Browsing Tag

sonam kapoor

ହିଜାବ ସହ ଶିଖ୍‌ ପଗଡ଼ିର ତୁଳନା କଲେ ସୋନମ୍‌ କପୁର, ସୋସିଆଲ ମିଡିଆରେ ଚାଲିଛି ପ୍ରବଳ ବୟାନବାଜି

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ନେଇ ସାରା ଦେଶରେ ଏବେ ବିବାଦୀୟ ସ୍ଥିତି ଲାଗି ରହିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। ଇତି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ସୋସିଆଲ ମିଡିଆ ଜରିଆରେ ଏହି ମାମଲାରେ ନିଜ ରାୟ ରଖିଛନ୍ତି। ଏଭଳି…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

୧୮ ଲକ୍ଷର ସୋଫା ଉପରେ ଜୋତା ପିନ୍ଧି ଚଢ଼ିଗଲେ ସୋନମ କପୁର, ପତି ଆନନ୍ଦଙ୍କର ରିଆକ୍ସନ ଥିଲା ଏମିତି କିଛି…..

ବଲିଉଡ ଆକ୍ଟ୍ରେସ ସୋନମ କପୁର ଗଲା କିଛି ଦିନ ହେବ ଭଉଣୀ ରିୟା କାପୁରଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଉ ଏବେ ତାଙ୍କର ଏକ ଫଟୋ ସୁଟକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିକଟରେ ହିଁ ସୋନମ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ନିଜ ଲଣ୍ଡନ ସ୍ଥିତ ଘରର ଈଂଟରିୟରକୁ ନେଇ ଏକ ଫଟୋ…

ବିବାହ ପରେ ଭାଇରାଲ ହେଉଛି ରିୟା ଓ କରଣଙ୍କ ପ୍ରଥମ ଫଟୋ, ଦେଖନ୍ତୁ

ସରିଯାଇଛି ବିବାହ । ଏବେ ଫଟୋ ହେଉଛି ଭାଇରାଲ । ଅନିଲ କପୁରଙ୍କ ସାନ ଝିଅ ତଥା ପ୍ରଡ୍ୟୁସର ରିୟା କପୁର ବୟଫ୍ରେଣ୍ଡ କରଣ ବୁଲାନୀଙ୍କ ସହ ନିକଟ ଅତୀତରେ ବିବାହ କରିଛନ୍ତି । ଏବେ ଏହି କପଲଙ୍କ ଫଟୋ ଖୁବ ଭାଇରାଲ ହେଉଛି । ଫଟୋରେ ଦୁହେଁ କାର ଭିତରେ ବସିଥିବାର ଦେଖିବାକୁ ମିଳିଛି ।…

ଭଉଣୀ ବିବାହରେ ଖୁବ୍ ମସ୍ତି କରିଛନ୍ତି ସୋନମ୍ କପୁର, ସାମ୍ନାକୁ ଆସିଲା ବାହାଘର ଫଟୋ

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଭଉଣୀ ରିୟା କପୁର ଶନିବାର ଦିନ ନିଜ ବୟଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରଣ ବୁଲାନୀଙ୍କ ହାତ ଧରିଛନ୍ତି ରିୟା। ଅନୀଲ କପୁରଙ୍କ ଜୁହୁସ୍ଥିତ ବଙ୍ଗଳାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ରିୟାଙ୍କ ସାଙ୍ଗ କରିସ୍ମା କରମଚନ୍ଦାନୀ ବିବାହ…

ସୋନମ କାପୁର କଣ ସତରେ ପ୍ରେଗନାଣ୍ଟ ଅଛନ୍ତି ? ତାହେଲେ ତାଙ୍କ କୋଳରେ ଏ କିଏ…

ଅନିଲ କପୁରଙ୍କ ଗେଲ୍ଲୀ ଝିଅ ଆଉବଲିଉଡର ଅନ୍ୟତମ ହିଟ ହିରୋଇନ ସୋନମ କାପୁରଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ବେଶ ଜୋର ଧରିଥାଏ । ଖାଲି ସେତିକି ନୁହେଁ ବଲିଉଡର ଷ୍ଟାଇଲିସ ହିରୋଇନଙ୍କ ତାଲିକାରେ ସବୁଠୁ ଶୀର୍ଷରେ ଅଛନ୍ତି ସୋନମ । କ୍ୟାରିୟରରେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ସୋନମ ।…

ସୁଶାନ୍ତଙ୍କ ମୃତ୍ୟୁ ପରେ ସମବେଦନା ଜଣାଇବା ବଦଳରେ ମୁହଁ ଟାଣ ଦେଖାଉଛନ୍ତି ସୋନମ୍‌ କପୁର, ଟ୍ଵିଟ୍‌ କରି କହିଲେ…

ପିତୃ ଦିବସ ପ୍ରତି ପିତା ଓ ସନ୍ତାନ ପାଇଁ ଖାସ୍‌ ହୋଇଥାଏ। ଗତକାଲି ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ଫାଦର୍ସ ଡେ ପାଳନ କରିଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ବାପାଙ୍କ ଫଟୋ ପୋଷ୍ଟ କରିବା ସହ ନିଜ ମନର କଥା ଲେଖିଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ…

ସୋନମ କହିଲେ ‘ହେ ଭଗବାନ କ’ଣ କରିବ’ ? ଏଭଳି ପ୍ରଶ୍ନର ଉତ୍ତର ଦେଇ ଫ୍ୟାନ କହିଲେ ‘ଆକ୍ଟିଂ କରିବା ଛାଡିଦିଅ’

ଅଭିନେତ୍ରୀ ସୋନମ କପୁର ବଲିଉଡର ଫ୍ୟାଶନ ଡିଭା ଭାବେ ପରିଚିତ। ଫିଲ୍ମ ଛଡା ସୋନମ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ସୋନମ ନିଜ ଫ୍ୟାନଙ୍କ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିନ୍ତି। ବେଳେ ବେଳେ ନିଜ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ…

ଏପରି କ୍ଵାରେଣ୍ଟାଇନ ହୋମରେ ରହୁଛନ୍ତି ବଲିଉଡ ଫ୍ୟାସନ କୁଇନ ସୋନମ କପୁର

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କୁ ଅନେକ ସମୟରେ ବିଭିନ୍ନ ସୋସିଆଲ ମିଡିଆ ଗୁଡିକରେ ସକ୍ରିୟ ରହୁଥିବାର ଦେଖାଯାଏ । ଅଧିକାଂଶ ସମୟରେ ସେ ନିଜ ଫ୍ୟାନ୍ସ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଫଟୋ ଓ ଭିଡିଓ ଗୁଡିକୁ ମଧ୍ୟ ସେୟାର କରିଥାନ୍ତି । ଗତ ମାର୍ଚ୍ଚ ମାସ ଲଣ୍ଡନରୁ ଫେରି ବର୍ତ୍ତମାନ ସମୟରେ…

ସୋନମ କପୁର ସେୟାର କଲେ କେକ୍ ବନାଉଥିବା ଫଟୋ ତ କମେଣ୍ଟରେ ଶାଶୁ ମା ପଚାରିଦେଲେ ଏପରି ପ୍ରଶ୍ନ..

ଲଣ୍ଡନରୁ ଫେରିବା ପରେ କରୋନା ସଂକ୍ରମଣ କାରଣରୁ ସୋନମ କପୁର ଏବେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେ ନିଜର ଶାଶୁ ଘରେ ରହୁଛନ୍ତି । ଆଜିକାଲି ସେ ସୋସିଆଲ ମିଡ଼ିଆରେ ମଧ୍ଯ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କେକ୍ ବନାଉଥିବା ଫଟୋ ପୋଷ୍ଟ…

ସୋନମ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ପାଇଁ ପ୍ରସ୍ତୁତ କଲେ ଖାଦ୍ୟ, ଏଥର ବନାଇଲେ ‘କ୍ୱାରେଣ୍ଟାଇନ…

କରୋନା ଭାଇରସ ଯୋଗୁ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କ୍ୱାରେଣ୍ଟାଇନରେ ରହୁଛନ୍ତି ଏବଂ ସ୍ୱାମୀଙ୍କ ପାଇଁ ସ୍ଵାଦିଷ୍ଟ ଖାଦ୍ୟ ରାନ୍ଧି ନିଜ କଳାକୁ ପରିପୂର୍ଣ୍ଣ କରୁଛନ୍ତି। କିଛି ଦିନ ପୂର୍ବରୁ ସୋନାମ ହେଲଦି frozen ଟୋଫୁ ଗୋଲମରିଚ ଏବଂ ପିଆଜ ସହିତ…

ଲଣ୍ଡନରେ ସୋନମ୍‌ କପୁରଙ୍କ ସହ Uber କାର୍‌ରେ ହେଲା କିଛି ଏମିତି, ଯାହା ପରେ ସେ କହିଲେ ‘ମୁଁ ଖୁବ୍‌ ଡରିଯାଇଛି’

ନିକଟରେ ସୋନମ କପୁର ଏକ ଟ୍ଵିଟ୍‌ କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍‌ମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ସୋନମ୍‌ ନିଜ ଟ୍ଵିଟ୍‌ରେ ଉବର କ୍ୟାବ୍‌ ଓ କ୍ୟାବ୍‌ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅନୀଲ ତନୟା ନିଜ ଟ୍ଵିଟରେ କହିଛନ୍ତି ସେ ବହୁତ ଡରି ଯାଇଛନ୍ତି। ଉବର କ୍ୟାବ୍‌…