Emraan Hashmi: ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଇମ୍ରାନ ହାଶମୀ, କ୍ୟାନସଲ ହେଲା ବେଙ୍ଗାଲୁରୁ ଇଭେଣ୍ଟ
ବଲିଉଡ୍ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାଶମୀଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ତାଙ୍କର ସ୍ବାଇନ ଫ୍ଲୁ H1N1 ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିଥିବା ସୂଚନା ମିଳିଛି । ସ୍ବାଇନ ଫ୍ଲୁ ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିବା ପରେ ବେଙ୍ଗାଲୁରୁ ଶୋକୁ ସ୍ଥଗିତ କରାଯାଇଛି ।
ଏକ…