ଶ୍ରୀଦେବୀଙ୍କ ସ୍ମୃତିରେ ସ୍ଥାପିତ ହେଲା ଶ୍ରୀଦେବୀ ଛକ, ବୋନି କପୁର ଏବଂ ଖୁସି ଦେଲେ ଶ୍ରଦ୍ଧାଞ୍ଜଳି
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ନାମରେ ନାମିତ ହେଲା ନୂଆ ଛକ । ମୁମ୍ବାଇର ଲୋଖଣ୍ଡଓ୍ୱାଲାର ଗ୍ରୀନ୍ ଏକର ଟାଓ୍ୱାର ନିକଟରେ ଶ୍ରୀଦେବୀ ଛକ ନିର୍ମାଣ କରାଯାଇଛି । ଶ୍ରୀଦେବୀଙ୍କ ନାମରେ ହୋଇଥିବା ଏହି ଛକରେ ବୋନି କପୁର ଏବଂ ଝିଅ ଖୁସି କପୁର ଉଦଘାଟନ କରି ସ୍ୱର୍ଗତ…