Below header

ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ; କହିଲେ ମାଗଣା ବିଜୁଳି ଘୋଷଣା ପରେ ବିରୋଧୀଙ୍କୁ ଲାଗୁଛି କରେଣ୍ଟ

ରାଉରକେଲା (କେନ୍ୟୁଜ): ରଘୁନାଥପାଲ୍ଲୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ।  ଏହି ଜନ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ନେତା ଗ୍ୟାରେଣ୍ଟି ଦେଇପାରିବେ କି ନିର୍ବାଚନ ପରେ ତେଲ ରେଟ ବଢିବନି ? ୨୦୧୪ ଦର ଅନୁସାରେ ଗ୍ୟାସ ରେଟ ଦେବେ ବୋଲି ? କିନ୍ତୁ ନବୀନ ସରକାର ଦର ହ୍ରାସ ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି ।  ରାଜ୍ୟରେ ବିଜେଡ଼ି ସରକାର ପୁଣିଥରେ ଆସିବ ।  ଜୁନ୍ ୯ରୁ ରାଜ୍ୟବାସୀଙ୍କୁ ମାଗଣା…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଏହି ରାଶିର ଲୋକେ ଆଜି ସମାଜରେ ମାନ ସମ୍ମାନ ପାଇବେ, ଖୁସି ରହିବେ

ମେଷ : ଆଜି ଆପଣଙ୍କୁ ବହୁତ କାମ ମିଳିବ । ଘରେ ସୁଖ, ସମୃଦ୍ଧି ରହିବ । ନୂତନ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ସମାଧାନ ହେବାର ସମ୍ଭାବନା ରହିଛି । ବୃଷ : ଆଜି ଆୟ ପାଇଁ ଦିନଟି ଶୁଭ । ନିରାଶାରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ପାଇଁ ପ୍ରୟାସ କରିବେ । ବ୍ୟବସାୟରେ ଆପଣଙ୍କର କିଛି ବଡ଼ କାରବାର ଚୂଡାନ୍ତ ହୋଇପାରେ ।…
Read More...

କ୍ରୀଡା