ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଭିସା ସେବା ଆରମ୍ଭ କଲା ଭାରତ, ୨୦୨୧ରୁ ବନ୍ଦ ଥିଲା ଏହି ସେବା
ଆଫଗାନିସ୍ତାନ ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ । ବ୍ୟବସାୟ, ଶିକ୍ଷା ଓ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଆଫଗାନ ନାଗରିକ ମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। ୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତା ହାସଲ କରିବା ପରେ, ଭାରତ କାବୁଲରେ ଥିବା ତା’ର ଦୂତାବାସରୁ…