Browsing Tag

sex racket

ଚୌଦ୍ବାର : ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ପରେ ୪ ଗିରଫ, ନଦୀକୁ ଡେଇଁ ଚମ୍ପଟ ମାରିଲେ ଯୁବକ

କଟକ(କେନ୍ଯୁଜ୍) : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡାପଡ଼ା ଗାଁ ନିକଟ ଏକ ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ଘଟଣାରେ ଫାର୍ମା ହାଉସର କେୟାର ଟେକରଙ୍କ ସହ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଫାର୍ମା ହାଉସଟି ବୀରୁପା ନଦୀ କୂଳରେ ରହିଛି । ଚଢ଼ାଉ…

ସମ୍ବଲପୁରରେ ସେକ୍ସ ରାକେଟ୍ ଠାବ : ୧୫ ଜଣ ଯୁବତୀ ଉଦ୍ଧାର, ୭ ଗ୍ରାହକ ଅଟକ

ସମ୍ବଲପୁର : ଅଇଁଠାପାଲି ଶକ୍ତି ନଗରରେ ବଡ଼ ଧରଣର ସେକ୍ସ ରାକେଟ୍‌ ଠାବ । ୧୫ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୭ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ । ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ୩ଟି ବାଇକ୍‌ ଜବତ ହୋଇଛି । ଏହି ଅଞ୍ଚଳରେ ଏକ ଅର୍ଦ୍ଧନିର୍ମିତ ଘର…