ଟ୍ରେନରୁ ଖସିପଡ଼ି ଦୁଇ ଆହତ: ଡାକ୍ତରଖାନାରେ ଭର୍ତ୍ତି
ଯାଜପୁର (କେନ୍ୟୁଜ): ଦୁଲାଖାପାଟଣା ରେଳ ଷ୍ଟେସନରେ ପଲାସା DMU ପାସେଞ୍ଜର ଟ୍ରେନରେ ଚଢୁଥିବା ବେଳେ ଗଳିପଡି ୨ ଆହାତ। ଦୀର୍ଘ ସମୟ ଧରି ଟ୍ରେନକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ । ଅତ୍ୟଧିକ ଭିଡ଼ ଯୋଗୁ ଟ୍ରେନରେ ଚଢିବା ବେଳେ ଅସାବଧାନତା ବଶତଃ ଘଟିଛି ଏହି ଅଘଟଣ । କିଛିଦିନ ତଳେ ଟ୍ରେନଭଡା,…