କେଜ୍ରିଓ୍ଵାଲଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍ ଇନ୍ସୁଲିନ, AIIMSର ୫ ଡାକ୍ତର ସ୍ୱାସ୍ଥ୍ୟ ଉପରେ ରଖିଛନ୍ତି ନଜର
ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ AIIMSର ୫ ଜଣିଆ ଡାକ୍ତରଙ୍କର ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଏପ୍ରିଲ ୨୩ରେ ଏହି ବୋର୍ଡ ଗଠନ କରାଯାଇଥିଲା ।
ମୁଖ୍ୟ ଡାକ୍ତର ନିଖିଲ ଟଣ୍ଡନ ମେଡିକାଲ ବୋର୍ଡର ନେତୃତ୍ୱ ନେଉଛନ୍ତି । କହି…
Read More...