Browsing Tag

priyanka chopra

ଏହି ଜିନିଷକୁ ସବୁବେଳେ ନିଜ ସାଥିରେ ରଖନ୍ତି ପ୍ରିୟଙ୍କା ଚୋପ୍ରା, ଖୁଲାସା କଲେ ଦେଶୀ ଗାର୍ଲ

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସଙ୍କୁ ବାହା ହୋଇ ବିଦେଶ ଚାଲିଯାଇଛନ୍ତି, କିନ୍ତୁ ଏବେବି ସେ ପୂରାପୁରୀ ଦେଶୀ । ତାଙ୍କର ଇନଷ୍ଟାଗ୍ରାମରେ ଏହି କଥାର ଝଲକ୍‌ ଦେଖିବାକୁ ମିଳିଯାଏ। ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ଚୋପ୍ରା ଜଣାଇଥିଲେ ଯେ ସେ ଜମା ବି ଏହା ଅନୁଭବ କରୁନାହାଁନ୍ତି ଯେ…

ସ୍ୱାସ୍ଥ୍ୟ ବିଭାଗର ସାଂଘାତିକ ତ୍ରୁଟି: ବିହାରର କୋଭିଡ୍‌ ଟିକାକରଣ ତାଲିକାରେ ମୋଦି, ସୋନିଆ, ପ୍ରିୟଙ୍କା ଚୋପ୍ରାଙ୍କ…

କୋଭିଡ୍‌ ଡୋଜ୍‌ ତାଲିକାରେ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧି, ଅମିତ ଶାହ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ। ବିହାରର ଅରୱଲ ଜିଲ୍ଲାସ୍ଥିତ କାର୍ପି ବ୍ଲକରେ କୋଭିଡ୍‌ ଟିକାକରଣକୁ ନେଇ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଭିଡ୍‌ ଟିକାକରଣ ତାଲିକାରେ ପ୍ରଧାନମନ୍ତ୍ରୀ…

ଇନଷ୍ଟାଗ୍ରାମରୁ ସ୍ୱାମୀଙ୍କ ସରନେମ୍ ହଟାଇଲେ ପ୍ରିୟଙ୍କା, ଛାଡ଼ପତ୍ରକୁ ନେଇ ଏପରି ପ୍ରଶ୍ନ କଲେ ଫ୍ୟାନ୍ସ

ବଲିଉଡ ରୁ ହଲିଉଡ଼ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପ୍ରିୟ ଦମ୍ପତି। କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ନଭେମ୍ବର ୨୨ ରେ, ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ 'ଜୋନାସ' ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା ପରଠାରୁ ଉଭୟଙ୍କ…

ନିଜର ଷ୍ଟ୍ରେସକୁ କମ୍‌ କରିବା ପାଇଁ ସମୁଦ୍ରର ଗଭୀର ପାଣିକୁ ଡେଇଁପଡିଲେ ପ୍ରିୟଙ୍କା ଚୋପ୍ରା, ଦେଖନ୍ତୁ ଫଟୋ

ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ପେନରେ ସମୟ ବିତାଉଛନ୍ତି। ୱେବ ସିରିଜ ‘ସିଟାଡେଲ’ର ସୁଟିଂରେ ବ୍ଯସ୍ତ ରହିଛନ୍ତି। ଗତ କିଛିଦିନ ତଳେ ମା’ ମଧୁ ଚୋପ୍ରାଙ୍କ ସହିତ ବୁଲୁଥିବାର ନଜର ଆସିଥିଲେ। ନିଜର ଷ୍ଟ୍ରେସକୁ କମ୍ କରିବା ପାଇଁ ଚେଷ୍ଟା କରୁଥିଲେ…

ସବୁଠାରୁ ଅଧିକ ଡିମାଣ୍ଡ କରୁଥିବା ଷ୍ଟାର ମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିୟଙ୍କା ଚୋପ୍ରା, ଶାହରୁଖ ଖାନ ଓ କିଆରା…

ପ୍ରିୟଙ୍କା ଚୋପ୍ରା ବିଗତ କିଛି ବର୍ଷ ମଧ୍ୟରେ ନିଜକୁ ଏକ ଗ୍ଲୋବାଲ ଷ୍ଟାର ଭାବରେ ପ୍ରତିଷ୍ଠିତ କରିଛନ୍ତି । ଏକ ଅଧ୍ୟୟନରୁ ପ୍ରିୟଙ୍କାଙ୍କ ଲୋକପ୍ରିୟତା ଆକଳନ କରାଯାଇଛି, ଯାହା ଅନୁଯାୟୀ ପ୍ରିୟଙ୍କା ଦୁନିଆର ବହୁ ଚର୍ଚ୍ଚିତ କଳାକାରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଆଶ୍ଚର୍ଯ୍ୟର କଥା…

ଫରହାନଙ୍କ ଫିଲ୍ମ ‘ଜୀ ଲେ ଜରା’ରେ ଏକାଠି ନଜର ଆସିବେ ପ୍ରିୟଙ୍କା, କ୍ୟାଟ୍ରିନା ଓ ଆଲିଆ

ପ୍ରିୟଙ୍କା ଚୋପ୍ରା ଜୋନସ, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ ବର୍ତ୍ତମାନର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଏବେ ଏହି ୩ ଅଭିନେତ୍ରୀ ଏକାଠି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହାର ଘୋଷଣା ମଙ୍ଗଳବାର ହୋଇଛି। ଫିଲ୍ମର ନାମ ହେଉଛି ‘ଜୀ ଲେ ଜରା’। ଫିଲ୍ମର କାହାଣୀରେ ୩ ଜଣ ଯୁବତୀ ଏକ ରୋଡ…

ନିଜ ନାମରେ ପୁଣି ଏକ ନୂଆ ରେକର୍ଡ କଲେ ପ୍ରିୟଙ୍କା, ବଲିଉଡରେ ସମସ୍ତଙ୍କୁ ପଛରେ ପକାଇଲେ

ପ୍ରିୟଙ୍କା ଚୋପ୍ରା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛନ୍ତି। ନିକଟରେ ତାଙ୍କ ନାମ ଇନଷ୍ଟାଗ୍ରାମର ରିଚଲିଷ୍ଟରେ ସାମିଲ ହୋଇଥିଲା। କିନ୍ତୁ ଏବେ ପୁଣି ଏକ ନୂଆ ରେକର୍ଡ ପ୍ରିୟଙ୍କାଙ୍କ ନାମରେ ରହିଛି। ହପର ଇନଷ୍ଟାଗ୍ରାମ ରିଚଲିଷ୍ଟ ୨୦୨୧ରେ ପ୍ରିୟଙ୍କାଙ୍କ ନାମ ରହିଥିବା ବେଳେ ସେ…

ଜାଣନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପଡା କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ଚାହୁଁଥିଲେ କରିବାକୁ ବିବାହ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଇଣ୍ଟରନେସନାଲ୍‌ ଷ୍ଟାର ହୋଇଯାଇଛନ୍ତି । ଖାଲି ଦେଶରେ ନୁହେଁ ଏବେ ବିଦେଶରେ ମଧ୍ୟ ସେ ଚର୍ଚ୍ଚାରେ ନିକ୍‌ ଜୋନ୍ସଙ୍କୁ ବିବାହ କରିବା ପରେ । ୨୦୧୮ ରେ ସେ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନ୍ସଙ୍କୁ ବିବାହ କରିଛନ୍ତି । ହେଲେ ଆପଣ ଜାଣନ୍ତି କି…

ପ୍ରିୟଙ୍କା ଚୋପଡାଙ୍କ ନ୍ୟୁୟର୍କ ରେଷ୍ଟୁରାଣ୍ଟରେ ମିଳେ ଚଟପଟା ଆଳୁ ଚାଟ୍‌,ବ୍ରେଡ୍‌ ଓ ପକୋଡା

ନୂଆଦିଲ୍ଲୀ : ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଯଦିଓ ବିଦେଶରେ ବିବାହ କରିଛନ୍ତି । ହେଲେ ତାଙ୍କ ମନ ଶତ ପ୍ରତିଶତ ଦେଶୀ । ସେ ସର୍ବଦା ଭାରତୀୟ ସଂସ୍କୃତି ସହ ନିଜକୁ ଜଡିତ କରି ରଖିଥାନ୍ତି । ଖାଦ୍ୟ ପାନୀୟ ହେଉ ବା ପୂଜା ପାର୍ବଣ ସର୍ବଦା ଭାରତୀୟ ସଂସ୍କୃତି ସହ ଥାଆନ୍ତି…

ପ୍ରିୟଙ୍କା ଚୋପ୍ରା କରୋନା ପୀଡ଼ିତଙ୍କ ପାଇଁ ଜମା କଲେ ୨୨ କୋଟି ଟଙ୍କା, କିଣାଯିବ ୫୦୦ ଅକ୍ସିଜେନ କନସେନଟ୍ରେଟର ଓ ୪୨୨…

କରୋନା ମହାମାରୀର ଦ୍ଵିତୀୟ ଲହରୀରେ ଅନେକ ବଲିଉଡ ସେଲିବ୍ରିଟି ଆଗକୁ ଆସି ସହାୟତାର ହାତ ବଢ଼ାଉଛନ୍ତି। ଏହାରି ଭିତରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କରୋନା ପୀଡ଼ିତଙ୍କୁ ସହାୟତା ଯୋଗାଇଛନ୍ତି। ସେ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି କି, ସେ ଗିଭ ଇଣ୍ଡିଆ ସଂସ୍ଥା ସହିତ ମିଶି ପାଖାପାଖି…

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ଏହି ଫଟୋ ହେଉଛି ଭାଇରଲ, ଫଟୋରେ ପ୍ରିୟଙ୍କା ପିନ୍ଧିଛନ୍ତି ଖାସ ଜ୍ୟାକେଟ

ବଲିଉଡ ଅଭିନେତା ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ଏକ ପୁରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଫଟୋ ଫ୍ୟାନମାନଙ୍କର ଧ୍ୟାନ ଆକର୍ଷଣ କରୁଛି। କାହିଁକିନା, ଏଥିରେ ପ୍ରିୟଙ୍କା ଯେଉଁ ଲାଲ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି, ସେଥିରେ ଦେବୀ କାଳୀଙ୍କ ଫଟୋ ରହିଥିବା ଦେଖିବାକୁ…

ନ୍ୟୁୟର୍କରେ ଖୋଲିଥିବା ନୂଆ ରେସ୍ତୋରାଁର ମେନ୍ୟୁ ସେୟାର କଲେ ପ୍ରିୟଙ୍କା ଚୋପ୍ରା, ପରଷିବେ ଦୋସା-ପକୁଡ଼ି; ଦେଖନ୍ତୁ ଫଟୋ

ନ୍ୟୁୟର୍କରେ ଖୋଲିଥିବା ନିଜର ନୂଆ ରେଷ୍ଟୁରାଣ୍ଟରେ ଭାରତୀୟ ଦେଶୀ ଖାଇବା ପରଷିବେ ପ୍ରିୟଙ୍କା ଚୋପ୍ରା, ଯାହାର ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିଛନ୍ତି। ଭଳି ଭଳିକି ଭାରତୀୟ ଖାଦ୍ୟର ଟେଷ୍ଟକୁ ଆମେରିକା ଲୋକଙ୍କୁ ଚଖାଇବାକୁ ଯୋଜନା କରୁଛନ୍ତି ପ୍ରିୟଙ୍କା ଚୋପ୍ରା। ଏଥିସହ…