Browsing Tag

ratan tata

ଏହି ‘ରହସ୍ୟମୟ’ ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଲେଖି ଯାଇଛନ୍ତି ରତନ ଟାଟା ! ଇଚ୍ଛାପତ୍ର ସମସ୍ତଙ୍କୁ…

ରତନ ଟାଟାଙ୍କ ଇଚ୍ଛାପତ୍ର (ୱିଲ୍) ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରତନ ଟାଟା ନିଜର ଇଚ୍ଛାପତ୍ରରେ ଏମିତି ଜଣେ ବ୍ୟକ୍ତିଙ୍କୁ ୫୦୦ କୋଟି ଟଙ୍କା ଦେବା କଥା କହିଛନ୍ତି, ଯାହାଙ୍କୁ ଦୁନିଆ ବୋଧହୁଏ ଜାଣି ନ ଥିବ । ଏହି ରହସ୍ୟମୟ ବ୍ୟକ୍ତି ଜଣକ ହେଉଛନ୍ତି ମୋହିନୀ ମୋହନ ଦତ୍ତା । ତାଙ୍କୁ ରତନ…

ରତନ ଟାଟାଙ୍କ ୱିଲ୍: ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତିରେ ରହିଛି ପୋଷା କୁକୁର ‘ଟିଟୋ’, ଶାନ୍ତନୁ ନାଇଡୁଙ୍କ ସହ ଏମାନଙ୍କ…

ଶିଳ୍ପପତି ରତନ ଟାଟାଙ୍କ ନିଧନ ପରଠାରୁ ତାଙ୍କ ସମ୍ପତ୍ତି ଏବଂ ୱିଲକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଲୋକଙ୍କ ମନରେ ପ୍ରଶ୍ନ ଥିଲା ଯେ ପ୍ରକୃତରେ ତାଙ୍କ ସମ୍ପତ୍ତିର ମାଲିକ କିଏ ହେବ ? ଏବେ ତାଙ୍କ ୧୦ ହଜାର କୋଟି ଟଙ୍କାର ୱିଲ୍ ସାମ୍ନାକୁ ଆସିଛି । ଏଥିରେ ସବୁଠାରୁ ଖାସ୍ କଥା ହେଉଛି, ରତନ…

ରତନ ଟାଟାଙ୍କୁ ମନେ ପକାଇ ଭାବୁକ ହେଲେ ଶାନ୍ତନୁ, ଲେଖିଲେ ‘ମୁଁ ଆପଣଙ୍କ ହସ ଆଉ ଦେଖିପାରିବି ନାହିଁ’

ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶ ଶୋକରେ ବୁଡିରହିଛି । ତାଙ୍କ ମୃତ୍ୟୁର ୩ ଦିନ ପରେ ରତନ ଟାଟାଙ୍କ ଘନିଷ୍ଠ ବନ୍ଧୁ ତଥା ଟାଟା ଟ୍ରଷ୍ଟର ଡେପୁଟି ମ୍ୟାନେଜର ଶାନ୍ତନୁ ନାୟଡୁ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ରତନ…

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ରତନ ଟାଟାଙ୍କ ନିଧନ ପରେ ଆଜି ମୁମ୍ବାଇରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ…

ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ଟାଟା ଗ୍ରୁପର ଚେୟାର ମ୍ୟାନ ଓ ଭେଟରାନ ଶିଳ୍ପପତି ରତନ ଟାଟାଙ୍କ ର ୮୬ ବୟସରେ ଦେହାନ୍ତ ହୋଇଛି । ସେ ଏଭଳି ଏକ ଶିଳ୍ପପତି ଥିଲେ ଯାହାଙ୍କୁ ଦୁନିଆ ସମ୍ମାନ କରନ୍ତି । କିନ୍ତୁ ଏତେ ବଡ ଶିଳ୍ପପତି ହୋଇକି ମଧ୍ୟ ନିଜ ବୟସ ଠାରୁ ଛୋଟ ଯୁବକ ଶାନ୍ତୁନୁ ଠାରୁ ପରାମର୍ଶ ନେଉଥିଲେ । ଶାନ୍ତୁନୁ ନାଇଡୁ…

ରତନ ଟାଟାଙ୍କ ଉତ୍ତରାଧିକାରୀ କିଏ ! କାହାକୁ ମିଳିବ ୩୮୦୦ କୋଟି ଟଙ୍କାର ମାଲିକାନା

ଆଉ ନାହାନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତବେେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ କିଏ ହେବ ଉତ୍ତରାଧିକାରୀ ତାକୁ ନେଇ ସମସ୍ତଙ୍କ ମନରେ ରହିଛି ପ୍ରଶ୍ନ ।…

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ଦାବି, ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପାରିତ ହେଲା ପ୍ରସ୍ତାବ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦାବି କରାଯାଇଛି । ଏ ନେଇ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି । ‘ଭାରତ ରତ୍ନ’ ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ…

୭ ବର୍ଷ ତଳେ ରତନ ଟାଟା AIକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ

ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଗତ ରାତିରେ ଦେହାନ୍ତ ହୋଇଛି । ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ କେବଳ ସଫଳ ବିଜନେସ୍‌ମ୍ୟାନ ନ ଥିଲେ, ବରଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ମଧ୍ୟ ଥିଲେ । ଅନେକ ଛୋଟ ବିଜନେସ୍‌କୁ ସେ ପ୍ରମୋଟ କରିଥିଲେ । ଅନେକ ଅବସରରେ ରତନ ଟାଟା…

ଭାରତର ‘କୋହିନୂର’ ରତନ ଟାଟାଙ୍କ ବିଷୟରେ ୧୦ଟି କଥା

ରତନ ଟାଟାଙ୍କ ଦେହାନ୍ତରେ ପୂରା ଦେଶ ଶୋକରେ ବୁଡ଼ି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ନେତା ଏବଂ ବ୍ୟକ୍ତିବିଶେଷ ତାଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆସନ୍ତୁ ଜାଣିବା ରତନ ଟାଟାଙ୍କ ଜୀବନ ସହ ଜଡ଼ିତ ୧୦ଟି କଥା । ୧. ରତନ ଟାଟା…

ପ୍ରେମ ଏମିତି ! ଅସୁସ୍ଥ ପୋଷା କୁକୁର ପାଇଁ କିଙ୍ଗ୍‌ ଚାର୍ଲସଙ୍କଠାରୁ ଆଓ୍ୱାର୍ଡ ନେବାକୁ ଯାଇ ନ ଥିଲେ ରତନ ଟାଟା

ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ଆଉ ନାହାନ୍ତି । ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ସହ ଜଡ଼ିତ ଘଟଣା ସବୁ ସେୟାର କରୁଛନ୍ତି । ରତନ ଟାଟାଙ୍କ ଦୟାଳୁ ସ୍ୱଭାବ, ଜୀବଜନ୍ତୁଙ୍କ ପ୍ରତି ଥିବା ତାଙ୍କ ଭଲପାଇବାର କାହାଣୀ ଲୋକଙ୍କୁ ଖୁବ୍‌ ପ୍ରେରିତ କରୁଛି । ଏହିପରି ଏକ ଘଟଣା ୨୦୧୮ର,…

ପାର୍ସୀ ହେବା ସତ୍ତ୍ୱେ ହିନ୍ଦୁ ରୀତିନୀତିରେ ହେବ ରତନ ଟାଟାଙ୍କ ଅନ୍ତିମ ସଂସ୍କାର, ଜାଣନ୍ତୁ କାହିଁକି

ଦେଶର ବିଶିଷ୍ଟ ଶିଳ୍ପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୪ଟାରେ ରାଜକୀୟ ସମ୍ମାନ ସହିତ ସମ୍ପନ୍ନ ହେବ । ଏହାପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ…

୬୯ ବର୍ଷ ବୟସରେ F-16 ଫାଲକନ୍ ଯୁଦ୍ଧ ବିମାନ ଉଡାଇଥିଲେ ରତନ ଟାଟା, ମଝି ଆକାଶରେ ବିତାଇଥିଲେ ୪୦ ମିନିଟ୍‌

୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ରତନ ଟାଟା କେବଳ ଜଣ ଉଦ୍ୟୋଗପତି ହେବାର ଇଚ୍ଛା ରଖିନଥିଲେ ବରଂ ଫାଇଟର ବିମାନ ଉଡାଇବାରେ ମାହିର ଥିଲେ । ସେ ଜଣେ ଲାଇସେନ୍ସ ପ୍ରାପ୍ତ ପାଇଲଟ ଥିଲେ । ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିଲା, ସେ…