Below header

ମଥୁରାରୁ ଦର୍ଶନ ସାରି ଫେରୁଥିଲେ, ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ୮ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଜଳିଗଲା ଟୁରିଷ୍ଟ ବସ୍ । ଗାଡ଼ିରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ  । ୨୪ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ହରିୟାଣାର ନୁହ ଅଞ୍ଚଳରେ ଏହି ଅଘଟଣ ଘଟିଛି। ବସରେ ମୋଟ୍ ୬୦ ଜଣ ତୀର୍ଥଯାତ୍ରୀ ଥିଲେ। ଗତକାଲି ରାତି ପ୍ରାୟ ୧ଟା ୩୦ରେ ଏହି ଅଘଟଣ ଘଟିଛି। ତେବେ ବସରେ କିପରି ନିଆଁ ଲାଗିଲା ସେନେଇ କାରଣ ଜଣାପଡିନି।…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଏହି ରାଶିର ଲୋକେ ଆଜି ନୂଆ ବ୍ୟବସାୟିକ ଯୋଜନା କରିପାରନ୍ତି

ମେଷ: ଆଜି ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ । ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ । ବୃଷ: ଆଜି ଆପଣ ଯେକୌଣସି କାମ କରିବେ ତାହା ଭଲ ହେବ । ଦାୟିତ୍ୱ ପୂରଣ କରିବେ । ଆର୍ଥିକ ସ୍ଥିତି ଠିକ୍ ରହିବ । ବେପାରିଙ୍କ ପାଇଁ ଦିନଟି…
Read More...

କ୍ରୀଡା