Browsing Tag

supreme court hearing

ଜଙ୍ଗଲ ଅନୁମତି ନଥିବା ମାଇନିଂ ମାମଲା ୬ ମାସରେ ତୁଟାଅ, ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍‌): ଓଡ଼ିଶାରେ କେତେକ ଖଣି କମ୍ପାନୀ ଅଦାଲତଙ୍କ ସ୍ଥିତାବସ୍ଥା ଆଳରେ ବର୍ଷ ବର୍ଷ ଧରି ବେଆଇନ ଖଣି ଖନନ କରି ଚାଲିଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ଏଭଳି ସମସ୍ତ ମାମଲାର ଶୁଣାଣି ଶେଷ କରିବାକୁ ଓଡିଶା ହାଇକୋର୍ଟଙ୍କୁ…

ଡ୍ରେସ୍‌ ଉପରେ ଛୁଆଙ୍କ ପ୍ରାଇଭେର୍ଟ ପାର୍ଟକୁ ଛୁଇଁଲେ ବି ଲାଗୁ ହେବ ପୋକ୍‌ସୋ ଆକ୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ…

ପୋକ୍‌ସୋ ଆକ୍ଟକୁ ନେଇ ଗୁରୁବାର ଦିନ ସୁପ୍ରିମ୍‌କୋର୍ଟ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ଦିନ ସୁପ୍ରିମ୍‌କୋର୍ଟ ସ୍କିନ୍‌ ଟୁ ସ୍କିନ୍‌ କନ୍‌ଟାକ୍ଟ ବିଷୟରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଯୌନ ଉତ୍ପୀଡ଼ନ ମାମଲାରେ ବିନା ସ୍କିନ୍‌ ଟୁ…

ସବୁ ମନ୍ଦିର ଜମିର ମାଲିକ କେବଳ ଭଗବାନ, ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନୁହେଁ: ସୁପ୍ରିମ୍‌କୋର୍ଟ

ମନ୍ଦିର ଜମି ଉପରେ କେବଳ ଭଗବାନଙ୍କ ଅଧିକାର ଅଛି। ପୂଜାରୀ କିମ୍ବା କୌଣସି ଅନ୍ୟ ସରକାରୀ ଅଧିକାରୀଙ୍କର ନୁହେଁ। ଏକ ଶୁଣାଣି କରିବା ଅବସରରେ ଏଭଳି ଟିପ୍ପଣୀ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ଅଯୋଧ୍ୟାର ରାମ ଜନ୍ମଭୂମି ଶୁଣାଣିର ଉଦାହରଣ ଦେଇଛନ୍ତି। ଏଥିସହ…

ଚାକିରିରେ ମହିଳା ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି, କହିଲେ – ‘ଭେଦଭାବ ନୁହେଁ, ମେରିଟ୍‌ ହିଁ ହେବ ମୁଖ୍ୟ…

ଚାକିରିରେ ମହିଳାଙ୍କ ପାଇଁ ସଂରକ୍ଷଣ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ସଂରକ୍ଷିତ ବର୍ଗର ମହିଳା ସାଧାରଣ ବର୍ଗ ପାଇଁ ନିର୍ଦ୍ଧାରିତ ହୋଇଥିବା କଟ୍‌ଅଫ୍‌ ମାର୍କରୁ ଅଧିକ ନମ୍ବର ଆଣନ୍ତି ତେବେ ସେ ସାଧାରଣ ବର୍ଗକୁ ଯାଇପାରିବେ। ଅର୍ଥାତ୍‌,…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, ରିୟାଙ୍କ ପିଟିସନ୍‌ର ଶୁଣାଣି କରି ଏହି ରାୟ ଦେଲେ ସୁପ୍ରିମ୍‌କୋର୍ଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପିଟିସନ୍‌ ଦାଖଲ କରିଥିଲେ।…

ଟ୍ରାଫିକ ନିୟମ ଉଲଘଂନକାରୀ ଥରେ ପକାନ୍ତୁ ନଜର, ଆଇପିସି ଅଧୀନକୁ ଆସିବ ଟ୍ରାଫିକ ଅପରାଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (କେନ୍ୟୁଜ୍) : ଟ୍ରାଫିକ ନିୟମ ଉଲଂଘନକାରୀ ସାବଧାନ । ଟ୍ରାଫିକ ନିୟମ ଉଲଂଘନ ଜନିତ ଘଟଣା ଆଇପିସି ଅଧୀନକୁ ଆସିବ । ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ମାମଲା ଚାଲିପାରିବ । ଏମିତି କି ନୂଆ ମୋଟର ଯାନ ଆଇନରେ ମଧ୍ୟ ଉଲଂଘନକାରୀଙ୍କ ବିରୋଧରେ ମାମଲା ହେବ । ଏଭଳି…

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି । ଜଷ୍ଟିସ୍‌ ଏସ.ଏ ବୋଦେ ଏବଂ ଜଷ୍ଟିସ୍‌ ଅବଦୁଲ ନଜିରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଶୁଣାଣି ବେଳେ ପୁରୀ ହିଂସାକାଣ୍ଡ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି । ଏନେଇ…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି , ୪ସପ୍ତାହ ମଧ୍ୟରେ ସବୁ ପକ୍ଷକୁ କପି ଦେବାକୁ ନିର୍ଦ୍ଦେଶ

ଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି। କୋର୍ଟଙ୍କୁ ରିପୋର୍ଟ ଦେଲେ ଆମିକସ କ୍ୟୁରି ରଞ୍ଜିତ କୁମାର। ସମସ୍ତ ଅନ୍ତରୀଣ ଆବେଦନକୁ ଗ୍ରହଣ କଲେ କୋର୍ଟ। ମତାମତ ପାଇଁ ୪ସପ୍ତାହ ମଧ୍ୟରେ ସବୁ ପକ୍ଷକୁ କପି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଆଜି ଓଡ଼ିଶା ସମ୍ପର୍କିତ ୩ଟି ଭିନ୍ନ ଭିନ୍ନ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଓଡ଼ିଶା ସମ୍ପର୍କିତ ୩ଟି ଭିନ୍ନ ଭିନ୍ନ ମାମଲା ଉପରେ ସମସ୍ତଙ୍କ ନଜର ରହିବ । ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠରେ ଶୁଣାଣି ହେବ ।…

ଆଜି ଅଯୋଧ୍ୟା ମାମଲା ଓ ରାଫେଲ ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ୟୁଜ୍) : ଆଜି ସୁପ୍ରିମକୋର୍ଟରେ ବଡ଼ ଦିନ । ଅଯୋଧ୍ୟା ମାମଲା ଓ ରାଫେଲ ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଅୟୋଧ୍ୟା ନେଇ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବେଞ୍ଚ ଶୁଣାଣି କରିବେ । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ…

ଅଯୋଧ୍ୟା ଜମି ବିବାଦ ମାମଲା , ଆସନ୍ତା ୧୦ ତାରିଖକୁ ଘୁଞ୍ଚିଲା ଶୁଣାଣି

ଦିଲ୍ଲୀ(କେନ୍ୟୁଜ୍) : ଅଯୋଧ୍ୟା ଜମି ବିବାଦ ମାମଲା। ପୁଣି ଥରେ ଘୁଞ୍ଚିଲା ଶୁଣାଣି । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ । ରାମ ମନ୍ଦିର ଉପରେ ଶୁଣାଣି ପାଇଁ ଗଠନ ହେବ ନୂଆ ବେଞ୍ଚ । ଏହି ନୂଆ ବେଞ୍ଚ ଆସନ୍ତା ୧୦ ତାରିଖରେ ଶୁଣାଣି କରିବ । ଏବେ ନୂଆ ବେଞ୍ଚ ନିଷ୍ପତ୍ତି ନେବ ମାମଲାର…

ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି, ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ

ଦିଲ୍ଲୀ(କେନ୍ୟୁଜ୍): ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି । ଜନଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଏହି ମାମଲାରେ ଶନିବାର ସୁଦ୍ଧା ଟର୍ମ ଆଣ୍ଡ…