ବିନୋଦ କାମ୍ବଲିଙ୍କୁ ସହାୟତା କରିବ ‘୮୩ ଟିମ୍’, ଗାଭାସ୍କର କହିଲେ, ‘ସେ ଆମର ପୁଅ ଭଳି’
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖରାପ । ୫୨ ବର୍ଷୀୟ କାମ୍ବଲି ଠିକ୍ ଭାବରେ ଚାଲିପାରୁ ନାହାନ୍ତି । ଚାଲିବାରେ ତାଙ୍କୁ ଅସୁବିଧା ହେଉଛି । ତାଙ୍କର ମାନସିକ ସ୍ଥିତି ମଧ୍ୟ ଖରାପ ବୋଲି କୁହାଯାଉଛି । କାମ୍ବଲିଙ୍କ ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ…