୧୮୦ କୋଟି ଋଣ ପରିଶୋଧ ନ କରିବା ମାମଲା: ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ NBW ଜାରି
ବଢ଼ିଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅଡୁଆ । ତାଙ୍କ ବିରୋଧରେ ଜାରି ହେଲା NBW । ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଶୋଧ ନ କରିବା ମାମଲାରେ NBW ଜାରି କରିଛି । ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ ବିଜୟ ମାଲ୍ୟା । ଏହି ମାମଲାରେ…