Browsing Tag

salman khan

କରୋନା ବିରୋଧୀ ଲଢେଇରେ ଆଗକୁ ଆସିଲେ ସଲମାନଙ୍କ ଏହି ହିରୋଇନଙ୍କ ପତି, କ୍ଵାରେଣ୍ଟିନ ସେଣ୍ଟର କରିବାକୁ ଦାନ କଲେ ନିଜ…

ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି । କରୋନା ପ୍ରକୋପକୁ ରୋକିବା ପାଇଁ ଏଥିରେ ଅନେକ ଫିଲ୍ମ ଜଗତର ବଡ ବଡ ସେଲିବ୍ରିଟି…

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବିରକ୍ତ ହେଲେ ସଲମାନ ଖାନ, କହିଲେ “ପରିବାରର ଶବ ଉଠାଇପାରିବ?”

କରୋନା ଭାଇରସ ଧୀରେ ସାରା ବିଶ୍ୱକୁ ନିଜ ଅଧୀନକୁ ନେଇ ସାରିଲାଣି। ଏହି ଭାଇରସ ପ୍ରଭାବରୁ ନିଜକୁ ବଞ୍ଚାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ଉପାୟ। ଏଣୁ ସରକାର ସମସ୍ତଙ୍କୁ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରିବାକୁ କହୁଛନ୍ତି। କିନ୍ତୁ ଇତି ମଧ୍ୟରେ କିଛି ପୋଲିସ ଅଫିସର ଓ ଡାକ୍ତରଙ୍କ ଉପରେ…

ଲକଡାଉନର ପାଇଁ ନିଜ ଫାର୍ମ ହାଉସରେ ଘୋଡା ସହ ମିଶି ପତ୍ର ଖାଉଛନ୍ତି ସଲମାନ ଖାନ, ଭିଡିଓ ସେୟାର କରି ଲେଖିଲେ..

ବଲିଉଡର ସୁପରଷ୍ଟାର ସଲମାନ ଖାନ ଲକ୍ ଡାଉନ୍ ସମୟରେ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ରହୁଛନ୍ତି । ତେବେ ସେ ନିଜର ଫ୍ୟାନ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ସେୟାର କରିଥାନ୍ତି । ନିକଟରେ ସଲମାନ ଖାନ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି…

ବିଶାଳ ହୃଦୟର ପରିଚୟ ଦେଲେ ଭାଇଜାନ, ପ୍ରତିଶୃତି ରକ୍ଷା କରି ଶ୍ରମିକ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କଲେ ଏତେ କୋଟି ଟଙ୍କା

ସରକାରଙ୍କ ସହିତ ବଲିଉଡର ଷ୍ଟାର ମାନେ ମଧ୍ୟ କରୋନା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । କରୋନା ଯୁଦ୍ଧରେ ଅନେକ ବଲିଉଡ ଷ୍ଟାର ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ଅଛନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ । ନିକଟରେ ସେ ତାଙ୍କ ବିଶାଳ ହୃଦୟର ପରିଚୟ…

କରୋନା ବିପକ୍ଷରେ ଯୁଦ୍ଧକୁ ଓହ୍ଲାଇଲେ ଭାଇଜାନ, ମାଗିଲେ ୨୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟ ନମ୍ବର

କରୋନା ଭାଇରସ ବିପକ୍ଷରେ ଜାରି ରହିଥିବା ଲଢେଇରେ ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଓହ୍ଲାଇଛନ୍ତି। କରୋନା ଯୋଗୁ ଚାଲିଥିବା ଲକଡାଉନରେ ଖାଇବାକୁ ପାଉନଥିବା ଶ୍ରମିକ ବା ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ। ଦବଙ୍ଗ ଖାନ ୨୫ ହଜାର ଶ୍ରମିକଙ୍କୁ ଆକାଉଣ୍ଟ ଡିଟେଲସ ମାଗିଛନ୍ତି।…

କରୋନା ଭାଇରସ ଭୟରେ Galaxy ଛାଡିଲେ ସଲମାନ, ୨୧ ଦିନ ପାଇଁ ପରିବାର ସହ କରୁଛନ୍ତି ମସ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏନେଇ ବର୍ତ୍ତମାନ ସୁଭନା ଅନୁଯାୟୀ ସଲମାନ ଖାନଙ୍କୁ ନେଇ ବଡ ଖବର ଆସିଛି। ସଲମାନ ଖାନ ଏବେ ନିଜର ଗାଲାକ୍ସ…

ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର: ଦେଖନ୍ତୁ ଏହି ଭିଡିଓ, କେମିତି ଓଡିଶାବାସୀଙ୍କୁ କରୋନାକୁ ନେଇ ସଚେତନତା…

ମୁମ୍ବାଇ: ମୋର ଓଡିଆ ଭାଇ ଭଉଣୀମାନଙ୍କୁ ସଲମାନର ନମସ୍କାର । ଏପରି କିଛି ଓଡିଆ କହି ସଲମାନ୍ କରୋନାକୁ ନେଇ ଓଡିଶାବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ନିକଟରେ ସେ ହକି ୱାଲ୍ଡ କପ୍ ପାଇଁ ଓଡିଶାବାସୀଙ୍କ ନିକଟକୁ ଆସିଥିବା କହିଥିଲେ । ଏହାସହ ସେ କରୋନାକୁ ନେଇ ବିଶେଷ ଭାବେ ସତର୍କ…

ଭଣଜା ସହ ମିଶି ଫାର୍ମ ହାଉସରେ ଗଛରୁ ଫଳ ତୋଳୁଛନ୍ତି ସଲମାନ ଖାନ, ଘରେ ରହି ପରିବାର ସହ କରୁଛନ୍ତି ମସ୍ତି, ଦେଖନ୍ତୁ…

କରୋନା ଭାଇରସରୁ ବର୍ତ୍ତିବା ପାଇଁ ଏବେ ବଲିଉଡ ସେଲିବ୍ରିଟିମାନେ ଘରେ ରହି ସମୟ ବିତାଉଛନ୍ତି । ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ନିଜ ଭଣଜା ସହ ଫାର୍ମ ହାଉସରେ ମସ୍ତି କରୁଥିବା ଦେଖାଯାଉଛନ୍ତି । ସଲମାନଙ୍କ ଭଉଣୀ ଅର୍ପିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଘରେ ବସି ସଲମାନ ଖାନ ଆଙ୍କିଲେ ମୁଁହ ଢାଙ୍କିଥିବା ମହିଳା ଓ ପୁରୁଷର ସ୍କେଚ, ସଂସ୍କୃତି ବିଷୟରେ କହିଲେ ଏମିତି କଥା

କରୋନା ଭାଇରସ ଲକଡାଉନ ଭିତରେ ସୁପରଷ୍ଟାର ସଲମାନ ଖାନ ଘରେ ରହି ନିଜ ହବି ଅଭ୍ୟାସ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସ୍କେଚ କରୁଥିବା ନଜର ଆସୁଛନ୍ତି। ଭିଡ଼ିଓ ଆରମ୍ଭରେ ସଲମାନ କହୁଛନ୍ତି, 'ଆମେ ଯେଉଁଭଳି କପଡା ପିନ୍ଧୁଛୁ, ତାହା ଆମ ସଂସ୍କୃତିର…

ଭାଣିଜୀ ସହ ନଜର ଆସିଲେ ମାମୁଁ ସଲମାନ୍‌, ୧୬ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ଏହି ଭିଡିଓ

ବଲିଉଡ୍‌ର ଭାଇଜାନ୍‌ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ଫ୍ୟାନ୍‌ଙ୍କ ପାଇଁ ସେ ମଝିରେ ମଝିରେ କିଛି ମନ ଲୋଭାଣିଆ ଭିଡିଓ ମଧ୍ୟ ସେୟାର କରିଥାନ୍ତି। ତେବେ ବର୍ତ୍ତମାନ ମଧ୍ୟ ସଲମାନ୍‌ ଫ୍ୟାନ୍‌ଙ୍କ ପାଇଁ ସେହିଭଳି କିଛି ଭିଡିଓ ସେୟାର କରିଛନ୍ତି। ସଲମାନ ନିଜ…

ସଲ୍‌ମାନ ଖାନ୍‌ଙ୍କୁ ଘାରିଲା କରୋନା ଭୟ, ‘ନମସ୍ତେ’ କହି ଫ୍ୟାନ୍‌ମାନଙ୍କୁ ସତର୍କ କରାଇଲେ ଏହି ଅଭିନେତା

ଘାତକ କରୋନା ଭାଇରସ୍‌କୁ ନେଇ କେବଳ ସାଧାରଣ ଲୋକେ ନୁହେଁ, ବରଂ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି। ବଲିଉଡ୍‌ର ଦବଙ୍ଗ ଆକ୍ଟର ସଲ୍‌ମାନ ଖାନଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏଥିପାଇଁ ସେ ନିଜ ଫ୍ୟାନ୍‌ମାନଙ୍କୁ ସତର୍କ କରାଇଛନ୍ତି। …