Browsing Tag

supreme court

ରାଜସ୍ଥାନ ରାଜନୀତିକୁ ନେଇ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

ରାଜସ୍ଥାନ : ରାଜସ୍ଥାନ ରାଜନୀତିକୁ ନେଇ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ । ପାଇଲଟ୍‌ କ୍ୟାମ୍ପକୁ ରାଜସ୍ଥାନ ହାଇକୋର୍ଟରୁ ମିଳିଥିଲା ସାମୟିକ ଆଶ୍ୱସ୍ତି । ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଷ୍ଟେ ଲଗାଇବା ସହ ସ୍ଥିତାବସ୍ଥା ବଜାୟ ରଖିଥିଲେ ହାଇକୋର୍ଟ । ଆଜି ସୁପ୍ରିମକୋର୍ଟ ଏହି…

ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ଦଶମ ଓ ଦ୍ୱାଦଶର ସମସ୍ତ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ:ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଦଶମ ଓ ଦ୍ୱାଦଶର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ପରୀକ୍ଷା ବାତିଲ କରାଯାଇଛି । ଦ୍ୱାଦଶ…

ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆସନ୍ତାକାଲି ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଏଥିରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ଅପରାହ୍ନରେ ଭିଡିଓ କନଫରେନସିଂ ଜରିଆରେ ଶୁଣାଣି ଚାଲିଥିଲା । ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢୁଥିଲେ ଭାରତର ବହୁ ବଡ ବଡ ଓକିଲ ।…

ଏଥର ରଥଯାତ୍ରା ହେଉ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ମୁସଲମାନ ଛାତ୍ର

ନୟାଗଡ(କେନ୍ଯୁଜ୍): କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ । ଏନେଇ କଥା ପହଞ୍ଚିଛି ସୁପ୍ରିମକୋର୍ଟରେ । ଅନ୍ଯପଟେ ରଥଯାତ୍ରା ହେଉ ବୋଲି ପିଟିସନ ଦାଖଲ କରିଛନ୍ତି ଜଣେ ମୁସଲମାନ ଛ।ତ୍ର । ମୁସଲମାନ ଛ।ତ୍ର ଜଣକ ହେଉଛନ୍ତି ନୟାଗଡ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ,ମୋଡିଫିକେସନ ପିଟିସନ ଫାଇଲ କଲେ ଅଫତାବ ହୁସେନ

କେନ୍ୟୁଜ୍ (ବ୍ୟୁରୋ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ। ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ଆଜି ମୋଡିଫିକେସନ…

ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ : ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ…

ରାଜ୍ୟ କ୍ୟାବିନେଟ୍‌ରେ ହେଲା ନିଷ୍ପତ୍ତି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

କେନ୍ୟୁଜ୍ (ବ୍ୟୁରୋ):ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ଆଡଭୋକେଟ ଜେନେରାଲ ରଥଯାତ୍ରା ସଂପର୍କରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ କ୍ୟାବିନେଟକୁ ଅବଗତ କରାଇଥିଲେ।…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ

ନୟାଗଡ଼ : ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରି କହିଛନ୍ତି ଯେ ଜଗନ୍ନାଥ ହିନ୍ଦୁ ଧର୍ମର ଭଗବାନ ହେଲେ ମଧ୍ୟ ସବୁ ଧର୍ମର ଶ୍ରଦ୍ଧାଳୁ…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, କୋର୍ଟରେ ଆଜି ହୋଇପାରେ ମେନସନ୍‌

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଆଜି ହୋଇପାରେ ମେନସନ୍‌ । ରଥଯାତ୍ରାକୁ ନେଇ କୋର୍ଟରେ ପହଞ୍ଚିଛି ମାମଲା । ସମ୍ବିଧାନର ଧାରା ୩୨ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ରିଟ୍‌ ପିଟିସନ । ଓଡ଼ିଶା ବିକାଶ ପରିଷଦ ତରଫରୁ ସୁଶାନ୍ତ କୁମାର ପାଢ଼ୀ ରିଟ୍‌ ପିଟିସନ ଦାଖଲ କରିଛନ୍ତି । ଆବେଦନ କରିଛନ୍ତି…

ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଲକ ଡାଉନରେ କର୍ମଚାରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଦରମା

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ ନେଇ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏବାବଦରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିକି, ଏନେଇ ନିଯୁକ୍ତିଦାତା ଏବଂ କର୍ମଚାରୀ ନିଜ ନିଜ…

କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ ଓ ବସର…

କେନ୍ୟୁଜ୍ (ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର- ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍ ଜାରି କଲେ ସୁପ୍ରିମକୋର୍ଟ। ନିଜ ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କଠାରୁ ଟ୍ରେନ ଓ ବସର କୌଣସି ଭଡା ନିଆଯିବ ନାହିଁ। ରାଜ୍ୟ ସରକାରଙ୍କୁ ଏହାର ଭଡା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି…

ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ, ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ…

ଭୁବନେଶ୍ୱର; ଟ୍ରେନ୍‌ରେ ଓଡ଼ିଶା ଆସିବେ ପ୍ରବାସୀ । ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ପ୍ରବାସୀଙ୍କୁ ନେଇ ଓଡ଼ିଶା ଆସିବ ଟ୍ରେନ୍‌ । ଆନ୍ଧ୍ରପ୍ରଦେଶ, ତାମିଲନାଡଉ, ଗୁଜରାଟର ମହମ୍ମଦାବାଦ ଓ ସୁରତରୁ ଟ୍ରେନ୍‌ ଆସିବ । ଆସନ୍ତାକାଲି ଟ୍ରେନ୍‌ ଏହି ସବୁ ରାଜ୍ୟରୁ ବାହାରିବ । ଏନେଇ ସୂଚନା…