Below header
Browsing Tag

world cup 2023

ଫାଇନାଲ ମ୍ୟାଚ ବେଳେ ପଡିଆକୁ ପଶିଆସିଥିବା ପାଲେଷ୍ଟାନ ସମର୍ଥକଙ୍କ ନାମରେ ମାମଲା ରୁଜୁ

ଦିନିକିଆ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଷଷ୍ଠଥର ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଆଇସିସି କ୍ରିକେଟ୍ ବିଶ୍ୱକପର ଅନ୍ତିମ ମ୍ୟାଚ୍ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ…

ବିଶ୍ୱକପରେ ଭାରତର ବିଜୟ ପାଇଁ କରାଗଲା ମହାକାଳଙ୍କ ଭସ୍ମ ଆଳତୀ, ଦେଖନ୍ତୁ ଭିଡିଓ

କ୍ରିକେଟ ବିଶ୍ୱକପ ଫାଇନାଲ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମହା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଭାରତବାସୀ ଚାରିଆଡେ ପ୍ରାର୍ଥୀନା ଓ ହୋମଯଜ୍ଞ କରୁଛନ୍ତି । ଆଉ ଭାରତ ବିଶ୍ୱକପ ଜିତିବା ନେଇ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ପୂଜା…

ବିଶ୍ବକପ୍ ଫାଇନାଲ: ବଢୁଛି ହାର୍ଟବିଟ୍ , ବଢୁଛି ଉତ୍କଣ୍ଠା; ଭାରତ ତୃତୀୟ ଥର ବିଶ୍ବବିଜେତା ହେବାକୁ ଲକ୍ଷ୍ଯ

ବିଶ୍ବକପ୍ ଫାଇନାଲରେ କିଏ ହେବ ସୁପରହିଟ୍ ଓ କିଏ ପଡ଼ିବ ପ୍ଲପ୍ । ସମସ୍ତଙ୍କର ନଜର ରହିବ କିଙ୍ଗ କୋହଲିଙ୍କ ଉପରେ । ଚଳିତ ବିଶ୍ବକପରେ ସର୍ବାଧିକ ୭୧୧ ରନ୍ କରିଛନ୍ତି । ଏଥିରେ ରହିଛି ୩ଟି ସେଞ୍ଚୁରୀ ଓ ୫ଟି ଅର୍ଦ୍ଧଶତକ । ସେମିରେ ଶତକରେ ଅର୍ଦ୍ଧଶତକ ମାରି ବିଶ୍ବରେକର୍ଡ କରିଥିଲେ । ସେହିପରି…

ରେକର୍ଡ ଭାଙ୍ଗିଲା Disney+hotstar, ସେମି ଫାଇନାଲ ମ୍ୟାଚ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ବେଳେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ଓ୍ଵାଲର୍ଡ ପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅନେକ ରେକର୍ଡ ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+hotstar ରେକର୍ଡ…

ନ୍ୟୁଜିଲାଣ୍ଡ-ପାକିସ୍ତାନ ମହା ମୁକାବିଲା, ସେମିଫାଇନାଲ ପାଇଁ କର ବା ମର ସ୍ଥିତି

ବିଶ୍ବକପରେ ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମହା ମୁକାବିଲା । ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍ । ହାର ଜିତି ଉଭୟଙ୍କ ପାଇଁ ନିର୍ଣ୍ଣାୟକ ହେବ । ବେଙ୍ଗାଲୁରୁର ଏମ.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚ୍‌ । କାରଣ ସେମିଫାଇନାଲ୍ ଯିବାକୁ ଉଭୟ ଦଳ ସଂଘର୍ଷ କରୁଛନ୍ତି । ଏବେ କିୱି…

ଟିମ୍ ଇଣ୍ଡିଆକୁ ଝଟକା : ବିଶ୍ୱକପରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍, ଆହତ ଯୋଗୁ ଖେଳିବେନି ଅବଶିଷ୍ଟ ମ୍ୟାଚ

(କେନ୍ୟୁଜ): ଟିମ୍ ଇଣ୍ଡିଆକୁ ଝଟକା । ବିଶ୍ବକପରେ ଖେଳି ପାରିବେନି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ କାରଣରୁ ସେ ବାଦ ପଡିଛନ୍ତି । ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ…

ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ: ଇଂଲଣ୍ଡ, ପାକିସ୍ତାନ ପରେ ଶ୍ରୀଲଙ୍କାକୁ କଲା ଧରାଶାୟୀ

ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ । ଇଂଲଣ୍ଡ, ପାକିସ୍ତାନ ପରେ ଶ୍ରୀଲଙ୍କାକୁ ଧରାଶାୟୀ କରିଛି ଦଳ। ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ। ପୁଣି ଥରେ ଆଫଗାନିସ୍ତା ନିଜ ବ୍ୟାଟିଂ ଅର୍ଡରର ପରାକାଷ୍ଟା ଦେଖାଇଛି। ଗତକାଲି ଟସ୍ ଜିତି ପ୍ରଥମେ…

ବିରାଟ ଏବଂ ରୋହିତଙ୍କ ପଛରେ ପକାଇଦେଲେ କ୍ୱିଣ୍ଟନ ଡି’ କକ, ୪୦୭ ରନ୍‌ କରି ସବୁଠୁ ଆଗରେ

କ୍ରିକେଟ ବିଶ୍ୱକପକୁ ନେଇ ସମଗ୍ର ବିଶ୍ୱରେ ଭରପୁର କ୍ରେଜ ଦେଖିବାକୁ ମିଳିଛି । ଚଳିତ ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାଟର ଧୂଆଁଦାର ବ୍ୟାଟିଂ କରିଛନ୍ତି । ନିଜ ଦିନିକିଆ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ ନିଜର ଜଲୱା ଦେଖାଇ…

ଆଜି ମହାଲଢେଇ : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

(କେନ୍ୟୁଜ): ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ କ୍ରିକେଟ୍ ଫ୍ୟାନ୍ସ ପୂରା ଉତ୍ସାହିତ । ଦିନିକିଆ ବିଶ୍ବକପରେ ୭ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ, ସବୁଥର ବାଜି ମାରିଛି ଭାରତ । ଆଜିର…

କ୍ରିକେଟ୍‌ ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଭାରତ ଆଗରେ ଆଫଗାନ ସ୍ପିନ୍ ଚ୍ୟାଲେଞ୍ଜ। ଆଜି ବିଶ୍ବକପରେ ଭାରତ-ଆଫଗାନିସ୍ତାନ ଲଢ଼େଇ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ଇନଫର୍ମ ଓପନର ଶୁବମନ୍ ଗିଲ ଫିଟ୍ ନହେବା ଦଳ ପାଇଁ ବଡ଼ କ୍ଷତି । ସେ ଆଜି…

ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି, ଭିଡିଓ ଭାଇରଲ

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ହିରୋ ସାଜିଥିଲେ ବିରାଟ କୋହଲି ଏବଂ କେଏଲ ରାହୁଲ । ଉଭୟ ଭାରତର ବିଜୟର ସମାନ ହକଦାର ରହିଥିଲେ । ଏହି ମ୍ୟାଚରେ ବିରାଟ ୧୧୬ ବଲ ଖେଳି ୮୫ ରନ୍‌ କରି ଆଉଟ…

BCCI କଲା ବଡ଼ ଘୋଷଣା; ବିଶ୍ୱକପ୍‌ ୨୦୨୩ରେ ପିଇବା ପାଣି ରହିବ ସମ୍ପୂର୍ଣ୍ଣ ମାଗଣା

କ୍ରିକେଟ୍‌ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଛି। ଏହା ପୂର୍ବରୁ BCCI ଏକ ବଡ଼ ଘୋଷଣା କରି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କହିଛନ୍ତି। ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ପୂରା ବିଶ୍ୱକପ୍‌ ସମୟରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଆସିଥିବା…