Browsing Tag

tesla

ସିଙ୍ଗଲ ଚାର୍ଜରେ ଯିବ ୯୮୨ କିଲୋମିଟର, ଲଞ୍ଚ ହେବା ପୂର୍ବରୁ ବୁକ ହେଲା ୧୦ ଲକ୍ଷରୁ ଅଧିକ ଗାଡ଼ି

ସାରା ଦୁନିଆରେ ଇଲେକଟ୍ରିକ ବାହନର ଡିମାଣ୍ଡ ଏବେ ବଢ଼ିଚାଲିଛି । ତେଲ ଦର ବୃଦ୍ଧି କାରଣରୁ ସମସ୍ତେ ଚାର୍ଜ ଗାଡ଼ି ବ୍ୟବହାର ପାଇଁ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ଆମେରିକା ଗାଡ଼ି କମ୍ପାନୀ  Tesla ରହିଛି ସବୁଠୁ ଆଗରେ । ନିକଟରେ କମ୍ପାନୀ ଗ୍ଲୋବାଲ ମାର୍କେଟରେ ନିଜର ପ୍ରଥମ ପିକ-ଅପ…

ଦୁନିଆର ଟପ ଡ୍ରାଇଭିଙ୍ଗ ରେଞ୍ଜ ଦେଉଥିବା କାର, ସିଙ୍ଗଲ ଚାର୍ଜରେ ଯାଏ ଅଧିକ କିଲୋମିଟର

Tesla  ପକ୍ଷରୁ ନୂଆ ଇଲେକଟ୍ରିକ କାର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଗତବର୍ଷ ଡିସେମ୍ବରରେ କେନ୍ଦମନ୍ତ୍ରୀ ନିତୀନ ଗଡ଼କରୀ ଏହି ଗାଡିର ବଜାର ପ୍ରବେଶକୁ ନେଇ ମୋହର ଲଗାଇଥିଲେ । ତେଣୁ ଏ ବର୍ଷ ଭାରତୀୟ ବଜାରରେ Tesla କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ବିକ୍ରି ହେବାକୁ ଯାଉଛି…

ଆସନ୍ତାବର୍ଷ ଭାରତରେ ଦୌଡିବ ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲାର ଇଲେକ୍ଟ୍ରିକ୍ କାର୍, ଜାନୁଆରୀରୁ ହୋଇପାରେ ବୁକିଂ

ଟେସ୍ଲାର ଇଲେକ୍ଟ୍ରିକ କାର୍ ଆସନ୍ତା ବର୍ଷ ୨୦୨୧ ଭାରତ ସଡ଼କରେ ଦୌଡିବ। କେନ୍ଦଅ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି। ହାଇଫାଇ ଇଲେକ୍ଟ୍ରିକ କାର ଲୋକଙ୍କ ପାଇଁ ନେଇ ଆସୁଛି ଆମେରିକାର ବଡ଼ କମ୍ପାନୀ ଟେସ୍ଲା। ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ବିକଶିତ କରିଥିବା…

ମହଙ୍ଗା ପଡ଼ିଲା ବାରମ୍ବାର କନ୍‌ଫର୍ମ ବଟନ୍‌ କ୍ଲିକ୍‌ କରିବା, ଗୋଟିଏ ଜାଗାରେ ବୁକ୍‌ ହୋଇଗଲା ୨୮ଟି କାର

ଟେସ୍‌ଲା କାରକୁ ସମସ୍ତେ ପସନ୍ଦ କରିଥାନ୍ତି। ଏଣୁ କାର କିଣିବାକୁ ଯେତେ ଅପେକ୍ଷା କରିବାକୁ ପଡ଼ିଲେ ବି କରିଥାନ୍ତି। ତେବେ ମେ ୨୮ରେ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା କାର ଅର୍ଡର କରି ହଟହଟା ହୋଇଛନ୍ତି। ରିପୋର୍ଟ ମୁତାବକ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା…