ହାତରେ ଏହି ଚିହ୍ନ ଥିଲେ ମିଳିଥାଏ ରାଜଯୋଗ, ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ଅଛି କି ନାହିଁ
କୁହାଯାଏ ହାତର ରେଖା ବ୍ୟକ୍ତିର ପୂର୍ବ ଓ ଆସନ୍ତା ଜୀବନ ସମ୍ପର୍କରେ ବହୁତ କିଛି କହିଥାଏ । ହସ୍ତରେଖା ଶାସ୍ତ୍ର କଥା କହିବାକୁ ଗଲେ ଏମିତି କିଛି ରେଖା ହାତରେ ରହିଥାଏ ଯାହା ବ୍ୟକ୍ତିକୁ ରାଜଯୋଗ ସମ୍ପର୍କରେ ସୂଚନା ଦେଇଥାଏ । ଆସନ୍ତୁ ଜାଣିବା ଆପଣଙ୍କ ହାତର ରେଖାରେ ରାଜଯୋଗ ଅଛି କି ନାହିଁ ।…