ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ
ଜଳେଶ୍ବର: ଧଳା ଜହର ଡିଲ ବେଳ ମାଡି ବସିଲା ପୋଲିସ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ | ଜବତ ବ୍ରାଉନସୁଗରର ଆନୂମାନିକ ମୂଲ୍ଯ 26 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ ବାଲେଶ୍ବର ଏସପି ସାଗରିକ ନାଥ |
ସୂଚନା ଅନୁଯାୟୀ,…
Read More...