ହିରୋଇନ ହେବେ କି ସାରା ତେନ୍ଦୁଲକର! ସୁଟିଂ ସେଟରୁ ଭାଇରାଲ ହେଉଛି ଭିଡିଓ
ବଲିଉଡ ଷ୍ଟାରକିଡଙ୍କ ପରି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସାରାଙ୍କ ଲୁକ୍ ଠାରୁ ଆରମ୍ଭ କରି ତାଙ୍କ ପର୍ସନାଲ ଲାଇଫ ପର୍ଯ୍ୟନ୍ତ ଫ୍ୟାନ୍ସମାନେ ତାଙ୍କ ଉପରେ ନଜର ରଖନ୍ତି । ସୋସିଆଲ ମିଡିଆରେ ସାରାଙ୍କର ଭଲ ଫ୍ୟାନ ଫଲୋଇଙ୍ଗ ମଧ୍ୟ…