ଅସ୍ତବ୍ୟସ୍ତ କରିବ ତାତି ଓ ଗୁଳୁଗୁଳି, ୨୦ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ
ଭୁବନେଶ୍ୱର (କେନ୍ୟୁଜ): ପୁଣି ବଢ଼ିଲା ତାତି। ଅସ୍ତବ୍ୟସ୍ତ କରିବ ଗରମ ଓ ଗୁଳୁଗୁଳି । ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। କାଲିଠାରୁ ଅଧିକ ଅନୁଭୂତ ହେବ ତାତି । ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ତେବେ ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୭ଜିଲ୍ଲା ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ଗଜପତି…
Read More...