ଖରାଦିନେ ଏହିଭଳି କରନ୍ତୁ ସ୍କିନକେୟାର, ଗ୍ଲୋ କରିବ ସ୍କିନ୍
ଯଦି ଆପଣ ଖରାଦିନେ ତେଲିଆ ମୁହଁରୁ ଆରାମ ପାଇବାକୁ ଚାହାଁନ୍ତି, ତେବେ ଆପଣ ପୁଦିନା ପତ୍ର ବ୍ୟବହାର କରିପାରିବେ । ଚର୍ମକୁ ଥଣ୍ଡା କରିବାରେ ଏହା ବହୁତ ସାହାଯ୍ୟ କରିଥାଏ । ଚର୍ମକୁ ଭିତରୁ ଥଣ୍ଡା ରଖିବାରେ ପୁଦିନା ପତ୍ର ଖୁବ ସାହାଯ୍ୟକାରୀ । ଏହାକୁ ବ୍ୟବହାର କରି ଆପଣ କୋମଳ ଏବଂ ନରମ ତ୍ୱଚା ପାଇପାରିବେ । ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଚର୍ମ ଶୁଷ୍କ ଏବଂ ଖରାପ ହୋଇଯାଏ ।…
Read More...