ବିଜେଡିର ନିର୍ବାଚନୀ ଇସ୍ତାହାର, ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟନାୟକ
ବିଜେଡି ସୁପ୍ରିମୋ ନବୀନ ପଟନାୟକ ଦଳର ନିର୍ବାଚନୀ ଇସ୍ତାହାର (ମେନିଫେଷ୍ଟୋ) ଘୋଷଣା କରିଛନ୍ତି | ଏହି ମେନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ । ଗତ 24 ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି | ପ୍ରଭୁ ଜଗନ୍ନାଥଙ୍କ କୃପା…
Read More...