ଅପହଞ୍ଚ ବିକାଶ: ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳ ଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ
ଆନନ୍ଦପୁର(କେନ୍ୟୁଜ): ଅପହଞ୍ଚ ବିକାଶ । ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ବରିପାଳ ପଞ୍ଚାୟତ ନୂଆବରିପାଳ ମାଦିଳିଆ ସାହି କଥା । ଏଠାକାର ଲୋକେ ଏଯାଏ ପାଣି, ରାସ୍ତା ଓ ବିଦ୍ୟୁତ୍ ପରି ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ଚୁଆପାଣି ପିଇ ଲୋକେ ଶୋଷ ମେଣ୍ଟାଉଛନ୍ତି । ଅନେକ…
Read More...