବା ବେଳେ ପଓ୍ଵନ ଗୁପ୍ତା ପାଇଁ…

ଫାଶୀ ପୂର୍ବରୁ ପରିବାର ଲୋକଙ୍କୁ କେବେ ଭେଟିବେ ନିର୍ଭୟା ଦୋଷୀ? ଚାରି ଜଣଙ୍କୁ ଚିଠି ଲେଖି ପଚାରିଲେ ତିହାର ଜେଲ…

ନୂଆଦିଲ୍ଲୀ: ମାର୍ଚ୍ଚ ତିନିରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ହେବ ଫାଶୀ । ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀଙ୍କୁ ପଚାରିଛନ୍ତି ଯେ କେବେ ପରିବାରଙ୍କୁ ଭେଟିବାକୁ ଚାହିଁବେ । ଅନ୍ତିମ ଦର୍ଶନ ପାଇଁ ପ୍ରଶ୍ନ କରାଯାଇଛି । ଏନେଇ ଚାରି ଦୋଷୀଙ୍କୁ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ ।…

ନିର୍ଭୟା ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ, ଜେଲ କାନ୍ଥରେ ମୁଣ୍ଡ ପିଟି ପିଟି କରିଛି ଏଭଳି ପ୍ରୟାସ

ନୂଆଦିଲ୍ଲୀ: ତିହାର ଜେଲରେ ନିର୍ଭୟା ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ । ଜେଲ କାନ୍ଥରେ ମୁଣ୍ଡ ପିଟି ପିଟି ଆତ୍ମହତ୍ୟା ଉଦ୍ୟମ କରିଛି ବିନୟ । ଗତ ୧୬ତାରିଖରେ ସେ ଏଭଳି ଉଦ୍ୟମ କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିବା ଦ୍ବାରା ସେ ସାମାନ୍ୟ ଆହତ ହୋଇଥିବା ତିହାର ଜେଲ…

ନିର୍ଭୟା ଦୋଷୀଙ୍କ ଭୟ ବଢ଼ିଲା, ଭାବିନେଲେ ଯେ ‘ଏଥର ଫାଶୀ ସୁନିଶ୍ଚିତ’! ଜେଲ୍‌ ଭିତରେ ବିନୟ କରୁଛି ଏମିତି କାମ

ପଟିଆଲା ହାଉସ୍‌ କୋର୍ଟ ଗତ ସୋମବାର ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ତୃତୀୟ ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ଯଦି କୌଣସି ଆଇନଗତ ବାଧା ନ ଉପୁଜେ, ତା’ହେଲେ ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। କିନ୍ତୁ ସମସ୍ତ ଦୋଷୀ ଏବେ ପୁଣିଥରେ ଫାଶୀ…

କୁଆଡ଼େ ଗଲେ ନିର୍ଭୟା କାଣ୍ଡର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ? କାହିଁକି ଅଜ୍ଞାତବାସ କରୁଛନ୍ତି ନିର୍ଭୟାଙ୍କ ବନ୍ଧୁ?

ଦୀର୍ଘ ୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ସୋମବାର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ସାରା ଦେଶରେ ଖୁସିର ଲହରି ଜାରି ରହିଥିବା ବେଳେ କୌଣସି ଗଣମାଧ୍ୟମରେ ନିର୍ଭୟାଙ୍କ ବନ୍ଧୁ…

ନିର୍ଭୟା ମାମଲା: ଫାଶୀକୁ ନେଇ ନିଶ୍ଚିତ ଅଛନ୍ତି ବୋଲି କହିଲେ ନିର୍ଭୟାଙ୍କ ଓକିଲ, ଜାଣନ୍ତୁ ଏହା ପଛର କାରଣ କ’ଣ

ଶେଷରେ ଘୋଷଣା ହୋଇଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। ପଟିଆଲା କୋର୍ଟ ସୋମବାର ଚାରି ଦୋଷୀଙ୍କ ତୃତୀୟ ଡେଟ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ଅତିରିକ୍ତ ସେସନ୍‌ ଜଜ୍‌ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତାରିଖ ଘୋଷଣା ହେବା ପରେ ସବୁଠାରୁ ଅଧିକ ଖୁସି…

ନିର୍ଭୟା ମାମଲା : ଜାରି ହେଲା ନୂଆ ଡେଥ୍‌ ଓ୍ଵାରେଣ୍ଟ, ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନର ରାକ୍ଷସ

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ଦୋଷୀ । ଜାରି ହେଲା ନୂଆ ଡେଥ୍‌ ଓ୍ଵାରେଣ୍ଟ । ସକାଳ ୬ଟାରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ଏନେଇ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ପୂର୍ବରୁ ଦୁଇ ଥର ଡେଥ୍…

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଜାରି ହେବ କି ନୂଆ ଡେଥ୍ ଓ୍ଵାରେଣ୍ଟ? ଆଜି ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସକୋର୍ଟ

ନୂଆଦିଲ୍ଲୀ: କେବେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ ? ତାରିଖ ପରେ ତାରିଖ ଗଡୁଛି, ହେଲେ ଆସୁନି ନୂଆ ଡେଥ୍ ଓ୍ଵାରେଣ୍ଟ । ଆଜି ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଜାରି ହେବ କି ନୂଆ ଡେଥ୍ ଓ୍ଵାରେଣ୍ଟ ? କେନ୍ଦ୍ର ସରକାର ଓ ନିର୍ଭୟାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ…